ଭୁବନେଶ୍ଵର: ଯୁବ ସ୍ତମ୍ଭକାର ବିଶ୍ବବିଜୟୀ ଦାଶଙ୍କ ଦ୍ବାରା ଲିଖିତ ଓଡ଼ିଶାର ରତ୍ନ (ଭାଗ-୧) ଇ-ପୁସ୍ତକ ପ୍ରକାଶିତ ହୋଇସାରିଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ବହୁ ଯୁଗପୁରୁଷ ଜନ୍ମନେଇ ନିଜସ୍ଵ ପ୍ରତିଭା ବଳରେ ଏହି ମାଟିକୁ ଗୈାରବାନ୍ବିତ କରିଛନ୍ତି। ଏହି ପୁସ୍ତକରେ ଓଡ଼ିଶାର ୧୫ […]
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ:- କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ମନ୍ତ୍ରଣାଳୟ; ଆଣବିକ ଶକ୍ତି ବିଭାଗ; ମହାକାଶ ବିଭାଗ; ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପ୍ରସଙ୍ଗ; ଏବଂ ଅନ୍ୟ ସମସ୍ତ ବିଭାଗ ଯାହା କୌଣସି ମନ୍ତ୍ରୀଙ୍କୁ ଦିଆଯାଇନାହିଁ। କ୍ୟାବିନେଟ ମନ୍ତ୍ରୀ […]
ଭୁବନେଶ୍ୱର: ସମ୍ବଲପୁର ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ଭିଡିଓ ଜାରି କରି ସମ୍ବଲପୁରୀ ଭାଷାରେ “ଶୀତଳଷଷ୍ଠୀ”ର ଶୁଭେଚ୍ଛା ଜଣାଇଛନ୍ତି। ଶୀତଳଷଷ୍ଠୀ ହେଉଛି ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଐତିହ୍ୟର ଭବ୍ୟ ସ୍ୱରୂପ। ଦେବଦମ୍ପତି ପ୍ରଭୁ ଶିବ ଆଉ […]
ଭୁବନେଶ୍ୱର: ତ୍ତଉତ୍କର୍ଷତା ହାସଲ କରିବା ନିମନ୍ତେ ଅବିରତ ପ୍ରଚେଷ୍ଟା ଜାରୀ ରଖିଥିବାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ (ଆଇଆଇଆଇଇ) ପକ୍ଷରୁ ‘ପର୍ଫମାନ୍ସ ଏକ୍ସିଲେନ୍ସ ଆୱାର୍ଡ’ ପ୍ରଦାନ କରାଯାଇଛି। ଆଇଆଇଆଇଇର ଜାତୀୟ ସଭାପତି ଡକ୍ଟର ଅମୀୟ […]
ରେଢ଼ାଖୋଲ (କନ୍ଦର୍ପ ବେହେରା): ଜଣେ ଆମ୍ବୁଲାନ୍ସ କର୍ମଚାରୀ ରକ୍ତଦାନ କରି କର୍କଟ ରୋଗୀର ଜୀବନ ବଞ୍ଚାଇ ଥିବା ଜଣା ପଡିଛି। ପ୍ରକାଶ ଯେ, ରେଢ଼ାଖୋଲ ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମର ଜଣେ ୭୪ ବର୍ଷୀୟ ସନକ ସାହୁ କର୍କଟ ରୋଗରେ ଆକ୍ରାନ୍ତ […]
ନୂଆଦିଲ୍ଲୀ: ଓଡିଶାର ତିନି ସାଂସଦ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ତାଙ୍କୁ ବିଭାଗ ବଣ୍ଟନ କରାଯାଇଛି। ସେହି ଅନୁସାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେହି ଶିକ୍ଷା ବିଭାଗର ଦାୟିତ୍ବ ମିଳିଛି। ସେହିପରି ଅଶ୍ବିନୀ ବୈଷ୍ଣବଙ୍କୁ ରେଳ ବିଭାଗ ସହିତ ସୂଚନା […]
ଭୁବନେଶ୍ବର: ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଆସନ୍ତାକାଲି ସ୍ପଷ୍ଟ ହେବ। ମଙ୍ଗଳବାର ଦିନ ଦିଲ୍ଲୀରୁ ଏକ ବନ୍ଦ ଲଫାପାରେ ମୁଖ୍ୟମନ୍ତ୍ରୀଙ୍କ ନାମ ଧରି ଓଡିଶା ଆସିବେ ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦର ଯାଦବ। ସେମାନେ ବିଜେପି […]
ଭୁବନେଶ୍ଵର: ଓଡିଶାର ଘରେ ଘରେ ପରିଚିତ ନମ୍ବର ୧ ଚାନେଲ ଜୀ ସାର୍ଥକ ଗୋଟିଏ ପରେ ଗୋଟିଏ ଦେଇଚାଲିଛି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ। ଦର୍ଶକଙ୍କ ପାଖରୁ ମିଳୁଥିବା ଅଗଣିତ ଭଲପାଇବା ଫଳରେ ଜୀ ସାର୍ଥକ ଦର୍ଶକଙ୍କ ଭଲ ପାଇବାକୁ […]
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସରେ ଓଲଟିଲା ଅଣ୍ଡା ବୋଝେଇ ଟ୍ରକ। ଯେଉଁଥିରେ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତୀ କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଁଚିଛି। ଆଜି […]
ରଣପୁର: ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ କୋଟଣିଶିଳା ଗାଁରେ ମହିଳାଙ୍କୁ ଗଳାକଟି ବିଭତ୍ସ ଭାବେ ହତ୍ୟା କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ ନମିତା ବେହୁରା। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ହତ୍ୟା କରିଥିବା […]
ବାଲୁଗାଁ (ସୀତାରାମ ଅଗ୍ରୱାଲ): ପୂର୍ବଶତ୍ରୁତାକୁ ନେଇ ଆକ୍ରମଣ ଏବଂ ଆକ୍ରମଣରେ ପ୍ରାଣ ହରାଇଲେ ପୀଡ଼ିତ। ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ସିଙ୍ଗେଶ୍ୱର ଗ୍ରାମରେ ଘଟଣା ଘଟିଛି। ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ସୂଚନା ମୁତାବକ ସିଙ୍ଗେଶ୍ୱର […]
ଭୁବନେଶ୍ଵର: ଦେଶରେ ଏନଡିଏ ମେଣ୍ଟ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ନୂଆ ସରକାର ଗଠନ କରିଛି। ନରେନ୍ଦ୍ର ମୋଦୀ କ୍ରମାଗତ ୩ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଗତକାଲି ଶପଥ ଗ୍ରହଣ କରିଛନ୍ତି। ମୋଦୀଙ୍କ ସହିତ ୭୨ ଜଣ କେନ୍ଦ୍ର ସରକାରର ମନ୍ତ୍ରୀ […]
ଡ. ମାଧବ ବେହୁରା ଅହଲ୍ୟା’ମାନେ ସବୁବେଳେ ପାଷାଣୀ। କେବେ ସେ ମଣିଷରୁ ପାଷାଣୀ ହୋଇଛି ତ ଆଉ କେବେ ପାଷାଣୀରୁ ମଣିଷ ହୋଇଛି। ଦୁଃଖ, କଷଣ ପାଇବା ଯେମିତି ତାଙ୍କ ଭାଗ୍ୟରେ ଲେଖା ହୋଇଛି। ସଂସାରର ସବୁ ଯାତନାକୁ ସେମାନେ ମୁଣ୍ଡପାତି […]
ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି। ଶେଷ ଦିନରେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ମାଷ୍ଟର କ୍ଲାସ ପ୍ରମୁଖ ଆକର୍ଷଣ ଥିଲା। ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପନୀ କାର୍ଯ୍ୟକ୍ରମରେ ବିଶିଷ୍ଟ […]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଭାବେ ପୁଣି ଥରେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି ଜୁଏଲ ଓରାମ ଏବଂ ଅଶ୍ବିନୀ ବୈଷ୍ଣବ। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ସମାରୋହରେ ଉଭୟ ଭିନ୍ନ ଭିନ୍ନ ସମୟରେ ଶପଥ ନେଇଥିଲେ। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ […]
ନୂଆଦିଲ୍ଲୀ: ପୁଣିଥରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଲେ ଓଡିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥପାଠ କରାଇଛନ୍ତି। ସେ କ୍ୟାବିନେଟ ମନ୍ତ୍ରୀ ଭାବେ ମୋଦି ସରକାରଙ୍କ ତୃତୀୟ ପାଳିରେ ସେ ପୁଣି ନିଯୁକ୍ତି ପାଇଛନ୍ତି। ସେ ଆଜି […]
ଭୁବନେଶ୍ବର: ପୂର୍ବରୁ ଆଇଏଏସ ଚାକିରୀ ଛାଡିଲେ,ଏବେ ରାଜନୀତି ଛାଡିଲେ ବୋଲି ଘୋଷଣା କଲେ କାର୍ତ୍ତିକ ପାଣ୍ଡିଆନ। ତେବେ ଏହାପରେ ସେ କଣ କରିବେ ସେ ନେଇ ବର୍ତ୍ତମାନ କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ତେବେ ଏ ନେଇ ସେ ଏକ […]
ନୂଆଦିଲ୍ଲୀ: ଦିଲ୍ଲୀରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବା ପୂର୍ବରୁ ଓଡିଶାରେ ଏକ ବଡ଼ ରାଜନୈତିକ ହଲଚଲ ଦେଖାଦେଇଛି। ବିଜୁ ଜନତା ଦଳ (ବିଜେଡି) ନେତା ତଥା ପୂର୍ବତନ ଆଇଏସ ଭି.କେ ପାଣ୍ଡିଆନ ରାଜନୀତିରୁ […]
ଭୁବନେଶ୍ବର: ଓଡିଶାର ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ 10 ତାରିଖରେ ହୋଇପାରିବ ନାହିଁ। ବର୍ତ୍ତମାନ ଆଜି 9 ତାରିଖରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ ଉତ୍ସବ ହେଉଛି। ଏହା ଶେଷ ହେବା ପରେ 10 ତାରିଖରେ ଓଡିଶାର […]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ପୁଣି ଥରେ ସ୍ଥାନ ପାଇବେ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ତାଙ୍କୁ ପିଏମଓରୁ କଲ ଆସିବା ପରେ ସେ ପ୍ରଧାନମନ୍ତ୍ରୀ ବାସଭବନରେ ଉପସ୍ଥିତ ହେଉଛନ୍ତି। ନୂଆଦିଲ୍ଲୀର ସୂଚନା ଅନୁସାରେ ମୋଦି ତାଙ୍କୁ ତୃତୀୟ ପାଳିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ […]
ଭୁବନେଶ୍ବର: ପରାଜୟ ବରଣ ପରେ ଶେଷରେ ରାଜନୀତିରୁ ଅବସର ନେଇଛନ୍ତି ଡ. ଅଚ୍ୟୁତ ସମାନ୍ତ। ଏ ନେଇ ସେ ଏକ ଘୋଷଣା କରିଛନ୍ତି। ଏଥିସହିତ ଗତକାଲି ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଅବସର ନେବେ ବୋଲି ଅବଗତ କରାଇଛନ୍ତି। […]