ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ବାହାଘରରେ ଜଣେ ବଧୂଙ୍କଠାରେ କରୋନା ପଜିଟିଭ୍ ଆସିବା ପରେ 35 ଜଣ ବରଯାତ୍ରୀଙ୍କୁ କ୍ବାରେଣ୍ଟିନ୍ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସହରରେ ଜାଟଖେଡିଠାରେ ମେ 18 ତାରିଖରେ ଏହି ବିବାହ ଅନୁଷ୍ଠିତ […]
ନୂଆଦିଲ୍ଲୀ : କରୋନା ଯୋଗୁଁ ଦେଶର ସ୍ଥିତି ସଂକଟଜନକ ଅବସ୍ଥାରେ ରହିଛି । ଏହା ମଧ୍ୟରେ ଆରବିଆଇ ଆଜି ବଡ ଘୋଷଣା କରିଛନ୍ତି । ରେପୋ ରେଟ୍ କମାଇଛି ଆରବିଆଇ । ରେପୋ ରେଟ୍କୁ 40 ବେସିସ୍ ପଏଣ୍ଟ ହ୍ରାସ ଲାଗି […]
ଭୁବନେଶ୍ବର : ଆଜି ଦିନ 12ଟା 30ରୁ ବିମାନ ଟିକେଟ ବୁକିଂ ଆରମ୍ଭ ହେବ । ଓ୍ବେବ୍ସାଇଟ୍ airindia.inରେ ଲଗ୍ ଇନ୍ କରି ବୁକ୍ କରିହେବ । କୌଣସି ଟ୍ରାଭେଲ୍ ଏଜେଣ୍ଟକୁ ଯୋଗାଯୋଗ କରି ବୁକ୍ କରିହେବ । ଗ୍ରାହକ ସେବା […]
ନୂଆଦିଲ୍ଲୀ : ଦେଶରେ ଲକ୍ ଡାଉନ୍ ଚାଲିଥିବା ସତ୍ତ୍ବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା 1 ଲକ୍ଷ 18 ହଜାରରୁ ଅଧିକରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ 66,330 ଜଣ ଚିକିତ୍ସାଧୀନ […]
ମଧ୍ୟପ୍ରଦେଶ : କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସରକାର ତରଫରୁ ଲଗାତାର ମାସ୍କପିନ୍ଧିବା ସହିତ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଉଛି । ଘରୁ ବାହାରିବା ପୂର୍ବରୁ ମୁହଁରେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ରହିଛି । କରୋନା ସହ ଲଢେଇ ପାଇଁ ପୋଲିସ୍ […]
ଭୁବନେଶ୍ବର : ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ବାତ୍ୟା ଆମ୍ଫାନ୍ ଦ୍ବାରା ଓଡ଼ିଶା ଓ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତିକୁ ଅନୁଧ୍ୟାନ କରିବେ ମୋଦି । ପ୍ରଥମେ […]
ନୂଆଦିଲ୍ଲୀ : ଆସନ୍ତାକାଲିଠୁ ରେଳବାଇ କାଉଣ୍ଟରରେ ଟିକେଟ୍ ମିଳିବ । ଆସନ୍ତା ଜୁନ୍ 1 ତାରିଖରୁ ଦୈନିକ 200ଟି ପାସେଞ୍ଜର ଟ୍ରେନ୍ ଚାଲିବାକୁ ଥିବା ବେଳେ ଆଜିଠାରୁ ଅନ୍ଲାଇନ୍ରେ ଟିକେଟ୍ ବୁକିଂ ଆରମ୍ଭ ହୋଇଥିଲା । ଅନ୍ଲାଇନ୍ରେ ମାତ୍ର ଦୁଇ ଘଣ୍ଟାରେ […]
ଭୋପାଳ : ମଧ୍ୟପ୍ରଦେଶର ଗୋଟିଏ ଘରୁ ବାହାରିଛି 123ଟି ନାଗସାପ । ଏହି ଘଟଣାରେ ଭୟଭୀତ ଉକ୍ତ ପରିବାରର ସମସ୍ତ ସଦସ୍ୟ ଗାଁ ଛାଡି ପଳାଇଛନ୍ତି । ମଧ୍ୟପ୍ରଦେଶର ରୋନ୍ ଗ୍ରାମରେ ଏହି ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ଉକ୍ତ […]
ରାଞ୍ଚି : ଏଣିକି ମଦରେ ହେବ ହୋମ୍ ଡେଲିଭରୀ । ମଦ ଦୋକାନ ସମ୍ମୁଖରେ ଭିଡ ହଟାଇବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ଝାରଖଣ୍ଡ ସରକାର । ଝାରଖଣ୍ଡରେ ମଦର ହୋମ୍ ଡେଲିଭରୀ ଆରମ୍ଭ କରିଛି ଫୁଡ୍ ଡେଲିଭରୀ ଆପ୍ ସ୍ବିଗି […]
ଶ୍ରୀନଗର : ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ସୁରକ୍ଷା ବଳଙ୍କ ଉପରେ ପୁନର୍ବାର ଆକ୍ରମଣ କରାଯାଇଛି । ଗୁରୁବାର କରାଯାଇଥିବା ଆକ୍ରମଣରେ ଦୁଇ ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି । ଗତକାଲି ଦୁଇ ଜଣ ବିଏସ୍ଏଫ୍ ଯବାନ ଶହୀଦ ହୋଇଥିବା ବେଳେ […]
ନୂଆଦିଲ୍ଲୀ : ପିଏମ୍ କେୟାର ଫଣ୍ଡକୁ ନେଇ କଂଗ୍ରେସ ଦଳର ଟ୍ବିଟ୍ ବିରୋଧରେ କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । କର୍ଣ୍ଣାଟକର ଶିବାମୋଗ୍ଗାରେ ଏହି ଅଭିଯୋଗ ଦାଖଲ କରାଯାଇଛି । ପ୍ରବୀଣ କେଭି ନାମକ […]
ନୂଆଦିଲ୍ଲୀ : ଆସନ୍ତା ଜୁନ୍ 1 ତାରିଖରୁ ଟ୍ରେନ୍ ଚଳାଯିବାର ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜିଠାରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ତେବେ ଟିକେଟ୍ ବିକ୍ରି ଆରମ୍ଭ ହେବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ1 ଲକ୍ଷ 49 ହଜାର ଟିକେଟ୍ […]
ଶ୍ରୀନଗର : ଜମ୍ମୁ କାଶ୍ମୀରରୁ 3 ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି । ବୁଧବାର ସନ୍ଧ୍ୟାରେ ଦୁଇ ବିଏସ୍ଏଫ୍ ଯବାନ ଶହୀଦ ହେବା ପରେ ଜାରି ରହିଥିବା ସର୍ଚ୍ଚ ଅପରେସନ୍ରେ 3 ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଏହି 3 […]
ନୂଆଦିଲ୍ଲୀ : ପ୍ରାୟ 2 ମାସ ପରେ ଦିଲ୍ଲୀରେ ପାର୍କ ଖୋଲିବାକୁ ଅନୁମତି ମିଳିଛି। ଲକଡାଉନ୍ 4,.0ରେ ରହିଥିବା କିଛି କୋହଳ କଟକଣାକୁ ଆଧାରେ ଦିଲ୍ଲୀରେ ପାର୍କ ଓ ଗାର୍ଡେନ୍ ଖୋଲିବା ନେଇ ଆଦେଶ ଜାରି ହୋଇଛି। ତେବେ କିଛି ସର୍ତ୍ତ […]
ଭୁବନେଶ୍ବର : ଆସନ୍ତା 25 ତାରିଖରୁ ଆରମ୍ଭ ହେବ ଘରୋଇ ବିମାନ ସେବା । କରୋନା ପରିପ୍ରେକ୍ଷୀରେ ଘରୋଇ ବିମାନ ପାଇଁ ଏଏଆଇର ଏସ୍ଓପି ଜାରି କରିଛି । ବିମାନବନ୍ଦରରୁ ଗନ୍ତବ୍ୟ ସ୍ଥଳକୁ ଯିବାକୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି […]
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ଯୋଗୁଁ ମୃତକଙ୍କ ସଂଖ୍ୟା 3 ହଜାର 435କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ଅନୁସାରେ ଦେଶରେ କରୋନା ଯୋଗୁଁ 1 ଲକ୍ଷ 12 ହଜାର 624 ଜଣ ଲୋକ ଆକ୍ରାନ୍ତ […]
ନୂଆଦିଲ୍ଲୀ : ଚୀନ୍ରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ କବଳରେ ଏବେ ସାରା ବିଶ୍ବ । ବିଶ୍ବର 213ଟି ଦେଶ ଏବେ ଏହି ମହାମାରୀ କବଳରେ ପଡିଛନ୍ତି । ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 50 ଲକ୍ଷ ପାର୍ […]
ଭୁବନେଶ୍ବର : ଓଡ଼ିଶା ଓ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିଥିବା ବାତ୍ୟା ଆମ୍ଫାନ୍ ସ୍ଥଳଭାଗ ଛୁଇଁଲା ପରେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଏବେ ଏହା ପଶ୍ଚିମବଙ୍ଗ ଅତିକ୍ରମ କରି ବାଂଲାଦେଶ ମୁହାଁ ହୋଇଛି । ସୁପର ସାଇକ୍ଲୋନିକ୍ […]
ଭୁବନେଶ୍ବର: ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍ ଟିକେଟ ବୁକିଂ ଆରମ୍ଭ ହେବ। ଆସନ୍ତା ଜୁନ୍ 1ରୁ ରେଲଓ୍ବେ ପକ୍ଷରୁ 200ଟି ଟ୍ରେନ୍ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଆଜି ସକାଳ 10ଟାରୁ ଅନ୍ ଲାଇନ୍ରେ ଟିକେଟ ବୁକିଂ ଆରମ୍ଭ ହେବ। […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଆତ୍ମ ନିର୍ଭର ଭାରତର ଘୋଷଣା କରିଥିବା ବେଳେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନାରେ ୨୦ହଜାର କୋଟିର ଘୋଷଣା କରାଯାଇଛି। ଏହି ଘୋଷଣାକୁ ସ୍ୱାଗତ […]
ନୂଆଦିଲ୍ଲୀ : ଲକ୍ଡାଉନ୍ କାରଣରୁ ଦେଶବ୍ୟାପୀ ଫସି ରହିଥିବା ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ସ୍ଥାନାନ୍ତର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଭାରତୀୟ ରେଳବାଇ। ବିଗତ ୧୯ ଦିନ ମଧ୍ୟରେ ରେଳବାଇ ପକ୍ଷରୁ ୨୧ ଲକ୍ଷ ଯାତ୍ରୀଙ୍କୁ […]