Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସାଧାରଣ ନିର୍ବାଚନ ୨୦୨୪: ମୋବାଇଲରେ ଏଭଳି ଦେଖିପାରିବେ ଫଳାଫଳ, କରନ୍ତୁ ଏହି ସହଜ ଉପାୟ
ଜାତୀୟ ଖବର

ସାଧାରଣ ନିର୍ବାଚନ ୨୦୨୪: ମୋବାଇଲରେ ଏଭଳି ଦେଖିପାରିବେ ଫଳାଫଳ, କରନ୍ତୁ ଏହି ସହଜ ଉପାୟ

June 2, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲୋକସଭା ସାଧାରଣ ନିର୍ବାଚନ-୨୦୨୪ ଏବଂ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ବିଧାନସଭା ଓ ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ଗଣତି ୪ ଜୁନ୍ ୨୦୨୪ (ମଙ୍ଗଳବାର) ସକାଳ ୮ଟାରୁ ଅନୁଷ୍ଠିତ ହେବ। ସିକିମ୍ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ସାଧାରଣ ନିର୍ବାଚନ ପାଇଁ ଭୋଟ୍ ଗଣତି ଆଜି (ରବିବାର) ସକାଳ ୬ଟାରୁ ଆରମ୍ଭ ହୋଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର, ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଓ ଡ. ସୁଖବୀର ସିଂହ ସାନ୍ଧୁଙ୍କ ସହ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଓ ରିଟର୍ଣ୍ଣିଂ ଅଫିସର (ଆରଓ)ଙ୍କ ସହ ଗଣତି ପାଇଁ ପ୍ରସ୍ତୁତିର ସମୀକ୍ଷା କରିଥିଲେ।

ରିଟର୍ଣ୍ଣିଂ ଅଫିସର /ଅତିରିକ୍ତ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ବିଧାନସଭା ନିର୍ବାଚନ ମଣ୍ଡଳୀ ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ରେକର୍ଡ କରାଯାଇଥିବା ତଥ୍ୟ ଅନୁଯାୟୀ, ନିର୍ବାଚନ ଆୟୋଗ (ଇସିଆଇ) ୱେବସାଇଟରେ ୟୁଆରଏଲ https://results.eci.gov.in/ ଏବଂ ଭୋଟର ହେଲ୍ପଲାଇନ ଆପ୍, ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ମୋବାଇଲ୍ ଆପ୍‌ରେ ଗଣତିର ଟ୍ରେଣ୍ଡ ଏବଂ ଫଳାଫଳ ଉପଲବ୍ଧ ହେବ। ଭୋଟର ହେଲ୍ପଲାଇନ୍ ଆପ୍ କୁ ଗୁଗୁଲ୍ ପ୍ଲେ ଷ୍ଟୋର୍ କିମ୍ବା ଆପଲ୍ ପ୍ଲେ ଷ୍ଟୋରରୁ ଡାଉନ୍ ଲୋଡ୍ କରାଯାଇପାରିବ। ଭୋଟର ହେଲ୍ପଲାଇନ୍ ଆପରୁ ଉପଲବ୍ଧ ଫିଲ୍ଟର୍ ବ୍ୟବହାର କରି ନିର୍ବାଚନ ମଣ୍ଡଳୀ ଅନୁଯାୟୀ କିମ୍ବା ରାଜ୍ୟଭିତ୍ତିକ ଫଳାଫଳ ସହିତ ଜିତିଥିବା/ ଅଗ୍ରଣୀ ହାସଲ କରିଥିବା କିମ୍ବା ପଛୁଆ ରହିଥିବା ପ୍ରାର୍ଥୀଙ୍କ ବିବରଣୀ ଜାଣି ହେବ। VHA ଡାଉନଲୋଡ୍ କରିବାକୁ ଲିଙ୍କ୍:

ଆଣ୍ଡ୍ରଏଡ୍‌: https://play.google.com/store/apps/details?id=com.eci.citizen&hl=en_US

ଆଇଓଏସ୍‌: https://apps.apple.com/in/app/voter-helpline/id1456535004

ରିଟର୍ଣ୍ଣିଂ ଅଧିକାରୀ ଓ ଗଣନା ଏଜେଣ୍ଟଙ୍କ ପାଇଁ ପୁସ୍ତିକା ଇସିଆଇର ୱେବସାଇଟରେ ଉପଲବ୍ଧ ରହିଛି ଯାହାର ଲିଙ୍କ ହେଉଛି ଯଥାକ୍ରମେ : https://tinyurl.com/yknwsu7r ଓ https://tinyurl.com/mr3cjwhe

ଭୋଟ୍‌ ଗଣତି ପରିଚାଳନା, ଭୋଟ ଗଣତି ପ୍ରକ୍ରିୟା ଏବଂ ଇଭିଏମ୍/ଭିଭିପ୍ୟାଟ୍ ରଖିବା ପାଇଁ ଆୟୋଗଙ୍କ ବିସ୍ତୃତ ନିର୍ଦ୍ଦେଶନାମା ଇସିଆଇ ୱେବସାଇଟରେ ଉପଲବ୍ଧ ଅଛି, ଯାହାକୁ ନିମ୍ନ ଲିଙ୍କରେ ଆକସେସ୍ କରାଯାଇପାରିବ:

୧. ମତଗଣନା ବ୍ୟବସ୍ଥା: https://tinyurl.com/yxvm5ueh

୨. ଭୋଟ୍‌ ଗଣତି ପ୍ରକ୍ରିୟା: https://tinyurl.com/2sdsjkc9

୩. ଇଭିଏମ୍/ଭିଭିପାଟ୍ ଷ୍ଟୋରେଜ୍: https://tinyurl.com/5hcnzrkc

ସିଇଓ/ଆରଓ/ଡିଇଓ ଦ୍ୱାରା ଟ୍ରେଣ୍ଡ ଏବଂ ଫଳାଫଳର ସ୍ଥାନୀୟ ପ୍ରଦର୍ଶନ ଡିଜିଟାଲ ଡିସପ୍ଲେ

ପ୍ୟାନେଲ ମାଧ୍ୟମରେ ମଧ୍ୟ କରାଯାଇପାରିବ।

election 2024 Lok Sabha Election result vote
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ କେତେ ଲୋକ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଜନମତ

June 26, 2026

୫୭ ବର୍ଷ ବୟସରେ ପଦାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ: ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 26, 2026

ଆଉ ଏକ ଝଟକା ଦେଲା ବାଂଲାଦେଶ: ଭାରତଠାରୁ ଏହି ପ୍ରକଳ୍ପ ଛଡାଇ ନେଇ ଚୀନ୍ ସହିତ କଲା ବଡ଼ ଚୁକ୍ତି

June 26, 2026

ବିଜେପିର ରାଜନୈତିକ ଗଣନାକୁ ବିଚଳିତ କରିପାରେ ନୀତିଶ କୁମାରଙ୍କ ନିଷ୍ପତ୍ତି!; ବିରୋଧୀ ଦଳ ମଧ୍ୟ ସତର୍କ

June 26, 2026
Latest News

ଭାରତରେ କେତେ ଲୋକ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଜନମତ

June 26, 2026

୫୭ ବର୍ଷ ବୟସରେ ପଦାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ: ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 26, 2026

ଆଉ ଏକ ଝଟକା ଦେଲା ବାଂଲାଦେଶ: ଭାରତଠାରୁ ଏହି ପ୍ରକଳ୍ପ ଛଡାଇ ନେଇ ଚୀନ୍ ସହିତ କଲା ବଡ଼ ଚୁକ୍ତି

June 26, 2026

ବିଜେପିର ରାଜନୈତିକ ଗଣନାକୁ ବିଚଳିତ କରିପାରେ ନୀତିଶ କୁମାରଙ୍କ ନିଷ୍ପତ୍ତି!; ବିରୋଧୀ ଦଳ ମଧ୍ୟ ସତର୍କ

June 26, 2026

ପ୍ରଥମ ଟି-୨୦ରେ ଇତିହାସ ରଚିବେ ବୈଭବ ସୂର୍ଯ୍ୟବଂଶୀ: ଡେବ୍ୟୁ ମ୍ୟାଚରେ କରିବେ ୬ଟି ବଡ଼ ରେକର୍ଡ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.