ହାଇଦ୍ରାବାଦ : ନିଜ ଝିଅକୁ ବିଷ ଦେଇ ହତ୍ୟା କରିବା ପରେ ଦୁଇ ମହିଳା ଆତ୍ମହତ୍ୟା କରିଛନ୍ତି । ପାରିବାରିକ କଳହ କାରଣରୁ ଅନୁଷା ଏବଂ ସୁମତି ନାମକ ଦୁଇ ମହିଳା ଅନୁଷାଙ୍କ 5 ବର୍ଷୀୟ ଝିଅକୁ ବିଷ ଦେଇ ହତ୍ୟା […]
ନୂଆଦିଲ୍ଲୀ : କରୋନା ଅପଡେଟ୍ ନେଇ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ କରୋନାରେ 35ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 141 ଜଣ ସୁସ୍ଥ ହୋଇ ଡିସ୍ଚାର୍ଜ ହୋଇଛନ୍ତି । ଗତକାଲି ଗୋଟିଏ ଦିନରେ […]
ନୂଆଦିଲ୍ଲୀ: ଭୟାନକ କରୋନା ସାରା ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି। 210ଟି ଦେଶରେ କରୋନା ବ୍ୟାପିଥିବାବେଳେ କରୋନା ଯୋଗୁଁ ବିଶ୍ବରେ ଏପର୍ଯ୍ୟନ୍ତ 18 ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହେଲେଣି। ସେହିପରି 1 ଲକ୍ଷ 14 ହଜାର ଲୋକଙ୍କର ମୃତ୍ୟୁ […]
ମୁମ୍ବାଇ: ମହାରାଷ୍ଟ୍ରର ପାଲଘରଠାରେ ଏକ ସାନିଟାଇଜର୍ ଓ ହ୍ୟାଣ୍ଡଓ୍ବାସ୍ ତିଆରି କାରଖାନାରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ସୋମବାର ଦିନ 11ଟା 30 ମିନିଟ୍ ସମୟରେଏହି ଦୁର୍ଘଟଣା ଘଟିଥିଲା । […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବଦାଉଁରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି। ଜଣେ ବ୍ୟକ୍ତିଙ୍କ ପାଇଁ ୧୪ ଟି ଗାଁକୁ କ୍ବାରାଣ୍ଟାଇନ୍ରେ ରଖାଯାଇଛି। ଆନ୍ଧ୍ରପ୍ରଦେଶରୁ ଆସିଥିବା ଜଣେ ବ୍ୟକ୍ତି ଭବାନୀପୁର ଖାଲି ଅଞ୍ଚଳର ଏକ ମସ୍ଜିଦ୍ରେ ଅବସ୍ଥାନ କରୁଥିଲେ। ଉକ୍ତ ବ୍ୟକ୍ତି […]
ନୂଆଦିଲ୍ଲୀ: ଆସନ୍ତା କାଲି ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋମବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି। ଆସନ୍ତାକାଲି ଲକ୍ଡାଉନ୍ର ଅନ୍ତିମ ଦିବସ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବାକୁ ଯାଉଛନ୍ତି। ମଙ୍ଗଳବାର […]
ଶ୍ରୀନଗର : ଆତଙ୍କୀଙ୍କ ଗୁଳିରେ ଜଣେ ଅବସରପ୍ରାପ୍ତ ଯବାନ ଶହୀଦ ହୋଇଛନ୍ତି । ରବିବାର ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଯବାନ ଆହତ ହୋଇଥିବା ବେଳେ ସୋମବାର ସକାଳୁ ସେ ପ୍ରାଣ ହରାଇଛନ୍ତି । କୁଲଗାମର ବଚ୍ରୁ ଜିଲ୍ଲାରେ ଅବ୍ଦୁଲ୍ ହମିଦ […]
ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ କ୍ବାରାଣ୍ଟାଇନ୍ ସେଣ୍ଟରରେ ଜଣେ 10 ମାସର ଶିଶୁ ପ୍ରାଣ ହରାଇଛି । ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ସିଦ୍ଧାର୍ଥନଗରର ପ୍ରାଥମିକ […]
ବୁଲନ୍ଦସହର : କ୍ବାରାଣ୍ଟାଇନ୍ ସେଣ୍ଟରରୁ ପଳାୟନ କରିଛନ୍ତି 16 ଜଣ ବ୍ୟକ୍ତି । ସମୟରେ ଖାଦ୍ୟ ମିଳୁନଥିବା ଅଭିଯୋଗ କରି ଏହି 16 ଜଣ କ୍ବାରାଣ୍ଟାଇନ୍ ସେଣ୍ଟରରୁ ପଳାୟନ କରିଛନ୍ତି । ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏହି ଘଟଣା ଘଟିଛି । […]
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା 300 ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ 35 ଜଣଙ୍କ ପ୍ରାଣହାନି ସହିତ 308 ଛୁଇଁଛି କରୋନା ମୃତ୍ୟୁ ସଂଖ୍ୟା । ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ଓ […]
ନୋଏଡା : ଗ୍ରେଟର୍ ନୋଏଡାର ଜଣେ କରୋନା ସନ୍ଦିଗ୍ଧ କ୍ବାରେଣ୍ଟିନ୍ ସେଣ୍ଟରର ଛାତ ଉପରୁ ଡେଇଁ ଜୀବନ ଦେଇଛନ୍ତି । ଯୁବକ ଜଣକ ନୋଏଡାର ଗଲଗୋଟିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂରେ କରାଯାଇଥିବା କ୍ବାରେଣ୍ଟିନ୍ ହୋମରେ ରହିଥିଲେ । ଯୁବକ ଜଣକ କରୋନା […]
ବ୍ରିଟେନ୍ : ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ କରୋନା ସଂକ୍ରମଣ ହୋଇଛନ୍ତି । ନିକଟରେ ତାଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇଥିବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଏବେ ସେ ସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । କିନ୍ତୁ […]
ନୋଇଡା : ଦେଶରେ କରୋନା ସଂକ୍ରମଣ ମାମଲା ବେଶ୍ ଦ୍ରୁତ ଗତିରେ ବଢିଚାଲିଛି । ଭାରତରେ ଏପର୍ଯ୍ୟନ୍ତ ମୋଟ୍ 8,356 ସଂକ୍ରମିତ ହୋଇଥିବାବେଳେ 273 ଜଣଙ୍କର ମୃତ୍ୟୁ ହୋଇସାରିଛି। ଏପର୍ଯ୍ୟନ୍ତ ଏହି ରୋଗର କୌଣସି ନିଦାନ ମିଳିପାରିନାହିଁ । କରୋନା ବଞ୍ଚିବା […]
ନୂଆଦିଲ୍ଲୀ : କରୋନା ସଂକଟ କାରଣରୁ ଦେଶରେ 21 ଦିନିଆ ଲକ୍ ଡାଉନ୍ ଜାରିରହିଛି । ଲକ୍ ଡାଉନ୍ ସମୟରେ ସୋସିଆଲ୍ ଡିଷ୍ଟାନ୍ସିଂ ବା ସାମାଜିକ ଦୂରତ୍ବକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ଲକ୍ ଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ […]
ମଧ୍ୟପ୍ରଦେଶ : ଦେଶରେ କରୋନା ସ୍ଥିତି ବେଶ୍ ସଙ୍ଗୀନ ହୋଇପଡିଛି । କରୋନା ସହ ମୁକାବିଲା କରିବା ପାଇଁ କେନ୍ଦ୍ରସରକାର ଦେଶରେ 21 ଦିନିଆ ଲକ୍ ଡାଉନର ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶରେ ମଧ୍ୟ କରୋନା ସଂକ୍ରମିତ ବେଶ୍ ବଢିବାରେ ଲାଗିଛି […]
ଭୁବନେଶ୍ବର, ଆଜି ରାଜ୍ୟରେ ସର୍ବାଧିକ ଗରମ ଅନୁଭୂତ ହୋଇଛି। ଆଜିର ତାପମାତ୍ରା ହେଉଛି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା। ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହେଉଛି ଟିଟିଲାଗଡ। ଆଜି ଟିଟିଲାଗଡର ତାପମାତ୍ରା ରହିଛି 41 ଡିଗ୍ରୀ ସେଲିସିୟସ। ସେହିପରି ଭୁବନେଶ୍ବରର […]
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଏନ୍ସିଆରରେ ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା 3.5 ବୋଲି ଜଣାପଡିଛି । ଲକ୍ ଡାଉନ୍ ସମୟରେ ଦିଲ୍ଲୀଠାରେ ଭୂମିକମ୍ପ୍ର ମୃଦ୍ୟୁ ଝଟ୍କା ଅନୁଭୂତ ହୋଇଛି । ଦିଲ୍ଲୀ, ନୋଏଡା, ଗାଜିଆବାଦରେ […]
ମାଙ୍ଗଲୋର୍ : କରୋନା ଭାଇରସ୍ର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲାଗୁ ହୋଇଛି ଲକ୍ ଡାଉନ୍ । 21 ଦିନିଆ ଲକ୍ ଡାଉନ୍ ସମୟରେ ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । କେବଳ ଅତ୍ୟାବଶ୍ୟକ ଜିନିଷ ପାଇଁ ଘରୁ […]
ମୁମ୍ବାଇ : କରୋନା ଯୋଗୁଁ ମହାରାଷ୍ଟ୍ରର ସ୍ଥିତି ଏବେ ବେଶ୍ ସଙ୍ଗୀନ୍ । କରୋନା ମୁକାବିଲା ପାଇଁ ଏବେ ମହାରାଷ୍ଟ୍ରକୁ ତିନୋଟି ଜୋନ୍ରେ ବଣ୍ଟାଯାଇଛି । ଦେଶରେ ସର୍ବାଧିକ କରୋନା ରୋଗୀ ଏହି ରାଜ୍ୟରୁ ହିଁ ଚିହ୍ନଟ ହୋଇଛନ୍ତି । ସେହିପରି […]
ନୂଆଦିଲ୍ଲୀ: କରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ପ୍ରେସ୍ ମିଟ୍ କରିଛନ୍ତି । ଏହି ବୈଠକରେ ଭାରତରେ କରୋନା ସ୍ଥିତି ଓ ଏହାକୁ ରୋକିବା ନେଇ କିପରି ପ୍ରସ୍ତୁତି ଚାଲିଛି ସେ ସମ୍ପର୍କରେ କହିଛନ୍ତି ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ […]
ଋଷିକେଶ : କରୋନା ଭାଇରସର ସଂକ୍ରମଣକୁ ରୋକିବା ଦିଗରେ ସାରା ଦେଶରେ 14 ଏପ୍ରିଲ୍ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି ରହିଛି । ଲକ୍ ଡାଉନ୍ କଡାକଡି ପାଳନ କରିବା ପାଇଁ ପୋଲିସ୍ ବିଭାଗ ତତ୍ପର ରହିଛି । ଲକ୍ ଡାଉନ୍ […]