ଭୁବନେଶ୍ବର: ଆଜି ସଂଧ୍ୟାରେ ଅନୁଗୁଳସ୍ଥିତ ଜିନ୍ଦଲ ପ୍ଲାଣ୍ଟରେ ଏକ ବିସ୍ପୋରଣ ଘଟି ନିଆଁ ଲାଗିଯାଇଥିବାର ଜଣାପଡିଛି। ସ୍ଥାନୀୟ ଲୋକଙ୍କ ଅନୁସାରେ ଜିନ୍ଦଲ ପ୍ଲାଣ୍ଟ ଭିତରେ ଏକ ବଡ ଶଦ୍ଦ ହୋଇଥିଲା। ଏହାପରେ ହୁତୁହୁତୁ ହୋଇ ନିଆଁ ଲାଗିଯାଇଥିଲା। ତେବେ ଏହି ଘଟଣା […]
ନୂଆଦିଲ୍ଲୀ: କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ସିଆର ପାଟିଲ ଆଜି ନୂଆଦିଲ୍ଲୀର ଶ୍ରମ ଶକ୍ତି ଭବନ ଠାରେ ୫ମ ଜାତୀୟ ଜଳ ପୁରସ୍କାର ବିଜେତାଙ୍କ ତାଲିକା ଘୋଷଣା କରିଛନ୍ତି। ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଜଳ ସମ୍ପଦ, ନଦୀ ଉନ୍ନୟନ […]
କେନ୍ଦୁଝର/ ଭୁବନେଶ୍ୱର: ତିନି ଦିନିଆ କେନ୍ଦୁଝର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଆଜି କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସକ୍ରୀୟ ସଦସ୍ୟତା କର୍ମଶାଳା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ବିଜେପି ସଭାପତି […]
ବାଣପୁର( ସୀତାରାମ ଅଗ୍ରହୱାଲ): ଛଅ ଭଉଣୀଙ୍କୁ ବିଦାୟ ଦେଇ ପିତ୍ରାଳୟକୁ ବାହୁଡ଼ିଲେ ମା’ଭଗବତୀ’ । ବାଣପୁରରେ ଶାରଦୀୟ ପର୍ବ ଶେଷ। ବାଣପୁର ଦୀର୍ଘ 16 ଦିନର ମହାର୍ଘବେଳାରେ ଭିତର ଓ ବାହାର ପର୍ବ ଗୃହରେ ମା’ଙ୍କ ଆବାହନ ସଂସ୍ଥାପନ, ଚଣ୍ଡୀପାଠ , […]
ବାଣପୁର( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ପଞ୍ଚାୟତ ସମିତିର ଭାଟପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ମୋଟ ୧୦୩୪ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିଲା। ସେଥିମଧ୍ୟରୁ […]
ଭୁବନେଶ୍ବର: ଆଜି ବିଜେଡି ରେ ତୁ.. ତୁ.. ମେ.. ମେ .. ଭିତରେ ଏକ ବଡ ଖୋଲାସା ଆସିଛି। ତାହା ହେଲା ବିଜେଡିର ବରିଷ୍ଠ ନେତା ଅମର ଶତପଥୀଙ୍କର ବଡ ବୟାନ ପଦାକୁ ଆସିଛି। ଆଜି ସେ ବିଜେଡି ମୁଖପାତ୍ର ଲେନିନ […]
ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ବିପର୍ଯ୍ୟୟ ପରେ ଦଳ ଭିତରେ ଆଭ୍ୟନ୍ତରଣ କନ୍ଦଳ ଲାଗି ରହିଛି। ଜଣେ ଜଣେ ନେତା ବିଭିନ୍ନ ସମୟରେ ଦଳ ବିପର୍ଯ୍ୟୟ କାରଣ କହି ଦଳର ମଙ୍ଗୁଆଳମାନଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିବାରେ ଲାଗିଛନ୍ତି। ପୂର୍ବରୁ ପ୍ରଦୀପ ମାଝୀ, […]
ଭୁବନେଶ୍ବର: ରାବଣ ପୋଡି ଉତ୍ସବରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ବକ୍ତବ୍ୟକୁ ନେଇ ବର୍ତ୍ତମାନ ପାରାଦୀପ ରାଜନୀତି ହଲଚଲ। କାରଣ ସମ୍ପଦ ଏମିତି ଏକ ବାଣ ମାରିଛନ୍ତି ଯେଉଁଥିରେ ରାବଣ ପୋଡି ଉତ୍ସବ ଫିକା ପଡିଯାଇଛି। ସମ୍ପଦ କହିଛନ୍ତି ଯେ ପାରାଦୀପରେ ମଣିଷ […]
ଭୁବନେଶ୍ବର: ଲୋକମାନେ ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଅନେକ ସମୟରେ ଗଛ ଲଗାନ୍ତି। କିନ୍ତୁ ବାସ୍ତୁ ବିଜ୍ଞାନ ଅନୁଯାୟୀ, ଏପରି କିଛି ଉଦ୍ଭିଦ ଅଛି, ଯାହା ଘରେ ଲଗାଇଲେ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ। ଏହାର ସକରାତ୍ମକ ପ୍ରଭାବ ଘରେ […]
ଭୁବନେଶ୍ବର: ରତ୍ନଗୁଡିକ ସେମାନଙ୍କ ଚମତ୍କାରୀ ଗୁଣ ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାନ୍ତି। ଜ୍ୟୋତିଷଙ୍କ ରତ୍ନ ଶାଖାରେ ମାଣିକଙ୍କୁ ସୂର୍ଯ୍ୟଙ୍କ ରତ୍ନ ରୂପେ ଗଣାଯାଇଥାଏ। ଏହି ମାଣିକରେ ସୂର୍ଯ୍ୟଙ୍କ ଗୁଣ ବିଦ୍ୟମାନ ଥାଏ। ମାଣିକ ପୂରା ଗାଢ ଗୋଲାପି ରଙ୍ଗର […]
ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ସତ୍ ଲୋକଙ୍କର ସଜ୍ଞା ନିରୂପଣ କରିଛନ୍ତି। ସେ କହିଛନ୍ତି ଯେ, ଆପଣ କେବେବି ଭାନ୍ତୁ ନାହିଁ ସବୁ ସ୍ଥାନରେ ସତ ଲୋକେ ଥିବେ। ଚାଣକ୍ୟ କେତେକ ଉଦାହରଣ ପ୍ରଦାନ କରିଛନ୍ତି। ମାଣିକ ହେଉଛି […]
ଭୁବନେଶ୍ବର: ଆସନ୍ତାକାଲି ସୋମବାର ଦିନ ଓଡିଶାର ସବୁଠାରୁ ଧୂମଧାମରେ ଭସାଣୀ ଉତ୍ସବ ହେଉଥିବା କଟକର ଟ୍ରାଫିକରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ସେହି ଅନୁସାରେ ଯେଉଁ ପରିବର୍ତ୍ତନ ହୋଇଛି ତାହା ହେଲା ତେବେ ଏହି ନିୟମ ଯେଉଁମାନେ ପାଳନ ନ କରିବେ ସେମାନଙ୍କୁ […]
ଭୁବନେଶ୍ବର: ଆସନ୍ତାକାଲି ମା ଦୁର୍ଗାଙ୍କ ବିଦାୟ ଉତ୍ସବ। ଅର୍ଥାତ ଭସାଣୀ ଉତ୍ସବ। ଏହି ଉତ୍ସବ ବେଶ ଧୂମଧାମରେ ପାଳନ କରାଯିବ। ସେଥିପାଇଁ ଆସନ୍ତାକାଲି ପାଇଁ ଭୁବନେଶ୍ବରରେ ଟ୍ରାଫିକ କଟକଣା କରାଯାଇଛି। ଭୁବନେଶ୍ବର ଟ୍ରାଫିକ ପୋଲିସ ସୂଚନା ଅନୁସାରେ ଏହିପରି ଭାବେ ଆସନ୍ତାକାଲି […]
ଭୁବନେଶ୍ବର: ଆଜି କେନ୍ଦୁଝରର ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ସ୍ବତନ୍ତ୍ର ହେଲିକାପ୍ଟରରେ କେନ୍ଦୁଝର ଯାଇଥିଲେ। ସେଠାରେ ଆଜି ସେ ବିଭିନ୍ନ ପୂଜା ମଣ୍ଡପ ଭ୍ରମଣ କରିଛନ୍ତି। କେନ୍ଦୁଝର ଝୁମ୍ପୁରା ଦୁର୍ଗା ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ଶ୍ରୀ […]
ଭୁବନେଶ୍ବର: ଏଣିକି ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ମାଗଣାରେ ଅଭଡା ପ୍ରଦାନ କରାଯିବ। ଯେଉଁମାନେ ମହାପ୍ରସାଦ ସାରିବାକୁ ଚାହୁଛନ୍ତି ସେମାନଙ୍କୁ ମାଗଣା ପ୍ରଦାନ କରାଯିବ। ଏହି ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ବର୍ଷକୁ ଅଭଡା ବାବଦରେ 14 […]
ଭୁବନେଶ୍ବର: ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ବରର ୧୦ଟି ସ୍ଥାନରେ ରାବଣ ପୋଡି ପାଇଁ କମିଶନରେଟ ପୋଲିସ ଅନୁମତି ପ୍ରଦାନ କରିଛି। କାରଣ ଯେଉଁ ସ୍ଥାନ ଅଭାବ ରହିଛି ସେଠାରେ ରାବଣ ପୋଡି ପାଇଁ ପୋଲିସ ଅନୁମତି ପ୍ରଦାନ କରି ନାହିଁ। ଯେଉଁ ୧୦ଟି […]
ଭୁବନେଶ୍ବର: ଅଧର୍ମର ପରାଜୟ ଘଟି ହେବ ଧର୍ମର ଜୟ। ସେଥିପାଇଁ ଦଶହରାକୁ ବିଜୟା ଦଶମୀ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରଭୃଶ୍ରୀରାମ ରାବଣକୁ ହତ୍ୟା କରି ମା ସୀତାଙ୍କୁ ଉଦ୍ଧାର କରିଥିଲେ। ସେଥିପାଇଁ ଆଜିର ଦିନରେ ବିଭିନ୍ନ ପୂଜା ମଣ୍ଡପ […]
ଭୁବନେଶ୍ବର: ଆଜି ହେଉଛି ବିଜୟା ଦଶମୀ। ଦୀର୍ଘଦିନ ଧରି ଚାଲିଥିବା ମା ଦୁର୍ଗା ପୂଜାର ଆଜି ହେଉଛି ଶେଷ ଦିନ। କାରଣ ଆସନ୍ତାକାଲି ମା ଆମମାନଙ୍କ ପାଖରୁ ବିଦାୟ ନେବେ। ପୁଣି ମାଙ୍କ ଦର୍ଶନ କରିବାକୁ ହେଲେ ବର୍ଷେ ଅପେକ୍ଷା କରିବାକୁ […]
ଦୁଷ୍ମନ୍ତ କୁମାର ପଣ୍ଡା ଦୀପାବଳି ଶବ୍ଦ ହିଁ ଆଲୋକ ସମ୍ପର୍କିତ। “ଦୀପ୍” ଅର୍ଥ ଦୀପ୍ତ ହେବା। ଏହି ଦୀପ୍ ରୁ ଉତ୍ପନ୍ନ ଦୀପ ଶବ୍ଦର ଅନ୍ୟ ଅର୍ଥ ଅଗ୍ନିଶିଖା। ଅଗ୍ରଗତି ଓ ଆସିମତା ଏହି ଆଲୋକର ଅନ୍ତସ୍ବର। ତେଣୁ ଆର୍ଯ୍ୟ ଋଷି […]
ଭୁବନେଶ୍ବର: ଆପଣ ସୁଭଦ୍ରା ଯୋଜନା ଆବେଦନରେ ଯଦି ଭୁଲ କରିଛନ୍ତି ତେବେ ଖୁବ ଶିଘ୍ର ଆପଣଙ୍କ ପାଖକୁ ଫୋନ କଲ ଯିବ। ଏ କଥା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଅନେକ ଆବେଦନ ବେଳେ ଭୁଲ କରିଦେଇଥାନ୍ତି। ତାହା […]
ସ୍ୱାସ୍ଥ୍ୟ ଟିପ୍ସ: ଆପଣ କିପରି ନିଜ ଦିନ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହା ଆପଣଙ୍କ ଉପରେ ନିର୍ଭର କରେ। ଯଦି ଆପଣ ସ୍ୱାସ୍ଥ୍ୟ ପାଇଁ ଭଲ ଜିନିଷ ବାଛନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଏବଂ ଯଦି ଆପଣ ଅସ୍ୱାସ୍ଥ୍ୟକର ଜିନିଷ ଖାଆନ୍ତି, […]