ଜାତୀୟ ଖବର

ନୂଆଦିଲ୍ଲୀ: ଶେଷରେ ଗିରଫ ହୋଇଛନ୍ତି ପୁଷ୍ପା-2 ଅଭିନେତା ଅଲ୍ଲୀ ଅର୍ଜ୍ଜୁନ। ଆଜି ତାଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ କରିଛି। ସେ ହାଇଦ୍ରାବାଦର ଏକ ସିନେମା ହଲକୁ ବିନା…

ଭୁବନେଶ୍ବର: ନୂଆ ବର୍ଷରେ ରାଜ୍ୟ ବିଜେପିକୁ ମିଳିବ ନୂଆ ସଭାପତି। କାରଣ ବିଜେପିର ଯେଉଁ ତୃଣମୂଳ ସଂଗଠନ ନିର୍ବାଚନ ଚାଲିଛି ତାହା ଶେଷ ହେବ। ସେମାନେ ନିର୍ବାଚିତ…

ନୂଆଦିଲ୍ଲୀ: ଇଂଲଣ୍ଡର ଯୁବ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍ ନିଜର ଚମତ୍କାର ପ୍ରଦର୍ଶନ ସହିତ କ୍ରିକେଟ୍ ଜଗତରେ ଏକ ସେନ୍ସେସ୍ ସୃଷ୍ଟି କରିଛନ୍ତି। ୱେଲିଙ୍ଗଟନ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩୨୩…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶ ଗସ୍ତରେ ଯିବେ। ସେ ଅପରାହ୍ନ ପ୍ରାୟ ୧୨ଟା ୧୫ରେ ପ୍ରୟାଗରାଜ ଯାଇ ସଙ୍ଗମ ସ୍ଥଳରେ ପୂଜାର୍ଚ୍ଚନା ଓ…

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ଭୂତାଣୁ ବାହକ ଜରିଆରେ ମାନବ ଗୁଣସୂତ୍ର ଦ୍ୱାରା ଗୁରୁତର ହିମୋଫିଲିଆ ଏ ର ଚିକିତ୍ସା କରାଯାଇଛି। ଗୋଟିଏ ଗବେଷଣା କେନ୍ଦ୍ରରେ…

ଭୁବନେଶ୍ୱର: ଚଳିତ ୭ ରୁ ୧୧ ଡିସେମ୍ବର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ୩୯ତମ ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପରେ ରିଲାଏନ୍ସ ଫାଉଣ୍ଡେସନର ଯୁବ ଆଥଲେଟମାନେ ଚମତ୍କାର ପ୍ରଦର୍ଶନ…

ନୂଆଦିଲ୍ଲୀ: ମହାନ ରାଜ କପୁରଙ୍କ ୧୦୦ ତମ ଜୟନ୍ତୀ ଅବସରରେ କପୁର ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଭାବପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ଆଲୋଚନା…

ନୂଆଦିଲ୍ଲୀ: ଜଳଜୀବନ ମିଶନ ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହିତ କରୁଥିବା ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଛନ୍ତି। ବିଶେଷ କରି ଗ୍ରାମାଞ୍ଚଳରେ ଏହା ପରିଲକ୍ଷିତ ହୋଇଛି। ସେ କହିଛନ୍ତି ଯେ,…

ମେଷ- ମେଷ ରାଶି ଆଜି ପ୍ରଭୁ ଗଣେଶଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ, ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆୟର ମାଧ୍ୟମ ବୃଦ୍ଧି ପାଇବ। ଯାତ୍ରା ସୁଖଦ ହେବ। ବିଦେଶ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପ୍ରଥମ ଓ ଦ୍ୱିତୀୟ ପାଳି ଭଳି ତୃତୀୟ ପାଳିର ପ୍ରଥମ ୬ ମାସ ମଧ୍ୟରେ ଦେଶରେ ସ୍ୱଚ୍ଛତାର…

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ୍ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ କୁ ଅନୁମୋଦନ କରିଛି। ସଂସଦର ଏହି ଶୀତକାଳୀନ ଅଧିବେଶନରେ ଏହି ବିଲ୍ ଆଗତ ହେବାର…

ଭୁବନେଶ୍ୱର: ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ନାନୋ ସାଇନ୍‌ସ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ାଙ୍କୁ…

ଭୁବନେଶ୍ବର: ଆଜି ତାରିଖଟି ହେଉଛି ସବୁଠାରୁ ବିରଳ ସଂଯୋଗ। କାରଣ ଆଜିର ତାରିଖ ହେଉଛି ୧୨/୧୨/୨୪ । ଏହା ବେଶ କୌତୁହଳ ପୂର୍ଣ୍ଣ ହୋଇଥିବା ବେଳେ ଆଜି ବିଭିନ୍ନ…

ନୂଆଦିଲ୍ଲୀ: ଆଡିଲେଡରେ ପରାଜୟ ପରେ, ଟିମ୍ ଇଣ୍ଡିଆ ଅନେକ ପରିବର୍ତ୍ତନ ସହିତ ଗବାରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟରେ ପ୍ରବେଶ କରିପାରେ। ପର୍ଥରେ କଙ୍ଗାରୁକୁ 295 ରନରେ…

ନୂଆଦିଲ୍ଲୀ: 2025 ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି। ଦିଲ୍ଲୀର ମହିଳାମାନଙ୍କୁ AAP ସରକାର…

ଭୁବନେଶ୍ଵର: ଜାତୀୟ ସ୍ତରରେ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ କୋରାପୁଟ ପୁରସ୍କୃତ ହୋଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ବର୍ଗରେ କୋରାପୁଟ ଦ୍ବିତୀୟ ଶ୍ରେଷ୍ଠ…

ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟ କପିଲ ସିବଲ ମଙ୍ଗଳବାର କହିଛନ୍ତି ଯେ, ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଇଭେଣ୍ଟରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଆହ୍ଲାବାଦ ହାଇକୋର୍ଟର ବିଚାରପତି ଶେଖର…

ଭୁବନେଶ୍ବର: ବେଦାନ୍ତ କଂପାନୀ ପ୍ରତି ପୂର୍ବ ବିଜେଡି ସରକାରଙ୍କ ଥିଲା ଅହୁତେକ ପ୍ରୀତି। କାରଣ ବେଦାନ୍ତ ଝାରସୁଗୁଡା କଂପାନୀକୁ ସେତେବେଳର ସରକାର ଛାଡ କରିଥିଲେ ୩୫୯୯.୮୮କୋଟି ଟଙ୍କାର…

ନୂଆଦିଲ୍ଲୀ: ସଂସଦରେ ଚାଲିଥିବା ଅବରୋଧକୁ ନେଇ ସଦଗୁରୁ ଜଗି ବାସୁଦେବ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ସଂସଦରେ ହଙ୍ଗମା ଦେଖିବା ନିରାଶାଜନକ, ବିଶେଷ…