ନୂଆଦିଲ୍ଲୀ : ଲଣ୍ଡନରୁ ଚିକୋଗା, ରୋମରୁ ନାଇଜେରିଆ ପର୍ଯ୍ୟନ୍ତ ଦୁନିଆର ପ୍ରାୟ ସମସ୍ତ ଅଂଶରେ ଲାଗୁ ହୋଇଛି ଲକ୍ ଡାଉନ୍ । ଦୁନିଆର ଅର୍ଦ୍ଧାଧିକ ଦେଶ ଏବେ ଲକ୍ ଡାଉନ୍ରେ ରହିଛନ୍ତି । ଆମେରିକା, ଚୀନ୍, ଇଟାଲୀ, ଫ୍ୟାନ୍ସ ପରି ଦେଶ […]
ଜମ୍ମୁ : କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ସରକାର ଲକ୍ ଡାଉନ୍ର ଘୋଷଣା କରିଛନ୍ତି । ଏହି ଲକ୍ ଡାଉନ୍ ସମୟଟି ଦିନମଜୁରିଆଙ୍କ ପାଇଁ ବେଶ୍ ସଂକଟ ସାବ୍ୟସ୍ତ ହୋଇଛି । ଜମ୍ମୁରେ ରହିଥିବା ଦିନ ମଜୁରିଆଙ୍କ ପାଇଁ ଏବେ […]
ଶ୍ରୀନଗର : କରୋନା ଭାଇରସ୍କୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବେଶ୍ ଶକ୍ତ ହୋଇଛନ୍ତି । ବିଦେଶରୁ ଦୁଇ ଛାତ୍ର ଫେରି ଏ ଯାତ୍ରା ସମ୍ପର୍କରେ ସୂଚନା ନ ଦେଇ ଗୁପ୍ତ ରଖିବାରୁ ପୋଲିସ୍ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ […]
ନୂଆଦିଲ୍ଲୀ : ଗତ 101 ଦିନ ଧରି ଦିଲ୍ଲୀର ଶାହିନ୍ବାଗ୍ଠାରେ ସିଏଏ ଓ ଏନ୍ଆରସି ବିରୋଧରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ପରିଶେଷରେ ହଟାଇ ଦିଆଯାଇଛି । ମଙ୍ଗଳବାର ଶାହିନ୍ବାଗ ପ୍ରଦର୍ଶନକାରୀଙ୍କୁ ଏଠାରୁ ଉଠାଇ ଦିଆଯାଇଛି । ବହୁମାତ୍ରାରେ ପୋଲିସ୍ ଏଠାରେ ନିୟୋଜିତ […]
ଭୁବନେଶ୍ୱର : କୋଭିଡ୍-୧୯ ସଂକ୍ରମଣ ପରିେ ପ୍ରକ୍ଷୀରେ ଓଡ଼ିଶାର ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଛଅଟି ନିର୍ଦ୍ଦେଶନାମା ଜାରି କରାଯାଇଛି । ସେଗୁଡିକ ହେଲା 1- ଯେଉଁ ଜିଲ୍ଲା ଏବଂ ସହରାଞ୍ଚଳଗୁଡ଼ିକରେ ଲକ୍ ଡାଉନ୍ ବା ତାଲାବନ୍ଦ ଘୋଷଣା କରାଯାଇଛି ସେଠାରେ […]
ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘କୋଭିଡ-୧୯’ ସଂକ୍ରମଣ କାରଣରୁ ଉତ୍ପନ୍ନ ହୋଇଥିବା ଜଟିଳ ସମସ୍ୟା ଉପରେ ଭିଡିଓ କନଫରେନ୍ସ ମାଧ୍ୟମରେ ଇଲକଟ୍ରୋନିକ୍ ଗଣମାଧ୍ୟମର ପ୍ରମୁଖ ଅଂଶୀଦାରମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମ ଦିନରୁ ଏହି ମହାମାରୀର ଗମ୍ଭୀର […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି । ଶିଳ୍ପପତିମାନେ କର୍ମଚାରୀଙ୍କୁ କରୋନା ପ୍ରଭାବରୁ ଦୂରେଇ ରଖିଥିବାରୁ ପ୍ରଧାନମନ୍ତ୍ରୀ ପ୍ରଥମେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ଅର୍ଥନୈତିକ ଏକୀକରଣ […]
ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଶିବରାଜ ସିଂ ଚୌହାନ। ଚତୁର୍ଥ ଥର ପାଇଁ ଚୌହାନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଭୋପାଳ ସ୍ଥିତ ରାଜଭବନରେ ଶିବରାଜଙ୍କୁ ରାଜ୍ୟପାଳ ଲାଲଜୀ ଟଣ୍ଡନ ପଦ ଓ ଗୋପନୀୟତାର […]
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ସୋମବାର ତିନି ଜଣଙ୍କର ପ୍ରାଣହାନି ଘଟିଛି । ତିନି ଜଣଙ୍କ ପ୍ରାଣହାନି ସହିତ ମୃତ୍ୟୁ ସଂଖ୍ୟା 10ରେ ପହଞ୍ଚିଛି । ହିମାଚଳ ପ୍ରଦେଶରେ ପ୍ରଥମ ମୃତ୍ୟୁ […]
ଭୋପାଳ : ମଧ୍ୟପ୍ରଦେଶ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । କମଲନାଥ ସରକାର ଭାଙ୍ଗିବା ପରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହାକୁ ନେଇ ଆଶଙ୍କା ରହିଥିଲା । ତେବେ […]
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଆଜି କେରଳରେ ଗୋଟିଏ ଦିନରେ 28 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ସୋମବାର ଆଉ ଦୁଇ ଜଣଙ୍କର ପ୍ରାଣହାନି ଘଟିବା ସହିତ […]
ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ବେଶ୍ ଦ୍ରୁତ ଗତିରେ ମାଡ଼ି ଚାଲିଛି। ପ୍ରାପ୍ତ ସୂଚନାନୁସାରେ କରୋନା ଯୋଗୁଁ ପଶ୍ଚିମବଙ୍ଗରେ ଜଣକର ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। 55 ବର୍ଷୀୟ ଏହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ସାରା ଦେଶରେ ଭାରତୀୟଙ୍କ […]
ପଞ୍ଜାବ : କରୋନା ମୁକାବିଲା ପାଇଁ ସାରା ପଞ୍ଜାବରେ କର୍ଫ୍ୟୁ ଘୋଷଣା କରାଯାଇଛି । ତେବେ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ। କରୋନା ଭାଇରସ୍ ସହ ମୁକାବିଲା ପାଇଁ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ, ଓଡ଼ିଶା ସମେତ 10ରୁ […]
ସମୀକ୍ଷା ବ୍ୟୁରୋ ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଦୁଇ ଯୁବକ କରୋନା ଡରରେ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ମିଳିଥିବା ରିପୋର୍ଟ ଅନୁସାରେ ହାପୁର ଜିଲ୍ଲାର ପିଲୁଖାରର ସୁଶୀଲ୍ ନାମକ ଜଣେ ଯୁବକ ବ୍ଲେଡ୍ରେ ନିଜର ଗଳା କାଟି ଆତ୍ମହତ୍ୟା କରିଛନ୍ତି। ତେବେ […]
ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଦେଶରେ ପ୍ରାୟ ରାଜ୍ୟରେ ଲକ୍ ଡାଉନ୍ର ଘୋଷଣା କରାଯାଇଛି। ଲକ୍ ଡାଉନ୍କୁ ନେଇ ରାଜ୍ୟ ସରକାରଙ୍କୁ ଆଇନ୍ ଓ ନିୟମ କଡ଼ାକଡ଼ି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ […]
ନୂଆଦିଲ୍ଲୀ : କରୋନାକୁ ନେଇ ସାରା ବିଶ୍ବ ଏବେ ଆତଙ୍କରେ। କରୋନାକୁ ନେଇ ସାଧାରଣରେ କେତେ ଭୟାନକ ଅବସ୍ଥା ରହିଛି ତାହା ନ କହିବା ଭଲ। ଜଣେ ପାଇଲଟ୍ ବିମାନ ଭିତରେ ଜଣେ ଯାତ୍ରୀଙ୍କ ସାମାନ୍ୟ ଛିଙ୍କକୁ ଡରି ବିମାନରୁ ଡେଇଁପଡିଥିବା […]
ନୂଆଦିଲ୍ଲୀ : କରୋନା ମହାମାରୀ ସାରା ବିଶ୍ବରେ ପ୍ରକୋପ ଜାରି ରଖିଛି । ଦୁନିଆରା 192ଟି ଦେଶରେ ଏହି କରୋନା ବ୍ୟାପି ସାରିଛି । ବିଗତ ପାଞ୍ଚ ଦିନ କରେ କରୋନା ମୃତ୍ୟୁ ହାର 9ରୁ 13 ପ୍ରତିଶତକୁ ବୃଦ୍ଧି ପାଇଛି […]
ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ବେଶ୍ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 419ରେ ପହଞ୍ଚିଥିବାବେଳେ ଏହି ରୋଗରେ ମୃତକଙ୍କ ସଂଖ୍ୟା 8ରେ ପହଞ୍ଚିଲାଣି। ଗତ 24 ଘଣ୍ଟା ମଧ୍ୟରେ 50ରୁ ଅଧିକ ମାମଲା ଆସିଥିବାବେଳେ ତିନିଜଣକର […]
କେଦାର ମିଶ୍ର କଥା କଥାକେ କୁହାଯାଏ, ମୁକେଶ ଅମ୍ବାନୀ ହେଉଛନ୍ତି ଏସିଆର ସବୁଠୁ ଧନୀ ବ୍ୟକ୍ତି। ବଜାରରେ ଯେତେବେଳେ ସେନସେକ୍ସର ଉଠାପକା ଖେଳ ଚାଲେ ସେତେବେଳେ ମୁକେଶଙ୍କ ଲାଭ ଓ କ୍ଷତିକୁ ନେଇ ଆମେ ଚର୍ଚ୍ଚା କରିଥାଉ। ଏସିଆ ମହାଦେଶରେ ଚୀନର […]
ଭୁବନେଶ୍ୱର : କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଭାରତ ସରକାର ଏବଂ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁ ସମ୍ପର୍କରେ ସଚେତନତା ସଙ୍ଗୀତ ଗାଇଥିବା ଗାୟିକା ମାଳିନୀ ଅୱସ୍ତୀ ଏବଂ ପ୍ରୀତମ ଭରତୱାନଙ୍କୁ ପ୍ରଶଂସା କରିଛନ୍ତି । ଟ୍ୱିଟରରେ ଏହି ଗୀତକୁ ଶେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “ଜନତା କର୍ଫ୍ୟୁକୁ ନେଇ ପ୍ରତ୍ୟେକ […]