ଭୁବନେଶ୍ବର, ଦିନକୁ ଦିନ ଭୁବନେଶ୍ବର କରୋନା ପଜେଟିଭ ସଂଖ୍ୟା ବଢିବାରେ ଲାଗିଛି। ଆଜି ରାଜଧାନୀରୁ 342 ଜଣ ନୂଆ କୋଭିଡ19 ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 98 ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ହୋଇଥିବା ବେଳେ 244 ଜଣ ସ୍ଥାନୀୟ ଆକ୍ରାନ୍ତ। […]
ଭୁବନେଶ୍ବର, ଆଜି ଚନ୍ଦକା-ଡମ ପଡ଼ା ବନ୍ୟ ପ୍ରାଣୀ ଅଭୟାରଣ୍ୟ ମଧ୍ୟରେ କୁମାରଖୁଣ୍ଟିଠାରେ ଜଙ୍ଗଲ ଓ ପରିବେଶ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ହସ୍ତୀ ଥଇଥାନ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କେନ୍ଦ୍ରଟି ପ୍ରାୟ ସାଢ଼େ ଦଶ […]
ଭୁବନେଶ୍ବର, କୋଭିଡ -୧୯ ଏକ ଆହ୍ୱାନ ଭାବେ ପରିଗଣିତ କରି ଭାରତୀୟ ରେଳବାଇ ମାଲ ପରିବହନ କାର୍ଯ୍ୟକୁ ବଢ଼ବା ପାଇଁ ଅନେକ ପଦକ୍ଷେପ ହାତକୁ ନେଇଛି। ଏହି ମିଶନ ମୋଡରେ, ପୂର୍ବ ତଟ ରେଳ ଉଭୟ ଶୁଳ୍କ ଏବଂ ଅଣ ଶୁଳ୍କ […]
ମୁମ୍ବାଇ : ବଲିଉଡ୍ ଓ ଡ୍ରଗ୍ସ୍ ଲିଙ୍କ୍କୁ ନେଇ ଏବେ ବିବାଦ ବଢିବାରେ ଲାଗିଛି । ଡ୍ରଗ୍ସ କାରାବାରକୁ ନେଇ ରିଆ ଚକ୍ରବର୍ତ୍ତୀ ଏବେ ଗିରଫ ହୋଇଥିବାବେଳେ ଅନେକ ଅଭିନେତ୍ରୀଙ୍କନାମ ମଧ୍ୟ ଏବେ ଏହି ବିବାଦକୁ ଆସିଛି । ଏହି ମାମଲାକୁ […]
ନୂଆଦିଲ୍ଲୀ, କୋଭିଡ -19 ଭୟରେ ବର୍ତ୍ତମାନ ହୃଦରୋଗୀମାନେ ଡାକ୍ତରଖାନା ଆସୁ ନ ଥିବାରୁ ପ୍ରାୟ 20 ପ୍ରତିଶତ ଏହି ରୋଗ ବୃଦ୍ଧି ଘଟିଛି। ଆଜି ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସପିଟାଲ ତରଫରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି […]
ନୂଆଦିଲ୍ଲୀ : କରୋନା ଅପଡେଟ୍ ନେଇ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । ଦେଶରେ 14ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆକ୍ଟିଭ୍ କେସ୍ 5 ହଜାରରୁ କମ୍ ରହିଛି । 18ଟି ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା […]
ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦକୁ ନେଇ ଲୋକସଭାରେ ବିବୃତ୍ତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଲଦାଖ ସ୍ଥିତି ସମ୍ପର୍କରେ ଗୃହକୁ ଜଣାଇବା ସହ ଶାନ୍ତି ଚାହୁଁଛୁ ବୋଲି କହିଛନ୍ତି ରାଜନାଥ ସିଂହ । ଏଲଏସିରେ ଭାରତୀୟ ଯବାନ ଚାଇନାକୁ […]
ନୂଆଦିଲ୍ଲୀ, ଲକ ଡାଉନ ସମୟରେ ବେଆଇନ ମଦ ବିକ୍ରି ଉପରେ କଟକଣା ଜାରି ରହିଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ଚାଲିଥିଲା। ଏହି ଖବର ପାଇଁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ […]
ଲକ୍ଷ୍ନୌ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଉ ଏକ ସ୍ଥାନର ନାମ ପରିବର୍ତ୍ତନ କରିଛନ୍ତି । ତାଜମହଲ ନିକଟରେ ନିର୍ମିତ ହୋଇଥିବା ମୋଗଲ ମ୍ୟୁଜିୟମର ନାମକୁ ପରିବର୍ତ୍ତନ କରିଛନ୍ତି । ଏହି ମ୍ୟୁଜିୟମର ନାମ ପରିବର୍ତ୍ତନ କରି ଛତ୍ରପତି […]
ଭାଇଜାଗ : ବିଶାଖାପାଟଣାର ନୌସେନା ଗୁପ୍ତଚର ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଏନଆଇଏ । ତେବେ ଏନଆଇଏ ପକ୍ଷରୁ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଏହି ମାମଲାରେ ପୂର୍ବରୁ 11 ଜଣ ନୌସେନା ଅଧିକାରୀଙ୍କୁ ଗିରଫ […]
ନୂଆଦିଲ୍ଲୀ : ଭାରତ ସରକାର ପିଆଜର ରପ୍ତାନୀ ଉପରେ କଟକଣା ଜାରି କରିଛନ୍ତି। ତେବେ କଟା ହୋଇଥିବା କିମ୍ବା ପାଉଡର ଆକାରରେ ବିକ୍ରି ହେଉଥିବା ପିଆଜ ରପ୍ତାନିକୁ କଟକଣା ମୁକ୍ତ ରଖାଯାଇଛି । ପିଆଜ ରପ୍ତାନିକୁ ନିଷିଦ୍ଧ କରାଯାଇଥିବା ସମ୍ପର୍କରେ ବୈଦେଶିକ […]
ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ସରକାରଙ୍କ ନିକଟରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁକୁ ନେଇ କୌଣସି ତଥ୍ୟ ରହିନଥିବା ନେଇ ରାହୁଲ ସରକାରଙ୍କୁ ଟାର୍ଗେଟ କରିଥିଲେ । […]
ନୂଆଦିଲ୍ଲୀ : ଏଲ୍ଏସିରେ ସୀମା ବିବାଦ ସହ ପ୍ରାୟ ପ୍ରତ୍ୟେହ ଚୀନ୍ର ନୂଆ ନୂଆ ଚାଲ୍ ଆଗରେ ମଧ୍ୟ ଭାରତ ଚୀନ୍କୁ ଏକ ବଡ ଝଟ୍କା ଦେଇଛି । ମିଳିତ ଜାତିସଂଘ ECOSOCରେ ସ୍ଥାନ ପାଇଲା ଭାରତ । ଭୋଟିଂ ବ୍ୟବସ୍ଥାରେ […]
ନୂଆଦିଲ୍ଲୀ : ବଲିଉଡ୍ ଓ ଡ୍ରଗ୍ସ ଲିଙ୍କ ମାମଲାକୁ ନେଇ ସଂସଦରେ ବର୍ଷିଛନ୍ତି ଜୟା ବଚ୍ଚନ । ବଲିଉଡ୍କୁ ବଦନାମ କରାଯିବାର ଯୋଜନା କରାଯାଉଛି ବୋଲି କହିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ । ଆଜି ସଂସଦର ଦ୍ବିତୀୟ ଦିନରେ […]
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 83ହଜାର 809 ନୂଆ କରୋନା ପଜିଟିଭ୍ ଚିହ୍ନଟ […]
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତ ମୋଟ ସଂଖ୍ୟା ୨୯.୧ ନିୟୁତ ଅତିକ୍ରମ କରିଥିବାବେଳେ ମୃତ୍ୟୁ ୯୨୭,୦୦୦ ରୁ ଅଧିକ ହୋଇଛି। ମଙ୍ଗଳବାର ସକାଳ ସୁଦ୍ଧା ମୋଟ ମାମଲା ୨୯,୧୮୨,୧୯୮ ରେ ପହଞ୍ଚିଛି ଏବଂ ମୃତ୍ୟୁହାର ୯୨୭,୦୧୫ […]
ନୂଆଦିଲ୍ଲୀ, ଆଜି ସହରାଞ୍ଚଳ ଭିତ୍ତିଭୂମି ସହ ଜଡ଼ିତ ବିହାରର 7ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଉଦଘାଟନ କରିବେ। ଏଥିରେ ଚାରିଟି ଜଳଯୋଗାଣ ପ୍ରକଳ୍ପ, ଦୁଇଟି ସ୍ୱେରେଜ ଟ୍ରିଟମେଣ୍ଟ ପ୍ରକଳ୍ପ […]
କଟକ, ବିଭିନ୍ନ ରାଜ୍ୟରେ ସବୁ ଧର୍ମପୀଠଗୁଡିକ ଖୋଲାଯାଇଛି। ଓଡିଶାରେ କଣ ପାଇଁ ଭକ୍ତମାନଙ୍କୁ ଦର୍ଶନରୁ ବଞ୍ଚିତ କରାଯାଇଛି। ଦଶ ଦିନ ମଧ୍ୟରେ ଏହାର ଜବାବ ଦେବାକୁ ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି। ଆଜି ହାଇକୋର୍ଟରେ ମାନ୍ୟବର ମୁଖ୍ୟ ବିଚାରପତିଙ୍କ […]
ନୂଆଦିଲ୍ଲୀ: ବାଚନିକ ଭୋଟରେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଜେଡିୟୁ ସାଂସଦ ତଥା ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଗୃହକୁ ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ମନୋଜ ଝାଙ୍କୁ […]
ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ତେବେ ସଂସଦୀୟ ଅଧିବେଶନର ପ୍ରଥମ ଦିନରେ 17 ଜଣ ସାଂସଦ କରୋନା ପଜିଟିଭ ହୋଇଛନ୍ତି । ସଂକ୍ରମିତ ହୋଇଥିବା ସାଂସଦଙ୍କ ମଧ୍ୟରେ ବିଜେପିର ସର୍ବାଧିକ 12 ଜଣ ସାଂସଦ […]
ମୁମ୍ବାଇ : ଗୋଟିଏ ପଟେ ଦେଶରେ କରୋନା ମାମଲା ଅହେତୁକ ବୃଦ୍ଧି ପାଉଥିବାବେଳେ ହସ୍ପିଟାଲ ଗୁଡିକର ଦାୟିତ୍ବହୀନତା କାର୍ଯ୍ୟ ସାମ୍ନାକୁ ଆସୁଛି । ମୁମ୍ବାଇ ସହରର ଲୋକମାନ୍ୟ ତିଲକ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କ ଦାୟିତ୍ବହୀନତାର ପ୍ରମାଣ ମିଳିଛି । ଅଭିଯୋଗ […]