ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅର୍ଥ ଯୋଗାଇ ଦେଉଛନ୍ତି ସେଥିପାଇଁ କୌଣସି କେନ୍ଦ୍ରୀୟ ସହାୟତା ମିଳୁନାହିଁ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ଶାସକ ଦଳର ଅନ୍ୟତମ ବରିଷ୍ଠ ବିଧାୟକ ପ୍ରଦୀପ କୁମାର […]
ଭୁବନେଶ୍ୱର, ବାଙ୍କୀ ହତ୍ୟା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ କ୍ରାଇମବ୍ରାଂଚ ତଦନ୍ତ କରାଯାଉ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବୀ କରିଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ […]
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ରଙ୍କ ରିପୋର୍ଟ ଭୁବନେଶ୍ବର : ଓଡିଶା ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଧାନସଭାରେ ପ୍ରକାଶ କରିଛନ୍ତି । ବିଧାନସଭାରେ ଉତ୍ତର ରଖିବା ସମୟରେ ରାଜ୍ୟ ସରକାର […]
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ରଙ୍କ ରିପୋର୍ଟ ଭୁବନେଶ୍ବର : ସର୍ବକ୍ଷମା ଯୋଜନାର ଅବଧି ବୃଦ୍ଧି କରିବା ପାଇଁ ବାଚସ୍ପତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶୂନ୍ୟକାଳରେ ବିରୋଧୀ ଦଳ ସଦସ୍ୟ ନରସିଂହ ମିଶ୍ର ଓ ସୁରେଶ କୁମାର […]
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ରଙ୍କ ରିପୋର୍ଟ ଭୁବନେଶ୍ବର: ରାଜ୍ୟରେ ଦାରିଦ୍ର୍ୟ ମୁକାବିଲା ପାଇଁ ୪୨୮ଟି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ସମସ୍ତ ଯୋଜନା କାର୍ଯ୍ୟକାରୀ ହେବା ଯୋଗୁଁ ଓଡିଶାର ଦାରିଦ୍ର୍ୟ ଅନେକ ପରିମାଣରେ ଦୂରୀଭୂତ ହୋଇଛି ବୋଲି ଯୋଜନା ଓ ସଂଯୋଜନା ବିଭାଗ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବାଙ୍କୀରେ ଘଟିଥିବା ଡବଲ ମର୍ଡର ମାମଲାରେ କମିଶନରେଟ୍ ପୋଲିସ୍ ପାଞ୍ଚ ଜଣଙ୍କୁ ଗିରଫ କରିଛି । ଗିରଫ 5 ଜଣଙ୍କ ମଧ୍ୟରୁ 2 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ପୋଲିସ୍ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଦେଶରେ ନୂତନ ମୋଟରଯାନ ଲାଗୁ ହେବା ପରେ ସଂଗୃହୀତ ଜରିମାନା ରାଶିର ପରିମାଣ ବଢିବାରେ ଲାଗିଛି । ଶେଷ ତିନି ମାସ ମଧ୍ୟରେ ଲାଇସେନ୍ସ ସଂଖ୍ୟା ବଢିଥିବା ବେଳେ ସଂଗୃହୀତ ଜରିମାନା ରାଶି ମଧ୍ୟ ବଢିଛି […]
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ରଙ୍କ ରିପୋର୍ଟ ଭୁବନେଶ୍ବର: ରାଜ୍ୟର ଉଚ୍ଚଶିକ୍ଷାକୁ ବିଶ୍ବ ମାନଚିତ୍ରରେ ସ୍ଥାନିତ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଜଗତଗୁରୁ କୃପାଳୁ ବିଶ୍ବବିଦ୍ୟାଳୟର ଘୋଷଣା କରାଯାଇଛି। ବୁଧବାର ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଏହି ପ୍ରସ୍ତାବ ଦେଇଛନ୍ତି। କଟକ ଜିଲ୍ଲାର […]
ସମୀକ୍ଷା ବ୍ୟୁରୋ ସାଲେପୁର : ବିଦ୍ୟୁତ ଆଘାତରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ। ନେମାଳ ଥାନା ଲେଣ୍ଡୁରା ଭଗବାନପୁର ନିକଟରେ ଏହି ଅଘଟଣ ଘଟିଛି। ରାସ୍ତା ମାପିବା ବେଳେ ତାର ଲାଗି ଜଳସେଚନ କର୍ମଚାରୀଙ୍କ ମୃତ୍ୟୁ। ଫେବୃଆରୀ 9 ତାରିଖରେ ବ୍ରହ୍ମପୁରର ଗୋଳନ୍ଥରାରେ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ପଟିଆ ସ୍ଥିତ ବିଗ୍ ବଜାର ସିଲ୍ ହୋଇଛି। ବିଏମ୍ସି ପଟିଆ ସ୍ଥିତ ବିଗ୍ ବଜାରକୁ ସିଲ୍ କରିଛି। ବିଏମ୍ସି କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ସିଲ୍ ଚାଲିଛି। ପରିମଳ, ଅଗ୍ନି ନିର୍ବାଚନ ବ୍ୟବସ୍ଥା […]
ସମୀକ୍ଷା ବ୍ୟୁରୋ ଭଦ୍ରକ : ଫୋନ୍ରୁ ଅଶ୍ଲୀଳ ମେସେଜ୍ ପଠାଇ ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ବୃଦ୍ଧ ଗିରଫ ହୋଇଛନ୍ତି। ଯୁବତୀଙ୍କୁ ରାଜ୍ୟ ବାହାରକୁ ମଧ୍ୟ ଚାଲାଣ କରୁଥିବା ବୃଦ୍ଧଙ୍କ ନାଁରେ ଅଭିଯୋଗ ମଧ୍ୟ ରହିଛି। ଗ୍ରାମାଞ୍ଚଳ ଥାନା ଚରମ୍ପା ଏରେଇ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏକ ଗୌରବମୟ ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ୱ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଅବ୍ୟବସ୍ଥା ଦିନକୁ ଦିନ ରସାତଳ ହେବାକୁ ନେଇ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି। ଡ଼ାକ୍ତରଙ୍କ ଅଭାବ ସଂପୂର୍ଣ୍ଣ ମଣିଷକୃତ ଏକ […]
ହେମାଙ୍ଗ ପ୍ରସାଦ ରାଉଳ ଭୁବନେଶ୍ବର : ଗୁରୁତର ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ସୂଚନା ମିଳିଛି। ଭୁବନେଶ୍ବରର ଏକ ଘରୋଇ ମେଡ଼ିକାଲରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ପୁଅର ଗିରଫଦାରୀକୁ ବିରୋଧ କରି ବ୍ରହ୍ମପୁର ଏସ୍ପି ଅଫିସ୍ ସାମ୍ନାରେ ଆତ୍ମହତ୍ୟା […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ହଳଦିଆପଦର ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ୧୩ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହାକୁ ମୁଖ୍ୟମନ୍ତ୍ରୀ ଗତ ଫେବୃୟାରୀ ୨, ୨୦୧୬ରୁ ଉଦ୍ଘାଟନ କରିଥିଲେ। ଇତିମଧ୍ୟରେ ପ୍ରାୟ ୪ ବର୍ଷ ବିତିଗଲାଣି। ବସ୍ଷ୍ଟାଣ୍ଡ ସ୍ଥାନାନ୍ତର […]
ଭୁବନେଶ୍ବର, ପ୍ରଖ୍ୟାତ ଚଳଚିତ୍ର ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୌଧୁରୀଙ୍କୁ ଶେଷରେ ମିଳିଛି ଏକ ନୂଆ ଦାୟିତ୍ବ। ତାହା ହେଲା ସେ ବେଗୁନିଆ ନିର୍ବାଚନ ମଣ୍ଡଳୀର ସାଂସଦଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ। ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ […]
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଥାନା ତେରବେଡା ଗ୍ରାମଠାରେ ପୋଲିସ୍ ୩ କେଜି ଗଂଜେଇ ସହ ଗୋଟିଏ ମଟର ସାଇକେଲ ଜବତ କରିବା ସହ ୨ ଜଣଙ୍କୁଗିରଫ କରିଛି। ପ୍ରକାଶ ଯେ ରେଢାଖୋଲ ପୋଲିସ୍ ତେରବେଡା ଗ୍ରାମରେ ଗାଡି ଯାଂଚ କରୁଥିବା […]
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର ରାଜ୍ୟର ଏକ ତୃତୀୟାଂଶ ସ୍କୁଲରେ ପ୍ରଧାନ ଶିକ୍ଷକ ପଦ ଖାଲି ପଡିଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷାକମାନେ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏଥିଯୋଗୁଁ ଗୁଣାତ୍ମକ ଶିକ୍ଷାଦାନ କର୍ମୀ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି ବୋଲି ଉଲ୍ଲେଖ କରି […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏମ୍କେସିଜି ପଛ ଭାଗରେ ଥିବା ଅଳିଆ ଗଦାରେ ଏକ ଭୃଣ ପଡ଼ିଥିବାର ଦେଖିବାକୁ ମିଳିଥିଲା, ଯାହାକୁ ନେଇ ପ୍ରଶାସନକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ତେବେ ଏହାକୁ ନେଇ ଏବେ ପ୍ରଶାସନ ଚେତିଥିବାବେଳେ ବିଭିନ୍ନ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ପାଞ୍ଚ ଦଫା ଦାବି ନେଇ ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ ତରଫରୁ ଲୋୟର ପିଏମଜିଠାରେ ଗଣଧାରଣା କରିଛନ୍ତି। ଓଡ଼ିଶା ରାଜ୍ୟର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ଓ ଲାମ୍ପସ୍ କର୍ମଚାରୀମାନଙ୍କୁ ରାଜ୍ୟ ସରକାରୀ କର୍ମଚାରୀ ମାନ୍ୟତା […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସରକାରୀ ବିଦ୍ୟାଳୟର ସ୍ଥିତି ନେଇ ଚକିତକାରୀ ତଥ୍ୟ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ରାଜ୍ୟର 90ଟି ପ୍ରାଥମିକ ସ୍କୁଲରେ ଆଦୌ ଶ୍ରେଣୀଗୃହ ନାହିଁ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ବିଧାୟକ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେଉଣୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବାର ସୂଚନା ମିଳିଛି । ଚଳିତ ମାଟ୍ରିକ୍ ପରୀକ୍ଷାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ସମ୍ବେଦନଶୀଳ ସେଣ୍ଟରଗୁଡ଼ିକରେ ସିସିଟିଭି କ୍ୟାମେରା ଅଧୀନରେ ରହିଛି । ସୂଚନାଯୋଗ୍ୟ, ଆଜି […]