ଭୁବନେଶ୍ବର: ବିଜୁ ଜନତା ଦଳ ଏଥର ଆସ୍କା ଲୋକସଭା କ୍ଷେତ୍ରରେ ସର୍ବାଧିକ ମହିଳା ପ୍ରାର୍ଥୀ ଛିଡା କରିଛି। ଦଳର ଯେଉଁ ନାରା ରହିଛି ମହିଳା ଶସକ୍ତିକରଣ ଏବଂ ମହିଳା ସଂରକ୍ଷଣ, ସେ ନେଇ ଦଳ ମାପିଚୁପି କାର୍ଯ୍ୟ କରିଛି। ଯାହାର ପ୍ରମାଣ […]
ଭୁବନେଶ୍ୱର: ଆସନ୍ତା ମଇ ୨୫ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ହେବ ମତଦାନ। ଐତିହାସିକ ଭାବେ ସହରାଂଚଳରେ ଗ୍ରାମାଂଚଳ ଅପେକ୍ଷା ମତଦାନ ହାର କମ୍ ରହିଆସିଛି। ସେହି ଢାଞ୍ଚାକୁ ପରିବର୍ତ୍ତନ କରି ରାଜଧାନୀରେ ଯେପରି ସମସ୍ତ ନାଗରିକ ମତଦାନ କରିବେ ସେଥିପାଇଁ ମୁଖ୍ୟନିର୍ବାଚନ […]
ଭୁବନେଶ୍ୱର: ରାଜ୍ୟରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଅନିୟମିତ ଅର୍ଥ/ସାମଗ୍ରୀ ଚାଲାଣ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି ଏବଂ ଏହାର ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ […]
ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲା ରାଉରକେଲା ନିର୍ବାଚନମଣ୍ଡଳୀର ୨୦୧୯ ନିର୍ବାଚନର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିରେନ ସେନାପତିଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ […]
ଭୁବନେଶ୍ୱର: ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ବିଜେପି ଉପସଭାପତି ଅମୀୟ ଦାସଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର […]
ଭୁବନେଶ୍ଵର: ଓଡ଼ିଶା ଉପକୂଳରେ ଥିବା ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ୨୦୨୪ ମେ ୧ ତାରିଖ ସକାଳ ପ୍ରାୟ ସାଢ଼େ ୮ଟାରେ ସୁପରସୋନିକ୍ କ୍ଷେପଣାସ୍ତ୍ର ସହାୟକ ଟର୍ପେଡୋ (ସ୍ମାର୍ଟ) ପ୍ରଣାଳୀର ସଫଳ ପରୀକ୍ଷଣ କରାଯାଇଛି। ସ୍ମାର୍ଟ ହେଉଛି ପରବର୍ତ୍ତୀ ପିଢ଼ିର […]
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନ ଭାବରେ ୭୮-ଜୁନାଗଡ ବିଧାନ ସଭା ଆସନ ପରିଗଣିତ। ଏଠାରେ ରାଜନୈତିକ ଦଳ ଗୁଡିକର ସବୁପ୍ରକାର ଗୋଟି ଚାଳନା ଫେଲ ହୋଇଯାଉଥିବାର ଅନେକ ଉଦାହରଣ ରହିଛି। ଅତୀତକୁ ରୋମନ୍ଥନ କଲେ […]
ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ ଦେଇଛନ୍ତି। କବିସୂର୍ଯ୍ୟନଗରରେ ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ ଓ କବିସୂର୍ଯ୍ୟନଗର ବିଧାନସଭା ପ୍ରାର୍ଥୀ […]
ସମ୍ବଲପୁର: ଧନୁ ସଂକ୍ରାନ୍ତି ପରେ ଏହି ମହିମଣ୍ଡଳରେ ପଦ୍ମ ପ୍ରସ୍ପୁଟିତ ହୁଏ ନାହିଁ। ଏହା ହେଉଛି କଂସ ମହାରାଜାଙ୍କ ଆଦେଶ.. ହାଃ..ହାଃ..। ଏହା ହେଉଛି ଧନୁଯାତ୍ରାରେ କଂସ ମହାରାଜ ଅଭିନୟ କରୁଥିବା ସୁଶୀଲ ମେହେରଙ୍କ ଡାଇଲଗ। ହେଲେ ସେ ଏହି ଡାଇଲଗ […]
ଭୁବନେଶ୍ବର: ଆଜି ମଧ୍ୟ ରାଜ୍ୟର ତାପମାତ୍ରା ବୃଦ୍ଧି ପାଇଛି। ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରରେ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଛି। ସେହିପରି ଅନ୍ୟାନ୍ୟ ସହରର ତାପମାତ୍ରା ହେଲା… ଝାରସୁଗୁଡା: ୪୧.୩ ଡିଗ୍ରୀ ଭୁବନେଶ୍ୱର: ୪୧.୨ […]
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଜଣେ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଦଳରୁ ନିଲମ୍ବନ କରିଛି। ସେ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ବିଜେଡି ଏହି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେ ହେଉଛନ୍ତି ବ୍ରହ୍ମଗିରି ବିଧାନସଭା କ୍ଷେତ୍ରରେ ଜୋନ 28ର […]
ଭୁବନେଶ୍ବର: ଅମିତ ଶାହ ଓ ଜେପି ନଡ୍ଡା ପରେ ବର୍ତ୍ତମାନ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ନେଇ ରାଜ୍ୟ ବିଜେପି ଶିବିର ବେଶ ଚଳଚଞ୍ଚଳ ହୋଇଯାଇଛି। ବିଶେଷ ସୁତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା 6 ତାରିଖରେ ଓଡିଶା […]
ଭୁବନେଶ୍ବର: ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଯୁଦ୍ଧ ହେବ। ତାଙ୍କୁ ଖୋର୍ଦ୍ଧା ମାଟିରୁ ବିଦାୟ ଦିଆଯିବ। ଏହିପରି ଏକ ଘୋଷଣା କରିଛନ୍ତି ଖୋର୍ଦ୍ଧା ନେତା କାଳୁ ଖଣ୍ଡାୟତରାୟ। ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ମୋର ଟିକେଟ କାଟିଛନ୍ତି। ମୋର ବହୁତ […]
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡିର ପୁରାତନ ରାଜଧାନୀ ଭାବେ ପରିଚିତ ଜୁନାଗଡ ସହର ସମେତ ସମଗ୍ର ଅଞ୍ଚଳରେ ରାଜନୈତିକ ସ୍ଥିତିରେ କଳାହାଣ୍ଡି ରାଜ ପରିବାର ଦବଦବା ରହି ଆସିଛି। ପ୍ରଥମ ସାଧାରଣ ନିର୍ବାଚନ ୧୯୫୧ ରେ ଏଠାରୁ କଳାହାଣ୍ଡି ମହାରାଜା […]
ଭୁବନେଶ୍ୱର: ପୂର୍ବତଟ ରେଳପଥ କାର୍ଯ୍ୟକାରୀ ମହାପ୍ରବନ୍ଧକ ମହେଶ କୁମାର ବେହେରା ଆଜି କଟକ ଓ ଭୁବନେଶ୍ୱର ରେଳ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟ ନୀରିକ୍ଷଣ କରି ରେଳ ଷ୍ଟେସନରେ ଚାଲୁରହିଥିବା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଛନ୍ତି। ନୀରିକ୍ଷଣ ସମୟରେ ମହାପ୍ରବନ୍ଧକ ରେଳ ଅଧିକାରୀମାନଙ୍କୁ […]
ଭୁବନେଶ୍ବର: ବରିଷ୍ଠ ନେତା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ନେଇ ଆସିଛି ବଡ ଖବର। ସେ ଖୁବ ଶିଘ୍ର ନିର୍ବାଚନ ମଇଦାନକୁ ଓହ୍ଲାଇବେ। ଆଉ ପ୍ରାର୍ଥୀ ହୋଇ ଭୋଟ ଭିକ୍ଷା କରିବେ। ତେବେ ତା ପୂର୍ବରୁ ସେ ବହୁ ସମର୍ଥକଙ୍କ ଗହଣରେ ଘଟଗାଁ ମା […]
ଭୁବନେଶ୍ଵର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଦଳ ପାଇଁ ତୋଫାନୀ ଗସ୍ତ କରି ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା ଓ କୋରାପୁଟ ପରେ ଆଜି ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ […]
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରାତ୍ର ଜଗୁଆଳ ଟୁନା ନାୟକ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ, ଭୂବନେଶ୍ବର ସୂଚନା […]
ରଣପୁର: ରଣପୁର ଅଂଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୋଡ଼ରେ ରଣପୁର ଅବକାରୀ ବିଭାଗ। ଆଜି ରଣପୁର ଅବକାରୀ ପୋଲିସ ମୟୂରଝାଲିଆ ଠାରେ ଚଢ଼ାଉ କରି ୨ ଶହ ଗ୍ରାମର ବ୍ରାଉନ ସୁଗାର ସହ ଗୋଟିଏ […]
ଭୁବନେଶ୍ୱର: ବିଜେଡି ଆଦିବାସୀ, କୃଷକ, ଦଳିତ ଓ ଓବିସି ବିରୋଧୀ ବୋଲି ଓଡ଼ିଶାବାସୀ ଜାଣିଛନ୍ତି। ପୂର୍ବରୁ ବିଜେଡି ଆଦିବାସୀଙ୍କ ଜମିକୁ ପୁଞ୍ଜୀପତି ମାନଙ୍କୁ ବିକ୍ରି କରିବା ପାଇଁ ଚକ୍ରାନ୍ତ କରିଥିଲା ଯାହାକୁ ନେଇ ବିଜେପି ବିଧାନସଭାରେ ସ୍ୱର ଉଠାଇଥିଲା ଓ ବିଜେଡି […]
ଭୁବନେଶ୍ୱର: ସମାଜର ସାମଗ୍ରୀକ ବିକାଶ ପାଇଁ ଉପଯୁକ୍ତ ନେତା ନିର୍ବାଚିତ କରିବାକୁ ହେଲେ ସମସ୍ତ ଭୋଟର ମତଦାନ କରିବା ଦରକାର। ଏହା ଦ୍ୱାରା ଗଣତନ୍ତ୍ର ସୁଦୃଢ ହେବ ଏବଂ ଦେଶର ବିକାଶ ତ୍ୱରିତ ହେବ। ରାଜଧାନୀରେ ଅଧିକ ଶିକ୍ଷିତ ଲୋକ ବସବାସ […]