ଇନ୍ଦୋର: ଆସୋସିଏସନ୍ ଇଣ୍ଟରନ୍ୟାସନାଲ ଡୁ ଫିଲ୍ମ ଡି’ଆନିମେସନ, ଏକ ଅନ୍ତର୍ଜାତୀୟ ଆନିମେଟେଡ ଫିଲ୍ମ ଆସୋସିଏସନ ଯାହା 1960 ମସିହାରୁ ଏକ ଅଣଲାଭକାରୀ ଅନୁଷ୍ଠାନ ଏବଂ ଚଳଚ୍ଚିତ୍ର ଆନିମେସନକୁ ଏକ କଳା ଏବଂ ଯୋଗାଯୋଗ ମାଧ୍ୟମ ଭାବରେ ପ୍ରୋତ୍ସାହିତ କରେ। ଆନିମେସନ୍ ର ପ୍ରୋତ୍ସାହନ […]
ନୂଆଦିଲ୍ଲୀ: ୫-ଜି’ର ଦ୍ରୁତ କାର୍ଯ୍ୟକାରିତା ଏବଂ ଗ୍ରହଣୀୟତା ସହିତ ଭାରତ ଏକ ପରିବର୍ତ୍ତନକାରୀ ଡିଜିଟାଲ ବିପ୍ଳବର ଦ୍ୱାରଦେଶରେ ଛିଡ଼ା ହୋଇଛି। ୨୦୩୦ ସୁଦ୍ଧା ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା ୫-ଜି ସେବା ବ୍ୟବହାର କରୁଥିବେ ବୋଲି ଜିଏସଏମଏ ରିପୋର୍ଟରୁ ଜଣାପଡ଼ିଛି। ବ୍ୟାପକ ସରକାରୀ […]
ନୂଆଦିଲ୍ଲୀ: କେନ୍ଦ୍ର ରାସାୟନିକ ଓ ସାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଚିକିତ୍ସା ଉପକରଣ ଶିଳ୍ପକୁ ସୁଦୃଢ଼ କରିବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ର ରସାୟନ ଓ ସାର ଏବଂ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷାରେ ଶକ୍ତି ବିଭାଗ ଉପରେ ନ୍ୟସ୍ତ ଥିବା ଶକ୍ତି ଉତ୍ପାଦନ, ବିଦ୍ୟୁତ ସରବରାହ ଓ ବଣ୍ଟନ ବ୍ୟବସ୍ଥା […]
ଭୁବନେଶ୍ଵର: ଓଡ଼ିଶା ସରକାର ୩୩୫୩.୧୫ କୋଟି ଟଙ୍କାର ମିଳିତ ନିବେଶରେ ୧୫ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ କରି ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ରାଜ୍ୟରେ ନିଯୁକ୍ତି ବୃଦ୍ଧି ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ […]
ମୁମ୍ବାଇ: କାଲବାଦେବୀ, ଭୁଲେଶ୍ୱର ମାର୍କେଟରେ ବିପୁଳ ପରିମାଣର ନଗଦ ଟଙ୍କା ନେଉଥିବା ସନ୍ଦେହରେ ୧୨ ଜଣଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୨ କୋଟି ୩୦ ଲକ୍ଷ ଟଙ୍କା ଜବତ କରାଯାଇଛି। ପୋଲିସ ତାଙ୍କୁ ଗିରଫ କରି ଜେରା କରୁଛି। […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ଅର୍ଘ୍ୟର ପବିତ୍ର ପର୍ବ ଛଟ୍ ପୂଜା ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ଏବଂ କହିଛନ୍ତି ଯେ, ଏହି ମହାପର୍ବର ଚାରି ଦିନିଆ ରୀତିନୀତି ନାଗରିକମାନଙ୍କୁ ନୂତନ ଶକ୍ତି ଏବଂ ଉତ୍ସାହରେ ଭରି […]
ଶ୍ରୀ ରତନ ଟାଟା ଆମକୁ ଛାଡ଼ି ଚାଲିଯିବାର ଗୋଟିଏ ମାସ ବିତିଗଲାଣି। କୋଳାହଳପୂର୍ଣ୍ଣ ମହାନଗର ଓ ଛୋଟ ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ, ତାଙ୍କର ଅନୁପସ୍ଥିତି ସମାଜର ପ୍ରତ୍ୟେକ ସ୍ତରରେ ଅନୁଭୂତ ହେଉଛି। ବିଶିଷ୍ଟ ଶିଳ୍ପପତି, ଯୁବ ଉଦ୍ୟୋଗୀ […]
ନୂଆଦିଲ୍ଲୀ: ଅନେକ ଲୋକ ହ୍ଵିସ୍କିଏବଂ ରମକୁ ଭଲ ପାଆନ୍ତି। ସାଧାରଣତଃ ଏହା ପାର୍ଟୀରେ ଅନେକ ଥର ଦେଖାଯାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ହ୍ଵିସ୍କି ସାଧାରଣତଃ ହାଲୁକା ସୁବର୍ଣ୍ଣ ରଙ୍ଗର ହୋଇଥିବାବେଳେ ରମ୍ ଗାଢ ବାଦାମୀ ରଙ୍ଗର ହୋଇଥାଏ। ଏହି […]
ନୂଆଦିଲ୍ଲୀ: ଦିନ ବଢିବା ସହିତ ୨୦୨୫ ଚାମ୍ପିଅନ୍ସ ଟ୍ରଫି ନିକଟତର ହେବାକୁ ଯାଉଛି, କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ମ୍ୟାଚ୍ କେଉଁଠାରେ ଖେଳାଯିବ ତାହା ସ୍ପଷ୍ଟ ହୋଇନାହିଁ? ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ଭାରତୀୟ ଦଳ ରାଜି ହୋଇନାହିଁ। ଏହାକୁ […]
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ହାତରେ ସମ୍ପ୍ରତି ୦-୩ ରେ ପରାଜୟ ପରେ ଦୁଃଖରେ ଥିବା ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ଦକ୍ଷିଣ ଆଫ୍ରିକା ଏବଂ ଭାରତ ମଧ୍ୟରେ ଆଜି ଠାରୁ ଆରମ୍ଭ ହେବାକୁ ଥିବା ଟି -୨୦ ସିରିଜ୍ ଉପରେ ନଜର ରଖିଛନ୍ତି। ଏହି […]
ନୂଆଦିଲ୍ଲୀ: କାନାଡା ଅଷ୍ଟ୍ରେଲିଆ ଟୁଡେ ଉପରେ ପ୍ରତିବନ୍ଧକ ଲଗାଇଛି। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସାମ୍ବାଦିକ ସମ୍ମିଳନୀରେ କିଛି ଘଣ୍ଟା ପରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି। ଏହି ପ୍ରସଙ୍ଗରେ ଭାରତ ମଧ୍ୟ କାନାଡାକୁ ନିନ୍ଦା କରିଛି। […]
ନୂଆଦିଲ୍ଲୀ: ଫିଲ୍ମ ବଜାର ୬ଟି ବିଶେଷ କାଳ୍ପନିକ ଚଳଚ୍ଚିତ୍ର ସମ୍ପର୍କରେ ଘୋଷଣା କରିଛି ଯାହା ଚଳିତ ବର୍ଷ ଆଇଏଫଏଫଆଇରେ ୱାର୍କ-ଇନ୍-ପ୍ରୋଗ୍ରେସ୍ ଲ୍ୟାବ୍ ପାଇଁ ଆନୁଷ୍ଠାନିକ ଚୟନରେ ସ୍ଥାନ ପାଇଛି। ମନୋନୀତ ଚଳଚ୍ଚିତ୍ରଗୁଡ଼ିକ ହେଲା: ୧. ତ୍ରିବେଣୀ ରାୟ (ନେପାଳୀ) ଙ୍କ ଦ୍ୱାରା ସେପ୍ ଅଫ୍ […]
ଭୁବନେଶ୍ବର: ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ । ପୁରାଣ ଶାସ୍ତ୍ର ଅନୁଯାୟୀ ଗୋ ମାତାଙ୍କ ଠାରେ ତେତ୍ରିଶ କୋଟି ଦେବା ଦେବୀ ବାସ କରନ୍ତି। ସେଥିପାଇଁ କୁହାଯାଇଛି ଗୋମାତାଙ୍କ ପୂଜା କରିବା ଅର୍ଥ ଦେବତାଙ୍କୁ ସନ୍ତୁଷ୍ଟ […]
ନୂଆଦିଲ୍ଲୀ: ଚିଲ ପକ୍ଷୀଟି ଅତି ସୁନ୍ଦର ପକ୍ଷୀମାନଙ୍କ ମଧ୍ୟରେ ଗଣାଯାଏ। ଯେତେବେଳେ ଚିଲ ଆକାଶରେ ଉଡେ ସେତେବେଳେ ଯେ କେହି ଦେଖେ ସେ ବିମୋହିତ ହୋଇପଡେ। ହେଲେ ଚିଲ ପକ୍ଷୀକୁ ସାଧାରଣତଃ ଅଶୁଭ ବୋଲି ଧରାଯାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ […]
ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା […]
ନୂଆଦିଲ୍ଲୀ: ୱାନ୍ ରାଙ୍କ ୱାନ୍ ପେନ୍ସନ୍ (ଓଆର୍ଓପି) ଯୋଜନାର ଦଶ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହି ଯୋଜନା ଆମର ଭେଟେରାନ ଏବଂ ପୂର୍ବତନ ସେନା କର୍ମଚାରୀମାନଙ୍କର ସାହସ ଏବଂ ବଳିଦାନ ପ୍ରତି ଏକ ଶ୍ରଦ୍ଧାଞ୍ଜଳି, […]
ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ପକ୍ଷରୁ ଆୟୋଜିତ ଦୁଇଦିନିଆ ‘ଆତଙ୍କବାଦ ବିରୋଧୀ ସମ୍ମିଳନୀ-୨୦୨୪’ର ଉଦ୍ ଘାଟନୀ ଅଧିବେଶନରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଉଦବୋଧନ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଏନଆଇଏର ନୀତି ଉନ୍ମୋଚନ କରିଥିଲେ, ୟୁଏପିଏ […]
ଭୁବନେଶ୍ୱର: ଏକ ନୂତନ ସହଯୋଗ କ୍ରମରେ ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱର ଏବଂ ଏମଓଏସଆର୍ଟ୍ ଲ୍ୟାବ୍ସ ମିଳିତ ଭାବେ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଏବଂ ଚିପ୍ ଡିଜାଇନ୍ କ୍ଷେତ୍ରରେ ଏକ ଅଭିନବ ପ୍ରଫେସନାଲ ଡିପ୍ଲୋମା ପ୍ରୋଗ୍ରାମ ଆରମ୍ଭ କରିଛନ୍ତି। ସେମିକଣ୍ଡକ୍ଟର ଟେକ୍ନୋଲୋଜି, […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାଶ ଯୋଶୀଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ଦୀପକ ଯୋଶୀ ପୁଣି ଥରେ ଘରକୁ ଫେରିଛନ୍ତି। ଦୀପକ ଯୋଶୀ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଆଗରେ ଦୀପକ […]
ନୂଆଦିଲ୍ଲୀ: ଭାରତୀୟ ଦଳକୁ ନଭେମ୍ବର ୨୨ ତାରିଖରୁ ଅଷ୍ଟ୍ରେଲିଆ ମାଟିରେ ବର୍ଡର-ଗାଭାସ୍କର ଟ୍ରଫି ଖେଳିବାକୁ ପଡିବ। ଏହି ଟ୍ରଫି ଆରମ୍ଭ ପୂର୍ବରୁ ମଧ୍ୟ ସିରିଜର ଅଂଶବିଶେଷ ଥିବା ଟିମ୍ ଇଣ୍ଡିଆର ଅନେକ ତାରକା ଖେଳାଳି ଫ୍ଲପ୍ ହୋଇଥିବା ଜଣାପଡିଛି। ଏହି ଫ୍ଲପ୍ […]