ଜାତୀୟ ଖବର

ନୂଆଦିଲ୍ଲୀ: ବୌଦ୍ଧିକ ସମ୍ପତ୍ତି, ଆନୁବଂଶିକ  ସମ୍ବଳ ଏବଂ ଆନୁସଙ୍ଗୀକ ପାରମ୍ପରିକ ଜ୍ଞାନ ଉପରେ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନ (ଡବ୍ଲ୍ୟୁ ଆଇପିଓ) ଚୁକ୍ତି , ବିକାଶଶୀଳ ଦେଶ…

ନୂଆଦିଲ୍ଲୀ: ପୁନଃନିର୍ମାଣ କାର୍ଯ୍ୟ ପାଇଁ ଚଳିତ ବର୍ଷ ଶେଷ ସୁଦ୍ଧା ନୂଆଦିଲ୍ଲୀ ରେଳଷ୍ଟେସନ ବନ୍ଦ କରାଯିବ ବୋଲି ଗଣମାଧ୍ୟମର କିଛି ବିଭାଗ ରିପୋର୍ଟ କରିଛି। ଘୋଷଣା କରାଯିବ ଯେ,…

ନୂଆଦିଲ୍ଲୀ: କର୍ଣ୍ଣାଟକର ଚର୍ଚ୍ଚିତ ଅଶ୍ଳୀଳ ଭିଡିଓ କାଣ୍ଡ ପରେ ଯୌନ ଶୋଷଣ ଅଭିଯୋଗରେ ଘେରି ରହିଥିବା ହାସନ ସାଂସଦ ପ୍ରଜ୍ଵଳ ପ୍ରଜ୍ଵଳ ରେଭନ୍ନା ମେ ୩୧ ତାରିଖରେ…

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଜୀବନ ବୀମା କମ୍ପାନୀ ଲାଇଫ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଲଆଇସି) ସୋମବାର ଜାନୁଆରୀ-ମାର୍ଚ୍ଚ 2024 ତ୍ରୟମାସିକ ପାଇଁ ଫଳାଫଳ ପ୍ରକାଶ କରିଛି।…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି। ଭୋଟିଂର ଶେଷ ପର୍ଯ୍ୟାୟରେ ମଧ୍ୟ ନେତାଙ୍କ ଦଳବଦଳ କାର୍ଯ୍ୟ ଜାରି ରହିଛି। କୌଣସି ସ୍ଥାନରେ କେହି…

ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ…

ନୂଆଦିଲ୍ଲୀ: ଭାରତର ନିର୍ବାଚନ ରାଜନୀତିରେ ବ୍ୟାପକ ଅଗ୍ରଗତି କରି ଜାମ୍ମୁ – କଶ୍ମୀରରେ ଗତ ୩୫ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ନିର୍ବାଚନୀ ଅଂଶଗ୍ରହଣ ହୋଇଛି। ୨୦୨୪…

ନୂଆଦିଲ୍ଲୀ: ୨୦୨୪ ଆଇପିଏଲ ସମାପ୍ତ ହୋଇଛି। ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ରବିବାର ଦିନ ଟୁର୍ଣ୍ଣାମେଣ୍ଟର ଫାଇନାଲ…

ନୂଆଦିଲ୍ଲୀ: ସଞ୍ଚାର ସାଥୀ ଉପକ୍ରମ ମାଧ୍ୟମରେ ନାଗରିକମାନଙ୍କୁ ସମ୍ଭାବ୍ୟ ଏସଏମଏସ ଠକେଇରୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଟେଲି ଯୋଗାଯୋଗ (ଡିଓଟି) ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମିଳିତ…

ନୂଆଦିଲ୍ଲୀ: ସାରା ଦେଶରେ ପ୍ରବଳ ଗରମରୁ ଶୀଘ୍ର ଆଶ୍ଵସ୍ତି ମିଳିବ। ଭାରତ ପାଣିପାଗ ବିଭାଗ (ଆଇଏମଡି) ମୌସୁମୀ ସମ୍ବନ୍ଧରେ ଏକ ଭଲ ଖବର ଦେଇଛି। ଆଇଏମଡି ଅନୁଯାୟୀ,…

ନୂଆଦିଲ୍ଲୀ: ବିହାରର ଆରାରେ ଏକ ରାଲିରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର କରୁଛନ୍ତି। ଏହି…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ​​ଅଜିତ ପାୱାର ଗୋଷ୍ଠୀ କ୍ଷତିର ସମ୍ମୁଖୀନ ହେଉଛନ୍ତି କି? ତାଙ୍କୁ ପାରମ୍ପାରିକ ଭୋଟ୍ ମିଳି ନାହିଁ କି? ପ୍ରଫୁଲ୍ଲ ପଟେଲଙ୍କ ବିବୃତ୍ତି ପରେ…

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡାରେ ଦମଦାର ପ୍ରଚାର କରିଛନ୍ତି। ସେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଜନସମାଜକୁ ନିବେଦନ କରିଛନ୍ତି। ତେବେ ଏହି…

ନୂଆଦିଲ୍ଲୀ: ଟିଏମସି ବିରୋଧରେ ବିଜ୍ଞାପନ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ପ୍ରକାଶ ଯେ, ଟିଏମସି ବିରୋଧରେ କଲିକତା ହାଇକୋର୍ଟ ବିଜେପିର ବିଜ୍ଞାପନ ଉପରେ…

ନୂଆଦିଲ୍ଲୀ: ୨୦୨୪ ଆଇପିଏଲ୍ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। କୋଲକାତା ନାଇଟ୍ ରାଇଡର୍ସ ଫାଇନାଲରେ ପାଟ କମିନ୍ସଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦକୁ ୮…

ଭୁବନେଶ୍ବର: ପ୍ରକାଶିତ ହୋଇଛି ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନର ଚୁଡାନ୍ତ ମତଦାନ ହାର। ଏଥିରେ ଭୁବନେଶ୍ବର ଲୋକସଭାରେ ସର୍ବନିମ୍ନ ଭୋଟ ହାର ପରିଲକ୍ଷିତ ହୋଇଛି। ହେଲେ…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ୬ ଟି ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି। ଚଣ୍ଡିଗଡ଼ ଲୋକସଭା ଆସନ ପାଇଁ ମତଦାନ ଜୁନ୍ ୧ ତାରିଖ ସପ୍ତମ ପର୍ଯ୍ୟାୟରେ…

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିନ ପଞ୍ଜାବର ଲୁଧିଆନାରେ ପହଞ୍ଚି ଲୋକସଭା ନିର୍ବାଚନରେ ​​ପ୍ରଚାର କରିଥିଲେ। ଏହି ସମୟରେ ଅମିତ ଶାହା ଦିଲ୍ଲୀର ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର: ଓଡିଶାର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଶେଷ ଉଦ୍ୟମ ଜାରୀ ରଖିଛନ୍ତି। ଆସନ୍ତା ଜୁନ ଏକ ତାରିଖରେ ଓଡିଶାର ଛଅଟି ଲୋକସଭା…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ନିକଟରେ ହାଜର ହୋଇଛନ୍ତି। ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନ୍ତରୀଣ…

ନୂଆଦିଲ୍ଲୀ: ଅନ୍ତିମ ପର୍ଯ୍ୟାୟ ପାଇଁ ଉତ୍ତରପ୍ରଦେଶର ବାରାଣାସୀ ସମେତ ୧୩ ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି…