ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ରେ ଆଜି ଭାରତୀୟ ଦଳ ସୁପର-୪ ପର୍ଯ୍ୟାୟରେ ଦ୍ୱିତୀୟ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ୍ ପାକିସ୍ତାନ ଠାରୁ ହାରିବା ପରେ ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଏହି ମ୍ୟାଚ୍ ଜିତିବା ପରେ […]
କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ରୁଷ ଦୂତାବାସ ବାହାରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ୨ ରୁଷିଆ କୂଟନୀତିଜ୍ଞଙ୍କ ସମେତ ୨୦ ଜଣ ପ୍ରାଣ ହରାଇଛନ୍ତି। ଏହାସହ ଆକ୍ରମଣକାରୀଙ୍କୁ ବନ୍ଧୁକ ସାହାଯ୍ୟରେ ଗୁଳି କରି […]
ନୂଆଦିଲ୍ଲୀ: ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ଲିଜ୍ ଟ୍ରସ୍ ଜିତିଛନ୍ତି। ସେ ଏକ ଘନିଷ୍ଠ ପ୍ରତିଯୋଗିତାରେ ଭାରତୀୟ ମୂଳ ସାଂସଦ ଋଷି ସୁନକଙ୍କୁ ପରାସ୍ତ କରିଛନ୍ତି। ଲିଜ ଟ୍ରସ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଲିଜ୍ ଟ୍ରସ୍ ୮୧,୩୨୬ […]
ଦୁବାଇ: ଦୁବାଇରେ ଖେଳାଯାଇଥିବା ଏସିଆ କପ୍ର ସୁପର-୪ ରେ ପାକିସ୍ତାନ ୫ ୱିକେଟରେ ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ ୭ ୱିକେଟ୍ ହରାଇ ୧୮୧ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ […]
ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ରେ ଦ୍ୱିତୀୟ ଥର ପାଇଁ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ବାସ୍ତବରେ ଉଭୟ ଦଳ ଏସିଆ କପ୍ର ସୁପର-୪ ରେ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ। ଗୋଟିଏ ପଟେ ପ୍ରଥମ ମ୍ୟାଚରେ ପାକିସ୍ତାନକୁ […]
ଭୁବନେଶ୍ୱର: ଚିକିତ୍ସା ପର୍ଯ୍ୟଟନକୁ ନେଇ ଓଡ଼ିଶାରେ ନୂତନ ଦିଗ ଉନ୍ମୁକ୍ତ କରିବା ଧାରାରେ ସମ୍ ଅଲ୍ଟିମେଟ ମେଡିକେୟାରରେ ପୁଣି ଜଣେ ୬୫ ବର୍ଷ ବୟସ୍କ ଇରାକୀ ନାଗରିକଙ୍କ ସଫଳ ଚିକିତ୍ସା ସମ୍ପନ୍ନ ହୋଇଛି। ସଂପୃକ୍ତ ରୋଗୀ ଜଣକ ସେଂଟ୍ରାଲ୍ ସ୍କଲ ବେସ୍ […]
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ରେ ସୁପର-୪ ରାଉଣ୍ଡ ଆରମ୍ଭ ହୋଇଛି। ହି ରାଉଣ୍ଡର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଆଫଗାନିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି। ଆଜି ଏହି ରାଉଣ୍ଡର ଦ୍ୱିତୀୟ ମ୍ୟାଚରେ ଭାରତ ଏବଂ ପାକିସ୍ତାନ ମୁକାବିଲା କରିବେ। ସନ୍ଧ୍ୟା […]
ନୂଆଦିଲ୍ଲୀ: ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଜିମ୍ବାୱେ ଏକ ଐତିହାସିକ ବିଜୟ ପଞ୍ଜିକରଣ କରିଛି। ଜିମ୍ବାୱେ ଟାଉନ୍ସଭିଲର ରିଭରୱେ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ୩ ୱିକେଟରେ ପରାସ୍ତ କରିଛି। ଜିମ୍ବାୱେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ […]
ନୂଆଦିଲ୍ଲୀ: ରବିବାର ଦିନ ଏସିଆ କପ୍ ୨୦୨୨ରେ ଦ୍ୱିତୀୟ ଥର ପାଇଁ ଭାରତ ଏବଂ ପାକିସ୍ତାନ ଦଳ ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର […]
ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ର ଷଷ୍ଠ ମ୍ୟାଚ୍ ରେ ପାକିସ୍ତାନ ହଂକଂକୁ ଦୟନୀୟ ଭାବେ ପରାସ୍ତ କରିଛି। ମ୍ୟାଚକୁ ୧୫୫ ରନରେ ପାକିସ୍ତାନ ଜିତିନେଇଛି। ଏହି ବିଜୟ ପରେ ପାକିସ୍ତାନର ପରବର୍ତ୍ତୀ ମ୍ୟାଚ୍ ଭାରତ ବିପକ୍ଷରେ ହେବ। ସେପ୍ଟେମ୍ବର ୪ ତାରିଖରେ […]
ବାଲି: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଣ୍ଡୋନେସିଆ ଗସ୍ତର ଅନ୍ତିମ ଦିନରେ ବାଲି ଠାରେ ଇଣ୍ଡୋନେସିଆର ଶିକ୍ଷା ମନ୍ତ୍ରୀ ଏବଂ ଅଷ୍ଟ୍ରେଲିଆର ଶୈଶବାବସ୍ଥା ଶିକ୍ଷା ଓ ଯୁବ ମନ୍ତ୍ରୀଙ୍କ ସହ ପୃଥକ ଦ୍ୱିପାକ୍ଷିକ ବୈଠକରେ […]
କାବୁଲ: ଆଫଗାନିସ୍ତାନର ହେରାତ ସହରରେ ଶୁକ୍ରବାର ନମାଜ ସମୟରେ ଏକ ମସଜିଦ ବାହାରେ ପ୍ରଚଣ୍ଡ ବିସ୍ଫୋରଣ ହେବାର ଖବର ରହିଛି। ରିପୋର୍ଟରେ କୁହାଯାଇଛି ଯେ, ଏହି ବିସ୍ଫୋରଣରେ ମସଜିଦର ଇମାମଙ୍କ ସମେତ ୨୦ ସାଧାରଣ ଲୋକଙ୍କ ମୃତ୍ୟୁ ଖବର ମଧ୍ୟ ରହିଛି। […]
ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସରେ ଖେଳାଯାଉଥିବା ୨୦୨୨ ଏସିଆ କପ୍ ର ଲିଗ୍ ପର୍ଯ୍ୟାୟ ଶେଷ ହେବାକୁ ଯାଉଛି। ବାସ୍ତବରେ, ଏଥର ଏହି ଟୁର୍ଣ୍ଣାମେଣ୍ଟ ରାଉଣ୍ଡ ରୋବିନ ଫର୍ମାଟରେ ଖେଳାଯାଉଛି। ଏଭଳି ପରିସ୍ଥିତିରେ ଦୁଇ ଗ୍ରୁପରେ ବିଭକ୍ତ ୬ ଟି ଦଳ […]
ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ପ୍ରଦର୍ଶନ କରି ନିଜ ପ୍ରଦର୍ଶନ ସହିତ ବିଶ୍ୱ କ୍ରିକେଟ୍ କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସମଗ୍ର କ୍ରିକେଟ୍ ଜଗତ ହାର୍ଦ୍ଦିକଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବିଷୟରେ କହୁଛି। ବର୍ତ୍ତମାନ ପାକିସ୍ତାନର ପୂର୍ବତନ କିମ୍ବଦନ୍ତୀ ବୋଲର […]
ନୂଆଦିଲ୍ଲୀ: ପୃଥିବୀର ଜଣେ ମହାନ ରାଷ୍ଟ୍ରନେତା ତଥା ସୋଭିଏତ ଋଷର ପୂର୍ବତନ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେୋଭଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ 91 ବର୍ଷ ବୟସ ହୋଇଥିଲା। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ତାଙ୍କ ମାତା ଶ୍ରୀମତୀ ପାଓଲା ମାନିଓଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: “ସୋନିଆ ଗାନ୍ଧୀ ଜୀଙ୍କୁ ତାଙ୍କ ମାତା ଶ୍ରୀମତୀ ପାଓଲା ମାନିଓଙ୍କ ଦେହାନ୍ତରେ ସମବେଦନା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଭାରତ ଏବଂ ନେପାଳ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର ପରିବେଶ, ଜଙ୍ଗଲ […]
ବାଲି: ଜି-୨୦ ଶିକ୍ଷା ମନ୍ତ୍ରୀ ମାନଙ୍କ ବୈଠକ ପୂର୍ବରୁ ଆଜି ଇଣ୍ଡୋନେସିଆର ବାଲି ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବ୍ରାଜିଲର ଶିକ୍ଷା ମନ୍ତ୍ରୀ ଭିକ୍ଟୋର ଗୋଡୋଏ ଓ୍ୱେଗାଇସଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ […]
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ର ପ୍ରଥମ ମ୍ୟାଚ୍ ରେ ଭାରତ ପାକିସ୍ତାନକୁ ୫ ୱିକେଟ୍ ରେ ପରାସ୍ତ କରିଛି। ଏହି ମ୍ୟାଚ୍ ପରେ ବିରାଟ କୋହଲି ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଦୁବାଇରେ ଖେଳାଯାଇଥିବା ମ୍ୟାଚ୍ ପରେ ସେ ପାକିସ୍ତାନ […]
ଦୁବାଇ: ଏସିଆ କପରେ ଭାରତ ବିପକ୍ଷରେ ପାଞ୍ଚ ୱିକେଟ୍ ପରାଜୟ ପରେ ପାକିସ୍ତାନ ଦଳ ଟାର୍ଗେଟରେ ରହିଛି। ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ପାକିସ୍ତାନର ପରାଜୟକୁ ନେଇ ବହୁତ କ୍ରୋଧିତ ହୋଇଛନ୍ତି। ଶୋଏବ ଅଖତର ପାକିସ୍ତାନର ପରାଜୟ ପାଇଁ ବାବର […]
ଭୁବନେଶ୍ୱର: ରାଜ୍ୟରେ ଥିବା ପ୍ରଚୁର ଜଳସଂପଦରେ ମତ୍ସ୍ୟଚାଷର ବିପୁଳ ସମ୍ଭାବନାକୁ ଉପଯୋଗ କରି ମାଛ ଉତ୍ପାଦନ ବୃଦ୍ଧି କରାଯାଇପାରିଛି । ଦୁଇଦଶନ୍ଧିରେ ମାଛ ଉତ୍ପାଦନ ୨.୬୦ ଲକ୍ଷ ମେଟ୍ରିକ୍ ଟନ୍ରୁ ବୃଦ୍ଧି ପାଇ ୨୦୨୧-୨୨ରେ ୯.୯୧ ଲକ୍ଷ ମେଟି୍ରକ୍ ଟନ୍ରେ ପହଞ୍ଚିଛି […]