ଭୁବନେଶ୍ବର: ଓଡିଶାରେ ପୁଣି ଥରେ ନବୀନ ପଟ୍ଟନାୟକ ସରକାର କରିବ। ବହୁ ମତରେ ସେ ଏଥର ବିଧାନସଭାରେ ବିଜୟ ଲାଭ କରିବେ। ଏହିପରି ଏକ ସର୍ଭେ କରିଛି ଭାରତର ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମସ ନାଓ। ଏହି ସଂସ୍ଥାର ସର୍ଭେ […]
ଭୁବନେଶ୍ବର: ଆସନ୍ତାକାଲି ଗଣତି ହେବ ଭୋଟ। ଏଥିରେ କିଏ ଜିତିବ କିଏ ହାରିବ ସ୍ପଷ୍ଟ ହେବ। ହେଲେ ତା ପୂର୍ବରୁ ବିଜେଡି ଓ ବିଜେପି କର୍ମିଙ୍କ ମଧ୍ୟରେ ଏକ ଆତଙ୍କ ଖେଳିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସେମାନେ ଯେଉଁ […]
ନୂଆଦିଲ୍ଲୀ: ଜୁନ୍ ୧୫ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ମଧ୍ୟପ୍ରଦେଶରେ ପହଞ୍ଚିବାର ସମ୍ଭାବନା ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର ଦିନ କେରଳ ଏବଂ ଉତ୍ତର-ପୂର୍ବ ଅଞ୍ଚଳରେ ସମୟ ପୂର୍ବରୁ ପହଞ୍ଚିଥିଲା। ଏହିଭଳି ମାତ୍ର ଚାରି ଥର ୨୦୧୭, ୧୯୯୭, ୧୯୯୫ ଏବଂ […]
ଭୁବନେଶ୍ଵର: ପୂର୍ବତଟ ରେଳପଥ କ୍ରୀଡା ସଂଗଠନ (ଇକୋର୍ସା) ଦ୍ୱାରା ମାସକ ପର୍ଯ୍ୟନ୍ତ ପରିଚାଳିତ ଗ୍ରୀଷ୍ମକାଳୀନ ଶିବିର ଆଜି ରେଳବାଇ ଇଣ୍ଡୋର ଷ୍ଟାଡିୟମ ଠାରେ ଉଦଯାପିତ ହୋଇଯାଇଅଛି। ଉଦଯାପିତ ସମାରୋହରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ […]
ଭୁବନେଶ୍ଵର: ଏଥର ଓଡିଶାରେ ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ମଧ୍ୟ ଶେଷ ହୋଇଛି। ନିର୍ବାଚନ ସମାପ୍ତ ହେବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦଳ ବିଜୁ ଜନତା ଦଳ (ବିଜେଡି) ରାଜ୍ୟରେ ସଂଖ୍ୟାଗରିଷ୍ଠତା […]
ରଣପୁର: ନୟାଗଡ ଜିଲ୍ଲାର ଚାରିଗୋଟି ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି। ଆସନ୍ତା ୪ ତାରିଖ ଦିନ ଭୋଟ ଗଣତି କରାଯିବ। ଭୋଟ ଗଣତି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ […]
ଭୁବନେଶ୍ବର: ପାଖେଇଲାଣି ସାବିତ୍ରୀ ବ୍ରତ। ଏହି ଦିନ ମହିଳାମାନେ ବ୍ରତ କରି ଉପବାସ ରହିଥାନ୍ତି। ସେମାନେ ଏହି ବ୍ରତ କଲେ ସ୍ବାମୀଙ୍କର ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏହି ସାବିତ୍ରୀ ବ୍ରତ ଓଡିଶାର ଘରେ ଘରେ ପାଳନ କରାଯାଇଥାଏ। […]
ଭୁବନେଶ୍ବର: ଗତକାଲି ଶେଷ ହୋଇଛି ଓଡିଶାର ଲୋକସଭା ଓ ବିଧାନସଭା ମତଦାନ। ତେବେ ଓଡିଶାରେ ଶେଷ ପର୍ଯ୍ୟାୟରେ କେତେ ମତଦାନ ହୋଇଛି ତାହାର ହିସାବ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରୀ କରାଯାଇଛି। ସେହି ଅନୁସାରେ ଗତକାଲି […]
ଭୁବନେଶ୍ଵର: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ଅନୀଲ ଚୌହାନ ୦୧ ଜୁନ୍, ୨୦୨୪ ତାରିଖ ଦିନ ଆଇ.ଏନ.ଏସ. ଚିଲିକା ଗସ୍ତରେ ଆସି ଭାରତୀୟ ନୌସେନାର ଅଗ୍ନିବୀରମାନଙ୍କ ଅଗ୍ରଣୀ ତାଲିମ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ଭାରତୀୟ ନୌସେନାର ନୌ-ବୀର ମାନଙ୍କ ଭବିଷ୍ୟତ […]
ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ତାଳଚେର ଅଞ୍ଚଳ ପରିଦର୍ଶନ କରି ରେଳବାଇ ଭିତ୍ତିଭୂମି ବିକାଶ ଏବଂ ଟ୍ରାଫିକ ସୁବିଧା ସମେତ ତାଳଚେର ଅଞ୍ଚଳରେ ଚାଲୁଥିବା ନିର୍ମାଣ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି। ମହାପ୍ରବନ୍ଧକଙ୍କ ଏହି ନିରୀକ୍ଷଣ ସମୟରେ ପୂର୍ବତଟ ରେଳପଥ […]
ଭୁବନେଶ୍ଵର: ୨୦୨୪ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଭୋଟ୍ ସମାପ୍ତ ହେବା ମାତ୍ରେ ଏକଜିଟ୍ ପୋଲ୍ ତଥ୍ୟ ଟିଭିରେ ଝଲସି ଉଠିବା ଆରମ୍ଭ କରିଛି। ଏହାର ପ୍ରକୃତ ଫଳାଫଳ ଜୁନ୍ ୪ ତାରିଖରେ ଆସିବ, କିନ୍ତୁ ଏହାପୂର୍ବରୁ କେଉଁ ଦଳ […]
ନୂଆଦିଲ୍ଲୀ: ଲୋକସଭା ସାଧାରଣ ନିର୍ବାଚନ-୨୦୨୪ ଏବଂ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ବିଧାନସଭା ଓ ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ଗଣତି ୪ ଜୁନ୍ ୨୦୨୪ (ମଙ୍ଗଳବାର) ସକାଳ ୮ଟାରୁ ଅନୁଷ୍ଠିତ ହେବ। ସିକିମ୍ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ସାଧାରଣ ନିର୍ବାଚନ […]
ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ କିଛି ଜିଲ୍ଲାରେ ଅତି ଅଧିକ ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗିରହିଛି। ଏହି ଅସ୍ୱାଭାବିକ ପରିସ୍ଥିତିରେ ଜନସାଧାରଣଙ୍କ ତରଫରୁ ସତର୍କତା ଅବଲମ୍ବନ କରିବା ପାଇଁ ମୁଖ୍ୟ […]
ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସପ୍ତମ ପର୍ଯ୍ୟାୟରେ ତଥା ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ମିଳିଥିବା […]
ଭୁବନେଶ୍ବର: ଆଜି ନିର୍ବାଚନ ସରିବା ପରେ ପ୍ରକାଶ ପାଇଛି ଏଗଜିଟ ପୁଲ ବା ବୁଥ ବାହୁଡା ଫଳାଫଳ। ସେହି ଅନୁସାରେ ଓଡିଶା ଲୋକସଭା ନିର୍ବାଚନରେ ବିଜେପି ଭଲ କରୁଥିବା ବେଳେ ବିଜେଡି ସଂଖ୍ୟା ହ୍ରାସ ପାଇଛି। ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ବାରା […]
ଯାଜପୁର: ଆଜି ଓଡିଶା ବିଧାନସଭା ତଥା ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ। ଏହି ମତଦାନରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ତଥା ନେତାମାନେ ନିଜର ମତାଧିକାର ସାବ୍ୟସ୍ତ କରି ଗଣତନ୍ତ୍ର ପର୍ବରେ ଯୋଗ ଦେଇଛନ୍ତି। ସେହିମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିର ଟାଣୁଆ […]
ଭୁବନେଶ୍ବର: ଆଜି ରାୟଗଡା ବିଷମ କଟକ ବସଷ୍ଟାଣ୍ଡରେ ବସଗୁଡିକ ହୁତୁହୁତୁ ହୋଇ ଜଳିବାରେ ଲାଗିଛି। ନିଆଁ ଏତେ ଜୋରରେ ଧରିଛି ଯେ, ସେଠାରେ ଏକ ଆତଙ୍କ ଖେଳିଯାଇଛି। ଖବର ଅନୁସାରେ ସେଠାରେ ବର୍ତ୍ତମାନ 4 ଟି ବସରେ ନିଆଁ ଲାଗିଛି। ଅଗ୍ନିଶମ […]
ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣରେ ଦିନ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ମତଦାନ ହୋଇଛି।ଏ ନେଇ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ଏଥିରେ ବାଲେଶ୍ବରରେ ସର୍ବାଧିକ ମତଦାନ ହୋଇଛି। ସୂଚନା ଅନୁସାରେ ଛଅଟି […]
ଭୁବନେଶ୍ଵର: ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦୁଝର ଜିଲ୍ଲାର ଗୁରୁ ମାଗୁଣି କୁଅଁରଙ୍କର ଓଡିଶାର ଲୁପ୍ତପ୍ରାୟ କଣ୍ଢେଇ […]
ଭୁବନେଶ୍ଵର: ଦେଶର ୫୭ ଟି ଆସନରେ ହେବାକୁ ଥିବା ଭୋଟ୍ ତଥ୍ୟକୁ ନିର୍ବାଚନ ଆୟୋଗ ପ୍ରକାଶ କରିଛନ୍ତି। ଅପରାହ୍ନ ୧ ଟା ପର୍ଯ୍ୟନ୍ତ ୪୦.୦୯ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ୱାରୀ ଭୋଟ୍ ପ୍ରତିଶତ ସୂଚନା ନିମ୍ନରେ ଦିଆଯାଇଛି…. ହିମାଚଳ ପ୍ରଦେଶ- […]
ଭୁବନେଶ୍ଵର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୁଥ ନମ୍ବର -୧୫୭ର ଜଣେ ବିଏଲଓ (ବ୍ଲକ ସ୍ତରୀୟ ଅଧିକାରୀ) ଙ୍କ ଦେହାନ୍ତ ହୋଇଛି। ଜିଲ୍ଲାପାଳ ଏବଂ ଡିଏମ୍ ତଥା ଡିଇଓ ନିଖିଲ ପୱନ କଲ୍ୟାଣ ଏହି ସୂଚନା ଦେଇଛନ୍ତି। ସେ […]