ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡର ଲୋକପ୍ରିୟତା ବୃଦ୍ଧି ପାଉଛି ଏବଂ ଅନେକ ଲୋକ ଏହାକୁ ବ୍ୟବହାର କରନ୍ତି। ବହୁତ ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର କ୍ରେଡିଟ୍ କାର୍ଡ ବାଲାନ୍ସ ଶୂନ ରଖନ୍ତି। କିନ୍ତୁ ଏହା ଦ୍ୱାରା ହୋଇଥିବା କ୍ଷତି ବିଷୟରେ ସେମାନେ ଜାଣନ୍ତି […]
ନୂଆଦିଲ୍ଲୀ: ଆଜିକାଲି ଅବସରକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି। ଲୋକମାନେ ଚାକିରି ଆରମ୍ଭରୁ ଅବସର ଯୋଜନା ବିଷୟରେ ଚିନ୍ତା କରିବା ଆରମ୍ଭ କରନ୍ତି। ଯାହା ଫଳରେ ସେମାନଙ୍କୁ ବୃଦ୍ଧାବସ୍ଥାରେ କାହା ଉପରେ ନିର୍ଭର କରିବାକୁ ପଡିବ ନାହିଁ। ଏହାକୁ ଦୃଷ୍ଟିରେ ରଖି […]
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୫ ହଜାର ୪୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪୭ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୯ ଲକ୍ଷ ୭୦ ହଜାର […]
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୬ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୫୦୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ […]
ଭୁବନେଶ୍ବର: ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ତଳକୁ ଖସିଛି। ରାଜ୍ୟରେ ଆଜି ୮୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ […]
କଟକ, ଜଣେ ମହିଳା ଏକା ସଙ୍ଗେରେ ଜନ୍ମଦେଲେ ୪ ନବଜାତ ଶିଶୁ। ଏହା ଅବିଶ୍ବାସ ହେଉଥିଲେ ମଧ୍ୟ ସତକଥା। ଆଉ ଘଟଣାଟି ବାହାର ରାଜ୍ୟରେ ନୁହେଁ ଖୋଦ ଓଡିଶାର କଟକ ମେଡିକାଲରେ ଘଟିଛି। ଘଟଣା ଅନୁଯାୟୀ କିଛି ଦିନ ତଳେ ଭଞ୍ଜନଗର […]
ଭୁବନେଶ୍ବର, ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ 5ଟା 30ରେ ବସିବ। ଭର୍ଚ୍ୟୁୟାଲ ମୋଡରେ ହେବାକୁ ଥିବା ଏହି ବୈଠକରେ ମୋଟ 5ଟି ନିଷ୍ପତି ନେବାର ସମ୍ଭାବନା ରହିଛି। ମୁଖ୍ୟତଃ […]
ସୀତାରାମ ଅଗ୍ରୱାଲ ବାଣପୁର: ପ୍ରେମ ବିବାହ କରି ବିବାହ କରିବା ପରେ ଜନୈକ ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନାର ଶିକାର ହେବାକୁ ପଡିଛି। ବିବାହର କିଛି ଦିନ ପରେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ବର୍ଗ ନାନା ପ୍ରକାର ନିର୍ଯ୍ୟାତନା […]
ଭୁବନେଶ୍ବର, ବିଜୁ ଜନତା ଦଳ ତାହାର ବିଜୁ ମହିଳା ଜନତା ଦଳର ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବୀକୃତି ପରେ ଏହା ବିଏମଜେଡି ର ସଭାପତି ଘୋଷଣା କରିଛନ୍ତି। ସେହି ଅନୁସାରେ 35ଟି ସାଂଗଠନିକ ଜିଲ୍ଲାରେ ପର୍ଯ୍ୟବେକ୍ଷକ […]
ଭୁବନେଶ୍ବର, ବର୍ତ୍ତମାନ ଓଡିଶାର ମହିଳାମାନେ ହୋଇଛନ୍ତି ଡିଜିଟାଇଜେସନ। ଯାହାର ପ୍ରମାଣ ହେଉଛି ରାଜ୍ୟରେ ଏସଏଚଜି ମହିଳାମାନେ ଇଣ୍ଟରନେଟ ମାଧ୍ୟମରେ କାମ କରିବା। ରାଜ୍ୟରେ ଧାନ ସଂଗ୍ରହ ପାଇଁ ସରକାର ମିଶନ ଶକ୍ତିକୁ ଦାୟିତ୍ବ ଦେଇଛନ୍ତି। ଫଳରେ ଏହାର ସଂଗ୍ରହ ପାଇଁ ସେମାନଙ୍କୁ […]
ଭୁବନେଶ୍ବର, ଆଜି ସମ୍ବାଦ ଖବରକାଗଜ ଯେ କେହି ଦେଖିବ ସେ ପ୍ରଥମ ପୃଷ୍ଠା ପଢି ଆଶ୍ଚର୍ଯ୍ୟ ହେବ। କାରଣ ହେଲା ଆଜି ସୌମ୍ୟରଂଜନ ପଟ୍ଟନାୟକଙ୍କ ଆମ ଘରର ହାଲଚାଲରେ ଯାହା ଲେଖିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି। ପୂର୍ବରୁ ‘ ଶ୍ରେଣୀରେ […]
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଥାନା ଗଡାଖୋଲ ଗ୍ରାମରେ ଜନୈକ ଯୁବକ କୂଅରେ ପଡି ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ, ରେଢାଖୋଲ ଥାନା ତ୍ରିବଣପୁର ପଂଚାୟତର ଗଡାଖୋଲ ଗ୍ରାମର ଦେବେନ୍ଦ୍ର ଦେହୁରୀ (୩୦)ନିଜ କୂଅ ଚାରିପାଖ […]
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୪୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୫୧, କଟକରୁ ୧୮୯, ପୁରୀରୁ ୧୦୯, ବାଲେଶ୍ବରରୁ […]
ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ୨୦୨୧ ର ଦ୍ୱିତୀୟ କିସ୍ତି ଜାରି କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡିଓ କନଫରେନ୍ସିଂ ଜରିଆରେ ଆସନ୍ତାକାଲି ମଧ୍ୟାହ୍ନ ୧୨.୩୦ ମିନିଟରେ ଏହି ଯୋଜନା ସହିତ […]
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୬୪ ଆକ୍ରାନ୍ତଙ୍କ ମଧ୍ୟରୁ ୫୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୧୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ […]
ଭୁବନେଶ୍ୱର: ଆମ କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ‘କୋରାପୁଟ କଫି’ ଦେଶବିଦେଶର କୋଣଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି। ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର ପ୍ରୟାସରେ ‘କୋରାପୁଟ କଫି’ର ବିକ୍ରିବଟା […]
ନୂଆଦିଲ୍ଲୀ: ବର୍ତ୍ତମାନ ଆପଣ ସହଜରେ ଆପଣଙ୍କର ହ୍ଵାଟସ୍ ଆପ୍ ମାଧ୍ୟମରେ କରୋନା ଟିକା ପ୍ରମାଣପତ୍ର ପାଇପାରିବେ। ଏଥିପାଇଁ ଆପଣଙ୍କୁ ତିନୋଟି ସହଜ ପଦକ୍ଷେପ ଅନୁସରଣ କରିବାକୁ ପଡିବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମଣ୍ଡଭିଆ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଆପଣ […]
ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର ଗାଷ୍ଟ୍ରୋଏନଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡ଼ଃ ) ମନୋଜ କୁମାର ସାହୁ ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସ (ଭାରତ)ର ସଭ୍ୟ ଭାବେ ମନୋନୀତ ହେବାର ଗୌରବ ଅର୍ଜନ କରିଛନ୍ତି। […]
ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫ୍ଓ) ର ସଦସ୍ୟମାନଙ୍କ ପାଇଁ ସେମାନଙ୍କର ଇପିଏଫ୍ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରିବା ବାଧ୍ୟତାମୂଳକ କରାଯାଇଛି। ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ ନକରିବା ହେତୁ ସଦସ୍ୟମାନଙ୍କୁ ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ […]
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୪୩୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ […]
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଦେୟ ଏବଂ ଟଙ୍କା ସ୍ଥାନାନ୍ତର କେବଳ ଅନଲାଇନରେ କରାଯାଉଛି। କିନ୍ତୁ ଅନେକ ଥର ଆମେ ଦେୟ ଦେବାବେଳେ ଭୁଲ୍ କରିଥାଉ। ଏପରି ପରିସ୍ଥିତିରେ ଟଙ୍କା ଭୁଲ ଆକାଉଣ୍ଟକୁ ଅର୍ଥାତ୍ ଅନ୍ୟର ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ। ଏହି ପରିସ୍ଥିତିରେ […]