ରାଜ୍ୟ ଖବର

ଭୁବନେଶ୍ବର: ପୂର୍ବରୁ ପାଣିପାଗ ବିଭାଗ ଯାହା ଆକଳନ କରିଥିଲା ତାହାଠାରୁ ଆହୁରି ଅଧିକ ହେଲା। ପାଣିପାଗ ବିଭାଗ କହିଥିଲା ଯେ ଓଡିଶାର ତାପମାତ୍ରା ୪୫ ଡିଗ୍ରୀ ହେବ।…

ଭୁବନେଶ୍ବର: ଶେଷରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଖୋର୍ଦ୍ଧାର ନେତା କାଳୁ ଖଣ୍ଡାୟତ ରାୟ। ଆଜି ସେ ତାଙ୍କର ଇସ୍ତଫା ପତ୍ର ବିଜେପି ସଭାପତି…

ଭୁବନେଶ୍ବର: ଆଜି ନିଜ ସମର୍ଥକଙ୍କ ସହିତ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡିର ପ୍ରଣବ ପ୍ରକାଶ ଦାସ। ସେ ଏକ ବିରାଟ ଶୋଭାଯାତ୍ରାରେ…

ବ୍ରହ୍ନପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠଥର ହିଞ୍ଜିଳି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ସେ ଛତ୍ରପୁର ଉପଜିଲ୍ଲାପାଳ ଅଫିସକୁ ଯାଇ ବିଧାୟକ…

ଭୁବନେଶ୍ବର: ଆଜି ମଧ୍ୟ ସାରା ରାଜ୍ୟରେ ହୁହୁ ହୋଇ ବଢୁଚି ତାତି। ଆଜି ସକାଳୁ ସକାଳୁ ଯେପରି ତାପମାତ୍ରା ଅନୁଭବ ହୋଇଥିଲା ତାହା ଅସହ୍ୟ। ସେହିପରି ଆଜିର…

ଭୁବନେଶ୍ବର: ଖୁବ ଶିଘ୍ର ବିଜେପିରୁ ଇସ୍ତଫା ଦେବେ ବିଜେପିର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା। ଏ ନେଇ ତାଙ୍କ ସମର୍ଥକମାନେ ଖୋଲମଖୁଲା କହିସାରିଲେଣି। ବିଜେପି ଏଥର ତାଙ୍କୁ…

ଭୁବନେଶ୍ବର: ସମ୍ବଲପୁରର ବିଜେପି ସାଂସଦ ନିତେଶ ଗଂଗଦେବଙ୍କୁ ନେଇ ବର୍ତ୍ତମାନ ଦ୍ବନ୍ଦରେ ତାଙ୍କ କର୍ମି ତଥା ଓଡିଶା ରାଜନୀତି। କାରଣ ତାଙ୍କର ଟିକେଟ କଟିବା ପରେ ସେ…

ଭୁବନେଶ୍ବର: ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ବର୍ତ୍ତମାନ ପ୍ରଚାର ଜୋରଦାର କରିବାରେ ଲାଗିଛନ୍ତି। ସେ ଏହି ଅଧିନରେ ଥିବା ସବୁ ବିଧାନସଭା…

ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବାବୁ ସିଂ ତାଙ୍କର ପ୍ରଚାର ଜୋରଦାର କରିଛନ୍ତି। ସକାଳୁ ୱାର୍ଡ଼ ନଂ ୫୮ ଅଞ୍ଚଳରେ ବ୍ରହ୍ମେଶ୍ୱର ପାର୍କ ରେ…

ଭୁବନେଶ୍ବର: ବର୍ତ୍ତମାନର ଗ୍ରୀ​‌ଷ୍ମ ପ୍ରବାହ ଓ ଉତ୍ତାପକୁ ଦେଖି ଆଗାମୀ ସପ୍ତାହ  ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ। ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ  ଦଳ ରାଲି ଓ…

ଭୁବନେଶ୍ବର: ବିଜୁ ଜନତା ଦଳ ବିଭିନ୍ନ ଦଳୀୟ ନେତାଙ୍କୁ ଥଇଥାନ କରିବାରେ ଲାଗିଛି। ଗୋଟିଏ ପଟେ ଦଳର ବିଭିନ୍ନ ନିର୍ବାଚନ କାମ ପାଇଁ ନେତାଙ୍କ ଆବଶ୍ୟକ ଥିବା…

ଭୁବନେଶ୍ବର: ଆଜି ମଙ୍ଗଳବାରରେ ହିଞ୍ଜିଳିରୁ ପ୍ରାର୍ଥିପତ୍ର ଦାଖଲେ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଷଷ୍ଠଥର ପାଇଁ ଏହି ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି…

ଭୁବନେଶ୍ବର: ପୁଣି ଥରେ ଓଡିଶା ଆସିବେ କଂଗ୍ରେସ ନେତା ରାହୁଳ ଗାନ୍ଧୀ। ନିକଟରେ ରାହୁଳ ଓଡିଶା ଆସି ସାଲେପୁର ଜନସମାବେଶରେ ଯୋଗଦେଇଥିଲେ। ଏଥିରେ କଂଗ୍ରେସ ନେତା ଓ…

ଭୁବନେଶ୍ବର: ବର୍ତ୍ତମାନ ସାରା ଓଡିଶା ତତଲା ହାଣ୍ଡିରେ ଭାଜି ହେବା ପରି ସ୍ଥିତି ଦେଖାଦେଇଛି। ଜନସାଧାରଣ ଡହଳବିକଳ ହେବାରେ ଲାଗିଛନ୍ତି। କାରଣ ଦୀର୍ଘଦିନ ଧରି ରାଜ୍ୟରେ ଯେପରି…

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ସହରରେ ଦିନକୁ ଦିନ ଚୋରି ଡକାୟତ ବଢ଼ିବାରେ ଲାଗିଛି। ପୋଲିସ ରାତିରେ ପାଟ୍ରୋଲିଂ ଠିକ ଭାବରେ କରୁ ନ ଥିବାରୁ ଚୋରମାନେ…

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଏକକାଳୀନ ସାଧାରଣ ନିର୍ବାଚନରେ ୪ଟି ସଂସଦୀୟ କ୍ଷେତ୍ର ଯଥା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ପାଇଁ ମୋଟ ୩୭ ଜଣ…

ଭୁବନେଶ୍ବର: ଆସନ୍ତାକାଲି ମଙ୍ଗଳବାରରେ ହିଞ୍ଜିଳିରୁ ପ୍ରାର୍ଥିପତ୍ର ଦାଖଲେ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଷଷ୍ଠଥର ପାଇଁ ଏହି ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି…

ଭୁବନେଶ୍ବର: ଦୀର୍ଘ ଦିନ ଧରି ଏକ ତାତିଲା କଡେଇରେ ଭାଜି ହେଉଛି ଓଡିଶା। ତାପମାତ୍ରା ହ୍ରାସ ପାଇବାର ନାଁ ଧରୁ ନାହିଁ। ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ…

ଭୁବନେଶ୍ୱର: ଆଜି ବିଜେପି ବିଜେଡି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି। କେତେକ ସରକାରୀ ଅଧିକାରୀ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି…

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର “ଉତ୍କର୍ଷ କେନ୍ଦ୍ର” (ସେଣ୍ଟର ଅଫ ଏକ୍ସେଲେନ୍ସ) ପରିଦର୍ଶନ କରିଥିଲେ।…

ଭୁବନେଶ୍ବର: ବିଜୁ ଜନତା ଦଳ ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ମାଲକାନଗିରିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରି ଜିତାଇବାକୁ ଆହ୍ବାନ ଦେଇଛନ୍ତି।…