ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ: ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥର କୁହୁଡି ଫାଣ୍ଡି ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ନୟାଗଡ ଜିଲ୍ଲା ଇଟାମାଟି ଗ୍ରାମର ମଦନମୋହନ ସେଠୀ(୪୫) ବୋଲି ଜଣାପଡିଛି। ମାଛ […]
ଭୁବନେଶ୍ବର : ବସ୍ ଯାତ୍ରୀଙ୍କ ପାଇଁ ଦୁଃସମ୍ବାଦ । ଶନି ଓ ରବିବାର ସମ୍ପୂର୍ଣ୍ଣ ସଟ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏହି ସମୟରେ ମୋ ବସ୍ ଚଳାଚଳ ବନ୍ଦ ରହିବ । ଜୁନ୍ ମାସର ସମସ୍ତ ଶନିବାର ଏବଂ ରବିବାର ବସ୍ […]
ଭୁବନେଶ୍ବର : ରାଜ୍ୟରେ ଆଉ 123 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 35 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ 22, ନୂଆପଡା ଓ ବଲାଙ୍ଗୀରରୁ 14 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । […]
ଭୁବନେଶ୍ବର : ଓଡିଶା ଆସୁଥିବା ଏକ ଶ୍ରମିକ ସ୍ପେସିଆଲ୍ ଟ୍ରେନ୍ରେ ଆଉ ଜଣେ ମହିଳା ପ୍ରସବ କରିଛନ୍ତି । ଶୁକ୍ରବାର ସକାଳୁ ଟିଟଲାଗଡ ରେଳ ଷ୍ଟେସନ୍ରେ ଜଣେ ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଉକ୍ତ ମହିଳା ଜଣକ […]
ଭୁବନେଶ୍ବର : ଖୋର୍ଦ୍ଧା ପୋଲିସକୁ ବଡ ସଫଳତା । ଖେର୍ଦ୍ଧାର 16 ନମ୍ବର ଜାତୀୟ ରାଜପଥ ନିକଟରେ ଏକ ପିଆଜ ଟ୍ରକରୁ ଜବତ ହୋଇଛି 5 କ୍ବିଣ୍ଟାଲ ଗଞ୍ଜେଇ। ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଏବଂ ପୋଲିସ୍ ପକ୍ଷରୁ ମିଳିତ ଭାବରେ […]
ଭୁବନେଶ୍ୱର : ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ବହୁତ ଶୀଘ୍ର ମୌସୁମୀ ଓଡ଼ିଶା ଛୁଇଁବା ନେଇ ସୂଚନା ରହିଛି । ଏହାସହ ସ୍ଥାନେ ସ୍ଥାନେ କାଳବୈଶାଖୀ ମଧ୍ୟ ହେଉଛି । ସେହିପରି ଆଜି 7ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ […]
ଭୁବନେଶ୍ବର : ଶନି ଓ ରବି ସଟ୍ ଡାଉନ୍ ନେଇ କମିଶନରେଟ୍ ପୋଲିସର ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଜରୁରୀ କାର୍ଯ୍ୟ ବ୍ୟତୀତ ଏହି ଦୁଇ ଦିନ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଏହି ସମୟରେ କେଉଁମାନେ ଆଇଡି କାର୍ଡ […]
ଭୁବନେଶ୍ୱର : ରାଜ୍ୟସରକାରଙ୍କ ଘୋଷଣାନୁଯାୟୀ ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନିଆ ସଟ ଡାଉନ ନିୟମ ଲାଗୁ ହେବାକୁ ଯାଉଛି । ଆସନ୍ତାକାଲି ଶନିବାର ରହିଥିବାରୁ ସଟଡାଉନ ନିୟମ କାଲିଠାରୁ ଲାଗୁ କରାଯିବ । ତେବେ ଏହି ସଟ୍ଡାଉନ୍କୁ ନେଇ […]
ଭୁବନେଶ୍ବର : ଆଜି ଭୁବନେଶ୍ବରରେ 13 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି 13 ଆକ୍ରାନ୍ତଙ୍କ ମଧ୍ୟରୁ 7 ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିବାବେଳେ 6ଟି ଲୋକାଲ୍ କେସ୍ ରହିଛି । ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବରେ ୟୁନିଟ୍ 4 ଅଞ୍ଚଳରୁ […]
ଗୁଜୁରାଟ : ଗୁଜୁରାଟରେ ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଦେବା ପର୍ବ ଜାରି ରହିଛି । ଏପର୍ଯ୍ୟନ୍ତ 8 ଜଣ ବିଧାୟକ କଂଗ୍ରେସ ହାତ ଛାଡି ସାରିଲେଣି । ଏହି ଦୁଇ ଦିନ ଭିତରେ […]
ସଞ୍ଜୟ କର ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ଗ୍ରାମପଞ୍ଚାୟତ ଅଧିନସ୍ଥ ଗୋପିନାଥପୁର ଗ୍ରାମରେ ପୁଣି ହାତୀ ଆକ୍ରମଣରେ ୨ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ କାଲି ସନ୍ଧ୍ୟା ୭.୦୦ ଟା ସମୟ […]
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର 63 ବର୍ଷୀୟ ବ୍ୟକ୍ତି ହୋଇଥିବାର ସୂଚନା ରହିଛି । ରାଜ୍ୟରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଛି […]
ଭୁବନେଶ୍ବର : ରାଜ୍ୟରେ ଆଜି ଆଉ 130 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ 130 ଆକ୍ରାନ୍ତଙ୍କ ମଧ୍ୟରୁ 124 କ୍ବାରେଣ୍ଟିନ୍ କେନ୍ଦ୍ରର ହୋଇଥିବାବେଳେ 6ଟି ଲୋକାଲ୍ କେସ୍ ରହିଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ […]
ନୀଳଗିରି : ଆଜି ଭୋର୍ରୁ ଭାଲୁ ଆକ୍ରମଣରେ 5 ଜଣ ଲୋକ ଗୁରୁତର ହୋଇଥିବା ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ବାଉଁଶବଣିଆ ଅଂଚଳରୁ ଆସିଥିବା ୨ଟି ଭାଲୁ 5 […]
ଆସିକା : ବିଲରେ କାମ କରିବାବେଳେ ବୋମା ଫୁଟି ତିନିଜଣ ଗୁରୁତର ହୋଇଛନ୍ତି । କବି ସୂର୍ଯ୍ୟନଗର ଥାନା ବାଉଁଶିଆ ନୂଆପଲ୍ଲୀର ତିନିଜଣ ଗୁରୁତର ହୋଇଛନ୍ତି । ବିସ୍ଫୋରଣରେ ହୋଇଥିବା ଗୁରୁତରଙ୍କୁ ପୋଲସରା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।ତେବେ ବିଲରେ କିଏ, […]
ପୁରୀ : ଆଜି ମହାପ୍ରଭୁଙ୍କର ସ୍ନାନଯାତ୍ରା । ଘୋଷଯାତ୍ରାର ପ୍ରଥମ ପର୍ବ ହେଉଛି ସ୍ନାନ ଯାତ୍ରା । ରତ୍ନ ବେଦୀ ଛାଡି ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ବିଜେ କରି ସାରିଛନ୍ତି । କରୋନା ମହାମାରୀ ଯୋଗୁ ସୀମିତ ସେବାୟତଙ୍କ ଉପସ୍ଥିତିରେ ସମ୍ପନ୍ନ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋଭିଡ ହସ୍ପିଟାଲ୍ରେ ପହଂଚିବା ପୂର୍ବରୁ ଜଣେ ସାତ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ଶିଶୁଟି ପିତାମାତାଙ୍କ ସହ ତେଲେଙ୍ଗାନାରୁ ଆସି ରେଗେଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲା । ସେଠାରେ […]
ଭୁବନେଶର : ରାଜ୍ୟ ଆଡକୁ ମାଡି ଆସୁଥିବା ସାମ୍ଭବ୍ୟ ପଙ୍ଗପାଳ ବିପଦର ମୁକାବିଲା ନେଇ ମତ ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟ ସରକାର ପଙ୍ଗପାଳ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ପଙ୍ଗପାଳ ଏବେ ମଧ୍ୟପ୍ରଦେଶ-ଛତିଶଗଡ଼ […]
ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହେବାର ଆଶଙ୍କା ରହିଛି । କଳାହାଣ୍ଡି, ବରଗଡ଼, ସୋନପୁର, ଦେବଗଡ଼, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା […]
ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 65 ଜଣ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ 14, ଜଗତସିଂହପୁର ଓ କେନ୍ଦ୍ରାପଡାରୁ 10 ଲେଖାଏଁ ରହିଥିବାବେଳେ ଭଦ୍ରକରୁ 8 ଜଣ, କେଉଁଝରରୁ 7, ବଲାଙ୍ଗିରରୁ 6, ଖୋର୍ଦ୍ଧାରୁ ତିନିଜଣ, […]
ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜନୈକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି କର୍ମଚାରୀଙ୍କ ଘର ଗୁରୁଜଙ୍ଗ । ସଂକ୍ରମିତ କର୍ମଚାରୀଙ୍କ ଘରର ଚାରିପାଖକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । […]