ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା। ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ପଶ୍ଚିମ ଓଡିଶାରେ ବହୁ ନେତା ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ଗୁରୁବାର ଠାରୁ ଚିଲିକାରେ ବେଆଇନ ଘେରି ଉଛେଦ ଅଭିଯାନ ଜାରି ରହିଥିବା ବେଳେ ପ୍ରଥମ ଦିନରେ 105 ହେକ୍ଟର ଅଞ୍ଚଳ ଘେରିମୁକ୍ତ ହୋଇଛି। ଅନୁରୂପ ଭାବେ ଆଜି ଦ୍ଵିତୀୟ ଦିନରେ ମଧ୍ୟ ଉକ୍ତ ଅଭିଯାନ ଜାରି ଚିଲିକାରେ […]
ଭୁବନେଶ୍ବର: ନିଟ୍ ପରୀକ୍ଷାରେ କୃତୀତ୍ବ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଶ୍ରୀ ଇଫୁ ମଲ୍ଲିକ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ […]
ଭୁବନେଶ୍ୱର: ପୁନର୍ଗଠିତ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ପ୍ରଥମ ବୈଠକ ଆଜି ପରିଷଦର ଅଧ୍ୟକ୍ଷ ପଦ୍ମବିଭୂଷଣ ଡଃ. ସୁଦର୍ଶନ ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ସମ୍ବିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ […]
ଦିଲ୍ଲୀ: ଦେଶରେ ଆଭ୍ୟନ୍ତରୀଣ ଜଳ ପରିବହନ (ଆଇଡବ୍ଲ୍ୟୁଟି) କୁ ପ୍ରୋତ୍ସାହିତ କରିବା ପାଇଁ , ଜାତୀୟ ଜଳପଥ ଅଧିନିୟମ, ୨୦୧୬ ଅନୁଯାୟୀ ୨୪ ଟି ରାଜ୍ୟରେ ୫ ଟି ପୂର୍ବରୁ ରହିଥିବା ଏବଂ ୧୦୬ ଟି ନୂତନ ଜଳପଥ ସମେତ ୧୧୧ […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପୂର୍ବାହ୍ନରେ ବଡ଼କୁଳ ସ୍ଥିତ ଓଡ଼ି ଆର୍ଟ ସମ୍ମିଳନୀ କକ୍ଷରେ ୮ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଚଳିତ ୧୦ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ମହୋତ୍ସବରେ […]
ଦିଲ୍ଲୀ: ସରକାରୀ ଘରୋଇ ଭାଗୀଦାରୀ (ପିପିପି)ରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ନିର୍ଦ୍ଧାରିତ ହୋଇଥିବା ୬୫ଟି ଲାଇଟ୍ ହାଉସ୍ ମଧ୍ୟରୁ ଓଡିଶାର ପାଂଚଟି ଲାଇଟ୍ ହାଉସ୍କୁ ଚିହ୍ନଟ କରାଯାଇଛି। ସେଗୁଡିକ ହେଉଛି, ଗୋପାଳପୁର ଲାଇଟ୍ ହାଉସ୍, ପୁରୀ ଲାଇଟ୍ ହାଉସ୍, ଚନ୍ଦ୍ରଭାଗା […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସକୁ ବଡ଼ ସଫଳତା ମିଳିଥିବା ଜଣାପଡିଛି। ପାଞ୍ଚ ଜଣ ଆନ୍ତରାଜ୍ୟ ହାଇୱେ ଡକାୟତଙ୍କୁ କେସିଙ୍ଗା ପୋଲିସ ଗିରଫ କରିବା ସହ ୧୯ ଗୋଟି ମୋଟର ସାଇକେଲ, ୩ ଗୋଟି ମୋବାଇଲ ଫୋନ, […]
ଭୁବନେଶ୍ବର: ଗତକାଲି ସନ୍ଧ୍ୟାରେ ଜୀ-ସାର୍ଥକ ଫିଲ୍ମସ ର ନୂଆ ଚଳଚ୍ଚିତ୍ର “ପୋଲିସ ବାବୁ” ର ଅଡିଓ ରିଲିଜ୍ ଭୁବନେଶ୍ୱରର ଏକ ତାରକା ହୋଟେଲର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଚଳଚ୍ଚିତ୍ରରେ ଥିବା ତିନିଟି ଯାକ ଗୀତ ଶ୍ରୋତାଙ୍କ ମନକୁ […]
ସୀତାରାମ ଅଗ୍ରୱାଲ ଚିଲିକା: ମରାଳ ମାଳିନୀ ନିଳାମ୍ଵୁ ଚିଲିକାରେ ଶହ ଶହ ମତ୍ସ୍ୟଜୀବୀ ମାଛ ମାରି ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ହେଲେ ଚିଲିକାରେ କେତେକ ଅସାଧୁ ମାଫିଆ ଵେଆଇନ ଘେରି କରିବା ଯୋଗୁଁ ଚିଲିକାରେ ମାଛ ଉତ୍ପାଦନ କମ୍ […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡକୂଳ ପାନ୍ଥନିବାସରୁ ଏକ ବେସରକାରୀ ଯାତ୍ରୀବାହୀ ଡଙ୍ଗା ୮ ଜଣ ଯାତ୍ରୀଙ୍କୁ ନେଇ ମା’ କାଳିଜାଈ ଦର୍ଶନ ସାରି ଫେରୁଥିବା ବେଳେ ଜଟିଆ ନାସି ଠାରେ ଘେରି ଜାଲ […]
ଦିଲ୍ଲୀ: କୃଷି ଉଡାନ ଯୋଜନା ୨.୦ ଅଧୀନରେ ୫୮ଟି ବିମାନ ବନ୍ଦରକୁ ସାମିଲ୍ କରା ଯାଇଛି , ଯେଉଁଥିରେ ଓଡିଶାର ଝାରସୁଗୁଡା ବିମାନ ବନ୍ଦର ଅନ୍ତର୍ଭୁକ୍ତ। ୨୭ ଅକ୍ଟୋବର ୨୦୨୧ ମସିହାରେ କୃଷି ଉଡାଣ ଯୋଜନା ୨.୦ ଘୋଷଣା କରାଯାଇଥିଲା, ଯାହା […]
ଭୁବନେଶ୍ବର: ଆଜି ପଦମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି। ସେଥିପାଇଁ ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସେହିପରି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସ୍ଥାନୀୟ ଓସୱାନ ସେଣ୍ଟର୍ ଠାରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଆପାତକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପାନୁ୍ଷ୍ଠ।ନ ମାନଙ୍କରେ ଯେପରି ରାସାୟନିକ ଦୁର୍ଘଟଣା ନ ଘଟେ, ସେଥି ପ୍ରତି […]
ଭୁବନେଶ୍ୱର: ରିଅଲ୍ମି ପକ୍ଷରୁ ଗୁରୁବାର ନୂଆ ୫ଜି ସ୍ମାର୍ଟଫୋନ୍ ୧୦ ପ୍ରୋ ସିରିଜ୍କୁ ଉନ୍ମୋଚନ କରାଯାଇଛି ଯାହାର ମୂଲ୍ୟ ୧୭,୯୯୯ ଟଙ୍କାରୁ ଆରମ୍ଭ ହୋଇଛି। ରିଅଲ୍ମି ପକ୍ଷରୁ କୁହାଯାଇଛି ଯେ ଜିଓ ସହିତ ମିଶି କଂପାନି ଅନେକ ପ୍ରକାରର ବଣ୍ଡଲ୍ଡ ଅଫର […]
ଭୁବନେଶ୍ବର: ଆଜି ପଦମପୁର ଉପନିର୍ବାଚନରେ ବାଜିମାତ କରିଛି ବିଜେଡି। ଦଳର ପ୍ରାର୍ଥୀ ବର୍ଷା ସିଂ ବରିହା ବିପୁଳ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। ବିଜେଡି ପ୍ରାର୍ଥୀଙ୍କୁ ଏକ ଲକ୍ଷ କୋଡିଏ ହଜାର ଆଠଶହ ସାତ ଖଣ୍ଡ ଭୋଟ ମିଳିଛି। ସେହିପରି […]
ଭୁବନେଶ୍ୱର: ଦୀର୍ଘ ୭ ଦିନ ଧରି ଜଣେ ବ୍ୟକ୍ତିଙ୍କର ଖାଦ୍ୟ ନଳୀରେ ଅଟକିଥିବା କୁକୁଡା ହାଡକୁ ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ। ଏହି ସର୍ଜିକାଲ ଟିମ୍ର ନେତୃତ୍ୱ ନେଇଥିବା ସମ୍ମମ୍ର ସର୍ଜିକାଲ୍ ଗ୍ୟାଷ୍ଟ୍ରୋ ଏନ୍ଟେରୋଲୋଜି ବିଭାଗର […]
ଭୁବନେଶ୍ବର: ପଦମପୁର ଉପନିର୍ବାଚନର ଚୁଡାନ୍ତ ଫଳାଫଳ ପ୍ରକାଶ ପାଇଛି। ଏ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ସେହି ଅନୁସାରେ ବିଜେଡି ପ୍ରାର୍ଥୀ ଏକ ଲକ୍ଷ କୋଡିଏ ହଜାର ଆଠଶହ ସାତ ଖଣ୍ଡ ଭୋଟ ମିଳିଛି। ତେବେ […]
ଭୁବନେଶ୍ବର: ପଦମପୁରରେ ବିପୁଳ ଭୋଟରେ ବିଜୟ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ଏହି ଖବର ଆସିବା ପରେ ତାଙ୍କୁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ସେ ଟେଲିଫୋନ ଯୋଗେ ବର୍ଷାଙ୍କ […]
ଭୁବନେଶ୍ବର: ଶେଷରେ ଧାମନଗରର ବଦଲା ପଦମପୁରରେ ନେଇଛି ବିଜୁ ଜନତା ଦଳ। ଦଳ ଯାହା ଆକଳନ କରିଥିଲା ତାହା ହିଁ ହେଲା। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୪୨ ହଜାର ୦୬୫ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସେହି ନିର୍ବାଚନ […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ମାଣ ବସା ଦିନ ଅଘଟଣ ଘଟିଛି। ସଳିତାରୁ ନିଆଁ ଲାଗି ୩ ବଖରା ଚାଳ ଘର ଜଳିଯାଇଛି। ଟାଙ୍ଗୀ ଥାନା ଚଣ୍ଡେଶ୍ୱର ପଂଚାୟତ ବଡ ପୋଖରିଆ ପାଟଣା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା […]