ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ 64 ହଜାର 399 ଜଣ […]
ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ ବୋଲି ସେ ସୂଚନା ଦେଇଛନ୍ତି । 101 ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ବ୍ୟାନ୍ ଲଗାଯାଇଥିବାର କହିଛନ୍ତି ପ୍ରତିରକ୍ଷା […]
ମଥୁରା, ନିକଟରେ କେରଳର କୋଝିକୋଡି ବିମାନ ବନ୍ଦରରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ 20 ଜଣ ଯାତ୍ରୀଙ୍କ ସହ ଦୁଇ ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏହି ବିମାନରେ ଥିଲେ ପାଇଲଟ୍ କ୍ୟାପେଟନ ଦୀପକ ସେଟ୍ ଏବଂ କୋ ପାଇଲଟ୍ ଅଖିଲେଶ ଶର୍ମା। […]
ନୂଆଦିଲ୍ଲୀ : ଶ୍ୱାସକ୍ରିୟା ଜନିତ ଅସୁବିଧାର ସମ୍ମୁଖୀନ ହେବା ପରେ ଶନିବାର ରାତି ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡ ଅଭିନେତା ସଂଜୟ ଦତ୍ତ । 61 ବର୍ଷୀୟ ସଂଜୟ ଦତ୍ତ କୋଭିଡ-19 ଟେଷ୍ଟ ନେଗେଟିଭ୍ ଆସିଛି । ହସ୍ପିଟାଲରେ ଭର୍ତ୍ତି […]
ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ସ୍ଥିତ ଏକ ହୋଟେଲ୍ ନିଆଁ ଲାଗିଛି । ଏହି ହୋଟେଲ୍କୁ କୋଭିଡ୍ କେୟାର ସେଣ୍ଟର ରୂପେ ପରିବର୍ତ୍ତନ କରାଯାଇଥିଲା । ଏହି ଅଗ୍ନିକାଣ୍ଡରେ 7ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ରହିଛି । ଏହି ଅଗ୍ନିକାଣ୍ଡରୁ 30 […]
ଚେନ୍ନାଇ, ଦୀର୍ଘ ଦିନ ଧରି ଧର୍ମ ଅନୁଷ୍ଠାନ ବନ୍ଦ ରହିବା ପରେ ଏବେ ତାମିଲନାଡୁ ସରକାର ନୂଆ ଘୋଷଣା କରିଛନ୍ତି। ତାହା ହେଲା ଆସନ୍ତା 10 ତାରିଖରୁ ରାଜ୍ୟରେ ଥିବା ଛୋଟ ଛୋଟ ଧର୍ମ ଅନୁଷ୍ଠାନ ପୂଜା ପାଇଁ ଖୋଲାଯିବ।ଏହା କହିଛନ୍ତି […]
ବ୍ରହ୍ମପୁର, ଗାଁରେ ଭୋଜି କଲେ କେହି ଜାଣିପାରିବେ ନାହିଁ। ଏହା ଭାବି ତିନି ଦିନ ତଳେ ସମସ୍ତେ ଯୋଜନା କଲେ ଶନିବାର ଦିନ ଭୋଜି କରିବେ। ସେହି ଅନୁସାରେ ସବୁ ଯୋଗାଡ ହେଲା, ପରିବାପତ୍ର ମଧ୍ୟ କିଣାହେଲା। ଆଜି ସକାଳୁ ସକାଳୁ […]
ବରଗଡ, ବିଜେପି ସାଂସଦ ସୁରେଶ ପୂଜାରୀ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ସେ ତାଙ୍କର ସ୍ବାବ ପରୀକ୍ଷା ପାଇଁ ଦେଇଥିଲେ। ତାଙ୍କ ପାଖରେ କୌଣସି ଲକ୍ଷଣ ନ ଥିଲେ ମଧ୍ୟ ସମସ୍ତେ ପରୀକ୍ଷା କରୁଥିବାରୁ ସେ ମଧ୍ୟ କରିଥିଲେ। ଆଜି […]
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଭିଣ୍ଡ ଅଞ୍ଚଳରେ ଆନ୍ଧିୟାରୀ ଗ୍ରାମରେ ଜଣେ ପିତା ନିଜ ତିନି ଝିଅଙ୍କ ସହିତ କୁଅଁକୁ ଡେଇଁ ପଡି ଆତ୍ମହତ୍ୟା କରିଛନ୍ତି । ତେବେ ସ୍ବାମୀ-ସ୍ତ୍ରୀଙ୍କ ବିବାଦ କାରଣରୁ ସ୍ବାମୀ ଜଣକ ଏପରି କଠୋର ନିଷ୍ପତ୍ତି ନେଇଥିବାର ସୂଚନା […]
ସୁରତ : ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ ବନ୍ଧୁତ୍ୱ ପରେ ପ୍ରେମ ସମ୍ପର୍କ । ପରେ ବିହାର ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି । ଏପରି ଏକ ଘଟଣା ସୁରତ ଜିଲ୍ଲାର […]
ନୂଆଦିଲ୍ଲୀ : ଲକ୍ଡାଉନ୍ ସମୟରେ ଚୋରି, ରାହାଜାନି ପରି ଘଟଣାଗୁଡିକ ବଢିବାରେ ଲାଗିଛି । ତେବେ ଦିଲ୍ଲୀ ପୋଲିସ୍ ଏହି ଦିଗରେ ସଫଳତା ପାଇଛି। ଦୁଇ ଲୁଟେରା ସମେତ କୋଟିଏର ଉର୍ଦ୍ଧ୍ବ ଅଳଙ୍କାର ଜବତ କରିଛି ଦିଲ୍ଲୀ ପୋଲିସ୍ ।ଠକ ଠକ […]
କୋଝିକୋଡ : କୋଝିକୋଡରେ ଗତକାଲି ଘଟିଥିବା ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି ପାଇଛି । ଦୁଇ ପାଇଲଟଙ୍କ ସମେତ 18 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 127 ଜଣ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାର ମୃ୍ତ୍ୟୁବରଣ […]
ରତଲାମ୍ : ବାହାଘରର ଦୁଇ ଦିନ ପରେ ନବବଧୂ ଜଣକ ନିଜ ବାପଘରକୁ ଯିବା ପାଇଁ ଜିଦ୍ କରିଥିଲେ । ନବବଧୂଙ୍କୁ ସାଥୀରେ ଧରି ବର ଯେତେବେଳେ ଶଶୁର ଘରକୁ ଯାଉଥିଲେ । ହଠାତ୍ ରାସ୍ତାରେ କିଛି ଗଡବଡ ହେବାର ଆଭାସ […]
ନୂଆଦିଲ୍ଲୀ, ଗତକାଲି ଦୁର୍ଘଟଣା ଗସ୍ତ ହୋଇଥିବା ଏୟାର ଇଣ୍ଡିଆର ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି। ଆଜି ସକାଳେ ନୂଆଦିଲ୍ଲୀରୁ ଏକ ତଦନ୍ତ ଦଳ ଦୁର୍ଘଟଣା ସ୍ଥଳରେ ପହଁଚିଥିଲେ। ସେଠାରେ ସେମାନେ ବିଭିନ୍ନ ପରୀକ୍ଷାନିରୀକ୍ଷା କରିବା ପରେ ବ୍ଲାକ ବକ୍ସଟି ହାସଲ କରିଥିଲେ। […]
ନୂଆଦିଲ୍ଲୀ, ବରିଷ୍ଠ ଆଇଏଏସ ତଥା ଜମ୍ମୁକାଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରିଶ ମୁର୍ମୁ ଆଜି ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ରାଷ୍ଟ୍ରପତି ଭବନରେ ଶପଥପାଠ କରିବା ପରେ ସିଏଜି ଅଫିସକୁ ଦାୟିତ୍ବ ଗ୍ରହଣ କରିବା […]
ନୂଆଦିଲ୍ଲୀ : ଦେଶରେ କରୋନା ପ୍ରକୋପ ଲଗାତାର ଭାବରେ ବଢି ଚାଲିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 61 ହଜାର 537 ଜଣ ଆକ୍ରାନ୍ତ ହୋଇଥିବାବେଳେ 933 ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଦେଶରେ କରୋନା […]
ନୂଆଦିଲ୍ଲୀ : ଦେଶର ନୂତନ ସିଏଜି ଭାବେ ଶପଥ ନେଲେ ଗିରୀଶ ମୁର୍ମୁ । ଗିରୀଶ ମୁର୍ମୁଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି […]
ଚେନ୍ନାଇ, ଗତକାଲି ରାତିରେ କୋଝିକୋଡିରେ ଘଟିଥିବା ବିମାନ ଦୁର୍ଘଟଣା ସଂପର୍କରେ ତଦନ୍ତ କରିବା ପାଇଁ ତଦନ୍ତ ଦଳ ପହଁଚିଛନ୍ତି। ନୂଆଦିଲ୍ଲୀରୁ ଏହି ଦଳ ଆସି ଆଜି ସକାଳେ କୋଝିକୋଡିରେ ପହଁଚିଛନ୍ତି।ଏଥିରେ 4ଟି ବିଭାଗର ତଦନ୍ତ ଅଧିକାରୀମାନେ ସାମିଲ ହୋଇଛନ୍ତି। ସେସବୁ ବିଭାଗ […]
ନୂଆଦିଲ୍ଲୀ: କେରଳ କୋଝିକୋଡ୍ ବିମାନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୮ରେ ପହଁଚିଛି। ଏଥିରେ ଦୁଇ ଜଣ ପାଇଲଟ ସହିତ ଆଉ ୧୬ ଯାତ୍ରୀ ପ୍ରାଣ ହରାଇଛନ୍ତି। ଏଥିସହିତ ଆହତ ହୋଇଥିବା ୧୨୩ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣଙ୍କ […]
ତିରୁଅନନ୍ତପୁରମ୍, କେରଳର କୋଝିକୋଡା ବିମାନ ବନ୍ଦରରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପାଇଲଟଙ୍କ ସହିତ 14 ଜଣ ମୃତ୍ୟୁବରଣ କରିଥିବା ବେଳେ ବହୁ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୃତ୍ୟୁବରଣ କରିଥିବା ପାଇଲଟଙ୍କ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସୋମବାର ଦିନ ଆଣ୍ଡାମାନ ଓ ନିକୋବର ସହିତ ଭାରତୀୟ ମୁଖ୍ୟ ଭୂଖଣ୍ଡର ସମୁଦ୍ର ତଳ (ସବ୍ମେରାଇନ) ଅପ୍ଟିକାଲ ଫାଇବର କେବ୍ଲ (ଓଏଫ୍ସି) ବ୍ୟବସ୍ଥାର ଶୁଭ ଉଦ୍ଘାଟନ କରିବେ। ଚେନ୍ନଇରୁ ପୋର୍ଟବ୍ଳେୟାର ଯାଏଁ ଏହି କେବ୍ଲ […]