ଭୁବନେଶ୍ୱର, ରାଜ୍ୟ ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ଲକ୍ଷ୍ୟ ରହିଥିବାବେଳେ ରାଜ୍ୟର ଉଦ୍ୟନ କୃଷି ଦ୍ୱାରା କୃଷକମାନଙ୍କର ଆୟବୃଦ୍ଧି କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ […]
ଭୁବନେଶ୍ବର, ପୂର୍ବ ତଟ ରେଳ ପରିସୀମା ମଧ୍ୟଦେଇ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳବାଇ ନିଷ୍ପତି ନେଇଥିବା ବେଳେ ଗୋଟିଏ ସ୍ୱତନ୍ତ୍ର ଟ୍ରେନର ଚଳାଚଳ ଦିବସକୁ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ସେଗୁଡିକ ହେଲା 1-ଶାଲିମାର-ସିକନ୍ଦରାବାଦ୍-ଶାଲିମାର ବିଶେଷ […]
ଭୁବନେଶ୍ୱର: ଐତିହ୍ୟ ସହର ପୁରୁଣା ଭୁବନେଶ୍ବରର ବିକାଶ କରିବା ପାଇଁ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଛନ୍ତି ଏକାମ୍ର ଯୋଜନା। ଏହି ଯୋଜନା ମାଧ୍ୟମରେ ପ୍ରଭୃ ଲିଙ୍ଗରାଜ ମନ୍ଦିର ସହିତ ବିଭିନ୍ନ ପ୍ରାଚୀନ ମନ୍ଦିରର ସୁରକ୍ଷା ପାଇଁ ମଧ୍ୟ ନିଆଯିବ ପଦକ୍ଷେପ। […]
ନୂଆଦିଲ୍ଲୀ, ଆସନ୍ତା ଦୀପାବଳି ବା ନଭେମ୍ବର ପର୍ଯ୍ୟନ୍ତା ଦେଶବାସୀଙ୍କୁ ମିଳିବ ମାଗଣା ରାସନ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହିତାଧିକାରୀଙ୍କୁ ଏହି ମାଗଣ ରାସନ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଆଜି ଦେଶବାସୀଙ୍କୁ ଏକ ସମ୍ବୋଧିତ […]
ଭୁବନେଶ୍ୱର, ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆରମ୍ଭ ହୋଇଥିବା ନୂତନ ଷ୍ଟାର୍ଟଅପରେ ଅଭିନବ ଜ୍ଞାନକୌଶଳର ବିକଶିତ କରାଯାଇଛି । ଏହି ଧାରାରେ 5ଟି ନୂଆ ଉପକରଣ ବର୍ତ୍ତମାନ ବଜାର ପ୍ରବେଶ ଅପେକ୍ଷାରେ ରହିଛି। ସେଗୁଡିକ ହେଲା.. 1-ଏଣିକି ବିନା ରକ୍ତ ନମୁନା […]
ଭୁବନେଶ୍ବର, ଏ ବର୍ଷ ରଜ ମୁହଁ ଶୁଖେଇ ଦେଇଛି। କାରଣ ହେଉଛି କରୋନା ସଂକ୍ରାମଣ ଭୟରେ ସାରା ଓଡିଶା ଲକଡାଉନ। ଲକ ଡାଉନ ଖୋଲିବ 17 ତାରିଖରେ। ହେଲେ ରଜ ଆରମ୍ଭ ହେଉଛି 14 ତାରିଖରେ ଏବଂ ଶେଷ ହେଉଛି 16 […]
Solar Eclipse 2021, ଜୁନ 10 ତାରିଖ ଗୁରୁବାର ଦିନ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ସଂଗଠିତ ହେବାକୁ ଯାଉଛି। ହିନ୍ଦୁ ମାସ ଅନୁଯାୟୀ, ଏହି ସୂର୍ଯ୍ୟ ପରାଗ ଅମାବାସ୍ୟା ଦିନ ଘଟିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ […]
କନ୍ଦର୍ପ ବେହେରା ରେଢାଖୋଲ: ପ୍ରେମ ମାନେନା ବାଧା ବନ୍ଧନ। ପ୍ରେମ ହିଁ ଜୀବନ। ଏଇ ପ୍ରେମ ପାଇଁ କିଏ ପାଗଳ ହୋଇ ଯାଇଛି ତ ଆଉ କାର ଜୀବନ ଯାଉଛି। ଏଇ ପ୍ରେମ ପାଇଁ ଆଉ କେହି ଜେଲ ଯାଉଛି। ଏଇ […]
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଏକ ଟିକାକେନ୍ଦ୍ରରେ ସରପଞ୍ଚଙ୍କୁ ଆକ୍ରମଣ ଘଟଣା ଏବେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାରେ ବିଭିନ୍ନ ମହଲରୁ ନିନ୍ଦାର ସୁଅ ଛୁଟୁଥିବା ବେଳେ ସରପଞ୍ଚଙ୍କୁ ସମର୍ଥନ ମିଳୁଥିବା ସୂଚନା ମିଳିଛି। ଏପରି ଏକ ଅଭାବନୀୟ […]
ଖୋର୍ଦ୍ଧା: ଲକଡାଉନ ସମୟରେ ଡକାୟତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଖୋର୍ଦ୍ଧା ଅଞ୍ଚଳରେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଡକାୟତୀ ଖବର ଶୁଣିବାକୁ ମିଳୁଛି। ସେପଟେ ଡକାୟତଙ୍କ ଉପରେ ପୋଲିସ କଡା ନଜର ରଖିଛି। ଶନିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା […]
ଭୁବନେଶ୍ବର, ନୂଆ କରୋନା ତଥ୍ୟରୁ ଜଣ ପଡିଛି ଯେ ସବୁବେଳେ ଆକ୍ରାନ୍ତଙ୍କ ସଂଖ୍ୟାରେ ଟପ୍ ରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ନିୟନ୍ତ୍ରଣକୁ ଆସିଛି। ତାଜା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି 495 ଜଣ ନୂଆ ଆକ୍ରାନ୍ତ। ପୂର୍ବରୁ ଏହି […]
ଭୁବନେଶ୍ବର, ଧୀରେ ଧୀରେ ରାଜ୍ୟରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ତେବେ ପରିସ୍ଥିତି ସେହିପରି ଗମ୍ଭିର ଅଛି ବୋଲି କହିବାକୁ ହେବ। କାରଣ ବର୍ତ୍ତମାନ ଲକଡାଉନ ଯୋଗୁଁ ଏହି ପଜେଟିଭ ସଂଖ୍ୟା ହ୍ରାସ ପାଉଛି। ବର୍ତ୍ତମାନ ସୂଚନା ଓ ଲୋକ […]
ଭୁବନେଶ୍ବର, କୋଭିଡ ସଂକ୍ରମିତଙ୍କ ଚିକିତ୍ସା ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘରେ ଅକ୍ସିଜେନ କନସେନଟ୍ରେଟର ପହଞ୍ଚାଇବା ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର, ବ୍ରହ୍ମପୁର, କଟକ, ରାଉରକେଲା ଏବଂ ସମ୍ବଲପୁର ୫ଟି ସହରରେ ଏହି ସେବାର ଶୁଭାରମ୍ଭ ହୋଇଛି। ରାଜ୍ୟ […]
ନୂଆଦିଲ୍ଲୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ଙ୍କ ମଞ୍ଜୁରି କ୍ରମେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଲାଗି ଫରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ବା ପିଜିଆଇ ୨୦୧୯-୨୦ ପ୍ରକାଶ କରାଯାଇଛି। କେନ୍ଦ୍ର ସରକାର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଆମୂଳଚୁଳ ପରିବର୍ତ୍ତନ ଆଣିବାର […]
ଭୁବନେଶ୍ୱର, କୋଭିଡ୍ ମହାମାରୀ ସମୟରେ ରକ୍ତଦାନ କ୍ଷେତ୍ରରେ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁକୁ ଉଲ୍ଲେଖନୀୟକ ସଫଳତା ମିଳିଛି । ୧୦ ମାସରେ ୧ ଲକ୍ଷରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରି ଓଡ଼ିଶା ମୋ ପରିବାର ମାଇଲଖୁଣ୍ଟ ସ୍ଥାପନ କରିଛି। ଏ ନେଇ […]
ଭୁବନେଶ୍ୱର, ଜଳଛାୟା ଅଞ୍ଚଳରେ ନିରନ୍ତର ଜୀବିକା ସୃଷ୍ଟି ଓ ସମନ୍ୱିତ ବିକାଶ ଦିଗରେ ଅନ୍ୟ ଏକ ବଡ଼ ପଦକ୍ଷେପ ଭାବେ ସରକାର ନୂଆ ଯୋଜନା ‘ରିଓ୍ୱାର୍ଡ’ର ପରିକଳ୍ପନା ଆରମ୍ଭ କରିଛନ୍ତି । ଏଥି ପାଇଁ ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବ […]
ଭୁବନେଶ୍ବର, ଗତ ବର୍ଷ ପରି ଚଳିତ ବର୍ଷର ରଜ ମଧ୍ୟ ଫିକା ପଡିବ। କାରଣ ଗୋଟିଏପଟେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଅନ୍ୟପଟେ ଲକ ଡାଉନ ଘୋଷଣା ହୋଇଛି। ଚଳିତ ବର୍ଷ ତିନିଦିନିଆ ରଜ 14-15-16 ତାରିଖରେ ପାଳନ କରାଯିବ। […]
ସୂର୍ଯ୍ୟ ଗ୍ରହଣ 2021: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଜୁନ୍ 10 ତାରିଖ ଗୁରୁବାର ଦିନ ଘଟିବାକୁ ଯାଉଛି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଜ୍ୟେଷ୍ଠ ମାସରେ କୃଷ୍ଣ ପକ୍ଷ ଅମାବାସ୍ୟାରେ ହେବ। ଏହି ଦିନଟି […]
ଭୁବନେଶ୍ବର, କଂଗ୍ରେସର ଜଣେ ଟାଣୁଆ ବିଧାୟକ ତାରାପ୍ରସାଦ ବାହିନୀପତି ଆଜି ଭୁବନେଶ୍ବରର ସମ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ କରୋନା ଆକ୍ରାନ୍ତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। କିଛିଦିନ ଧରି ତାଙ୍କର କରୋନା ଆକ୍ରାନ୍ତ […]
ବ୍ରହ୍ମପୁର, ଏହି ଫଟୋଟି ଯେ କେହି ଦେଖିଲେ ସେ ଭାବି ନେବ ଯେ, ଏହା କୌଣସି ପଞ୍ଚ ତାରକା ହୋଟେଲର ବୈଠକ ରୁମ ବା ଅନ୍ୟ କିଛି। ଆଉ କେହି ଭାବ ଯେ ଏହା କୌଣସି ମଲଟି ନ୍ୟାସନାଲ କଂପାନୀର ଅଫିସ। […]
ଭୁବନେଶ୍ବର: ଗତକାଲି ଆଉ ୨ଲକ୍ଷ ୨୭ ହଜାର ୭୫୦ ଡୋଜ୍ କୋଭିସିଲ୍ଡ ଟିକା ଓଡ଼ିଶାରେ ପହଞ୍ଚିଛି। ଏକ ସ୍ୱତନ୍ତ୍ର ବିମାନ ଯୋଗେ ପୁନେସ୍ଥିତ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ଏହି ଟିକା ଭୁବନେଶ୍ୱରରେ ପହଞ୍ଚିଥିଲା। ଏହି ଟୀକା ଧାର୍ଯ୍ୟ ତାରିଖରୁ ଆଗୁଆ […]