କର୍ଣ୍ଣାଟକ : କରୋନା ଭାଇରସ୍ ମୁକାବିଲା ପାଇଁ ନୂତନ ପଦକ୍ଷେପ ସ୍ବରୂପ କର୍ଣ୍ଣାଟକ ସରକାର ମୋବାଇଲ୍ ଫିଭର୍ କ୍ଲିନିକ୍ର ଆରମ୍ଭ କରିଛନ୍ତି । କର୍ଣ୍ଣାଟକ ସରକାର ବସ୍ଗୁଡିକୁରେ ମୋବାଇଲ୍ ଫିଭର୍ କ୍ଲିନିକ୍ ବନାଇଛନ୍ତି। ଏହି ବସ୍ରେ କୋଭିଡ୍ 19 ପାଇଁ ସ୍ବାବ […]
ଭୁବନେଶ୍ବର : ଭୁବନେଶ୍ବର-ଦିଲ୍ଲୀ ଟ୍ରେନ୍ ଟିକେଟ ଘଣ୍ଟାଏରେ ଶେଷ ହୋଇଥିବାର ସୂଚନା ରହିଛି । 13 ତାରିଖରେ ଦିଲ୍ଲୀ ଯିବାକୁ ଥିବା ଟ୍ରେନ୍ ଟିକେଟ୍ ବୁକିଂ ଶେଷ ହୋଇଯାଇଛି । ଘଣ୍ଟାକ ମଧ୍ୟରେ ଟିକେଟ ସରିଯାଇଥିବା କହିଛନ୍ତି ରେଲ୍ଓ୍ବେ । ସେହିପରି […]
ତାମିଲନାଡୁ : ତାମିଲନାଡୁରେ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗକୁ ହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି। ମଦ ସହ ଚାଖଣା ନଥିବାରୁ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗର ହତ୍ୟା କରିଛି। ମିଳିଥିବା ସୂଚନା ଅନୁସାରେ ତାମିଲନାଡୁରେ ଚେଙ୍ଗଲପୁରା ଜିଲ୍ଲାର […]
ଦିଲ୍ଲୀ : ଦେଶରେ କରୋନା ସ୍ଥିତି ଜଟିଳ ହେଉଥିବାବେଳେ କରୋନା ଆକ୍ରାନ୍ତଙ୍କୁ ନେଇ ଏକ ରୋଚକ ଖବର ରହିଛି । ଦିଲ୍ଲୀର ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଯାଇଛି। ଦୁଷ୍କର୍ମ […]
ଭୁବନେଶ୍ବର : କରୋନା ମହାମାରୀ ସହ ଲଢେଇ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ ପ୍ରସ୍ତୁତି କରିଛନ୍ତି । ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଚାଲିଥିବାବେଳେ ଆଜି ପୁଣି ଥରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର […]
ରାୟପୁର : ଛତିଶଗଡରେ ଏକ ଏନ୍କାଉଣ୍ଟର ଘଟି ଜଣେ ସଶସ୍ତ୍ର ସୁରକ୍ଷା ବଳ ଅଧିକାରୀ ଶହୀଦ ହୋଇଛନ୍ତି । ସୋମବାର ମାଓବାଦୀଙ୍କ ସହିତ ଏନ୍କାଉଣ୍ଟର ସମୟରେ ଯବାନ ଜଣକ ପ୍ରାଣ ହରାଇଛନ୍ତି । ଛତିଶଗଡର ବିଜାପୁର ଜିଲ୍ଲାର ଉରିପାଲ ଜଙ୍ଗଲରେ ଏନ୍କାଉଣ୍ଟର […]
ଡେରାଡୁନ୍ : ଉତ୍ତରାଖଣ୍ତରେ ରହିଥିବା ଏକ ଯୋଗ ପ୍ରଶିକ୍ଷଣ କେନ୍ଦ୍ରରେ ଜଣେ ବିଦେଶୀ ମହିଳାଙ୍କୁ ଯୌନ ଉତ୍ପୀଡନ ମାମଲାରେ 3ଜଣଙ୍କୁ ଗିରଫ କରାଯାଇଛି । ଋଷିକେଶର ଏହି ଯୋଗ ସେଣ୍ଟରରେ ରହିଥିବା ଜଣେ ଜାପାନୀ ମହିଳାଙ୍କୁ ନିର୍ଯାତନା ମାମଲାରେ 2 ଜଣ […]
ନୂଆଦିଲ୍ଲୀ : ବନ୍ଦ ରହିଥିବା ସମସ୍ତ ଘରୋଇ କ୍ଲିନିକ୍, ପାଥୋଲ୍ୟାବ୍ ଖୋଲିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟ ସଚିବଙ୍କୁ କେନ୍ଦ୍ରର ଚିଠି। ଡାକ୍ତର, ପାରାମେଡିକାଲ୍ ଷ୍ଟାପ୍ଙ୍କ ପାଇଁ କଟକଣା ନ କରିବାକୁ ଚିଠି। ଏମାନଙ୍କ […]
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି। ଦେଶରେ ଚିହ୍ନଟ ହେଉଥିବା ଅଧିକାଂଶ କରୋନା ଆକ୍ରାନ୍ତଙ୍କ ଶରୀରରେ କୌଣସି ଫ୍ଲୁ ଜନିତ ଲକ୍ଷଣ ଦେଖାଯାଉନଥିବାବେଳେ କିଛି ରୋଗୀଙ୍କ ଶରୀରରେ ବହୁତ କମ୍ ଲକ୍ଷଣ ଦେଖାଯାଉଛି। ସ୍ବୂଳ୍ପ ଲକ୍ଷଣ ଥିବା […]
ନୂଆଦିଲ୍ଲୀ : ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ଭାଇରସ୍ ଯୋଗୁଁ ଦୁଇ ହଜାର 206ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା 67 ହଜାର 152ରେ ପହଞ୍ଚିଛି। ସେଥିରୁ 44 ହଜାର 29 ଜଣ ସକ୍ରିୟ […]
କରୋନା ସହ ମୁକାବିଲା ପାଇଁ ଦେଶରେ ଜାରି ରହିଥିବା ଲକ୍ ଡାଉନ୍ ମଧ୍ୟରେ ରେଳ ମନ୍ତ୍ରାଳୟ ବଡ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା କାଲି ଅର୍ଥାତ୍ ମେ 12 ତାରିଖରେ 15ଟି ଟ୍ରେନ୍ 15ଟି ସହରକୁ ଯାତ୍ରା କରିବ ବୋଲି ସୂଚନା […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁଣିଥରେ କରୋନା ସଂକଟକୁ ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ୍ 3.0 ପରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଥମ ଥର ପାଇଁ ଆଲୋଚନା […]
ନୂଆଦିଲ୍ଲୀ: କୋଭିଡ୍-୧୯ ଆଣ୍ଟିବଡି ଟେଷ୍ଟ ଲାଗି ଭାରତରେ ତିଆରି ହେଲା ସ୍ୱଦେଶୀ ଟେଷ୍ଟ କିଟ୍। ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜି ପକ୍ଷରୁ ଏହି ଟେଷ୍ଟ କିଟକୁ ସଫଳତାର ସହ ପ୍ରସ୍ତୁତ କରାଯାଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।ଆଣ୍ଟି […]
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ନେତା ଡ. ମନମୋହନ […]
ଭୁବନେଶ୍ବର : ମେ 12ରୁ ପାସେଞ୍ଜର ଟ୍ରେନ୍ ଯାତ୍ରା ନେଇ ରେଲ୍ଓ୍ବେ ଯୋଜନା ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ 15 ଯୋଡା ଟ୍ରେନ୍ ଯାତ୍ରା ଆରମ୍ଭ କରିବ। ଏ ସମସ୍ତ ଟ୍ରେନ୍ ସ୍ପେଶାଲ ଟ୍ରେନ୍ ରୂପେ ଭୁବନେଶ୍ବର ସମେତ ଦେଶର ଅଲଗା […]
ଉତ୍ତରପ୍ରଦେଶ : କରୋନା ଭାଇରସ୍ କାରଣରୁ ସାରା ଦେଶରେ ଲକ୍ଡାଉନ୍ ଜାରି ରହିଛି । ଲକ୍ ଡାଉନ୍ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ଗରିବ ତଥା ଶ୍ରମିକମାନେ। ଏବେ ଉତ୍ତରପ୍ରଦେଶର ମହୋବାରେ ୟୁପି-ମଧ୍ୟପ୍ରଦେଶ ବର୍ଡରଠାରେ ପ୍ରାୟ ପାଞ୍ଚ ହଜାର ଶ୍ରମିକମାନେ […]
ଚୀନ୍ : ଚୀନ୍ର ବୁହାନ ସହରରୁ କରୋନା ସାରା ବିଶ୍ବରେ ତାଣ୍ଡବ ରଚୁଥିବାବେଳେ ପୁଣି ଥିରେ ବୁହାନରେ ଏହି ଭାଇରସର ପ୍ରଭାବ ଦେଖିବାକୁ ମିଳିଛି। ଚୀନ୍ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବୁହାନରେ ପୁଣି 14 ଜଣ […]
କୋଲକାତା : ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ନେବା ପାଇଁ ସହାୟତା କରାଯାଉନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅଭିଯୋଗ କରାଯିବା ପରେ ରବିବାର ଟିଏମ୍ସି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଭିଯୋଗ […]
ନୂଆଦିଲ୍ଲୀ, ଚୁଟି, ନିଶଦାଢି କାଟିବା ପାଇଁ ହରିୟାନର ଗୁରୁଗାଁଓର ଏକ ସାଲୁନ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଏହି ସାଲୁନର କର୍ମଚାରୀମାନେ ପିପିଇ ବା ପର୍ସନାଲ ପ୍ରୋଟେକସନସ ଇକ୍ୟୁପମେଣ୍ଟସ୍ ପିନ୍ଧି କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ହେବାର ଭୟ […]
ନୂଆଦିଲ୍ଲୀ : ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ବେଳେ ଆସନ୍ତା କାଲି ଏହାର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୋଦି ଏହି ଆଲୋଚନା କରିବେ । ସୋମବାର […]
ନୂଆଦିଲ୍ଲୀ : କରୋନା ସମୟରେ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଭୂତ ହୋଇଛି ଏକ ମୃଦୁ ଭୂକମ୍ପ । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତ୍ରୀବ୍ରତା 3.5 ରହିଥିଲା । ଦିଲ୍ଲୀ ଏବଂ ଏହାର ଆଖପାଖ […]