ଭୁବନେଶ୍ବର, ଭୁବନେଶ୍ବରରୁ ଆଜି 21 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଂଗରୋଧରୁ 16ଟି ମାମଲା ଆସିଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ 5ଟି ରହିଛି। କ୍ବାରେଣ୍ଟିନରୁ ଚିହ୍ଟଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲିରୁ ଜଣେ, ଆମ୍ରି ହସ୍ପିଟାଲ […]
ରମେଶ ମହାନ୍ତି ଜଗତସିଂହପୁର: ବିଗତ ଦିନରେ କ୍ୟାସ୍ବୁକ୍ ଅଡିଟ୍ ଯୋଗୁଁ ଜଗତସିଂହପୁର ବ୍ଲକରେ ହୋଇଥିବା ୨୦ ଲକ୍ଷ ଟଙ୍କାର ହେରଫେର ଲୋକଲୋଚନକୁ ଆସିପାରିଥିଲା, ତଥାପି ଏପରି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ଜଗତସିଂହପୁର ଜିଲ୍ଲାର ବ୍ଲକ ଅଧିକାରୀମାନେ ପୁନଶ୍ଚ ଏହି କାର୍ଯ୍ୟକୁ ବିଳମ୍ବ […]
ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ବେଶ୍ ଜଟିଳ ଥିବାବେଳେ ସେହି ଜିଲ୍ଲାରୁ ଏକ ଆଶ୍ବସ୍ତିକର ଖବର ମିଳିଛି । ଗଞ୍ଜାମ ଜିଲ୍ଲାର 95 ବର୍ଷୀୟ ବୃଦ୍ଧ ଉଦୟନାଥ କରୋନାକୁ ମାତ୍ ଦେଇଛନ୍ତି । କରୋନାରୁ ସୁସ୍ଥ ହୋଇଛନ୍ତି ଉଦୟନାଥ […]
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ସଟ୍ଡାଉନ୍ ନିୟମରେ ସଂଶୋଧନ କରାଯାଇଛି । ଏଟିଏମ୍ ଓ ବ୍ୟାଙ୍କ ସକାଳ 8ରୁ ଦିନ 1ଟା ଯାଏଁ ଖୋଲା ରହିବ । ସେହିପରି ଗ୍ରୋସରୀ ଓ କ୍ଷୀର ଦୋକାନ ସକାଳ 6ରୁ ଦିନ 1ଟା ଯାଏଁ […]
ମାଲ୍କାନଗିରି : ଜଙ୍ଗଲ ଜମି ବିବାଦରୁ 2 ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି। ପରସ୍ପର ହଣାହଣି ହୋଇ 10 ଗୁରୁତର ହୋଇଛନ୍ତି । 10 ଜଣଙ୍କ ମଧ୍ୟରୁ 4 ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଗୁରୁତରଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି […]
ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଜଟିଳ ଅବସ୍ଥାକୁ ଗତି କରୁଛି । ଏବେ ସୁଦ୍ଧା ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 18 ହଜାର ପାର୍ କରିଥିବାବେଳେ ମୃତ୍ୟୁ ସଂଖ୍ୟା 100 ଡେଇଁ ସାରିଛି । ସେହିପରି ଅନ୍ୟ 30 ଜଣେ […]
ବ୍ରହ୍ମପୁର : ଏମ୍କେସିଜି ମେଡ଼ିକାଲରେ ପ୍ଲାଜ୍ମା ଥେରାପି ଆରମ୍ଭ ହେଲା । ଏହାକୁ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ପ୍ରଥମ ପର୍ଯ୍ୟାୟରେ କଟକରୁ ଆସିଛି 6ଟି ପ୍ଲାଜ୍ମା । 6ଟି ପ୍ଲାଜମା ଜିଲ୍ଲାର 4ଟି କୋଭିଡ୍ ହସ୍ପିଟାଲରେ […]
ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 6ଜଣଙ୍କ ଜୀବନ ନେଇଛି କରୋନା । ଆଜି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 100 ଡେଇଁଛି । 6 ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ 5ଜଣ ପୁରୁଷ ରହିଛନ୍ତି । ଆଜି 6ଟି […]
ଭୁବନେଶ୍ବର : ଆଜି 23 ଜିଲ୍ଲାରୁ 647 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 225 ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ 84, ଖୋର୍ଦ୍ଧାରୁ 68, ରାୟଗଡାରୁ 47, ବାଲେଶ୍ବରରୁ 40, ଅନୁଗୁଳରୁ 37, କୋରାପୁଟରୁ 28, […]
ଭୁବନେଶ୍ବର : ରାଜ୍ୟରେ ଆଜି 647 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 431ଜଣ ଚିହ୍ନଟ ହୋଇଥିବାବେଳେ […]
ଗଜପତି : ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ପରଲୋକ ହୋଇଯାଇଛି । ସେ ଜିଲ୍ଲା କୋଭିଡ୍ ହସ୍ପିଟାଲ ଓ କେୟାର ସେଣ୍ଟର ପରିଚାଳନା ଦାୟିତ୍ବରେ ଥିଲେ । ଆଜି ଭୋରରୁ ବ୍ରହ୍ମପୁର ଏମକେସିଜିରେ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା […]
ଭୁବନେଶ୍ବର : ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ଦେହାନ୍ତ ହୋଇଯାଇଛି । ଆଜି ସକାଳ 7ଟା 30 ମିନିଟ୍ରେ ପ୍ରିୟବ୍ରତଙ୍କ ପରଲୋକ ହୋଇଥିବାର ସୂଚନା ରହିଛି । ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ 67 ବର୍ଷ ବୟସରେ ପ୍ରିୟବ୍ରତ ପଟ୍ଟନାୟକଙ୍କର ମୃତ୍ୟୁ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଦିନକୁ ଦିନ ସ୍ଥାନୀୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଗତ କିଛି ଦିନ ହେଲା ଅହେତୁକ ଭାବେ ସ୍ଥାନୀୟ ସଂକ୍ରମଣ ବଢ଼ିବାରୁ ପ୍ରଶାସନର ନିଦ ହଜିଯାଇଛି । ବାଣପୁର ସବ […]
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରୁ ଆଜି ୩୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ୧୬ଜଣ, ବାଲିକୁଦା ବ୍ଲକରୁ ୧୨ଜଣ, ବିରିଡ଼ି ବ୍ଲକରୁ ୨ଜଣ, ଜଗତସିଂହପୁର ବ୍ଲକରୁ ୨ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୨ଜଣ ଓ ରଘୁନାଥପୁର […]
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଶାଗୁଆନ କାଠ ଚୋରି କରୁଥିବା ସମୟରେ ଗ୍ରାମବାସୀମାନେ ଏକ ଚୋରକୁ କାବୁକରି ଅଟକ ରଖିବା ପରେ ବି ବନବିଭାଗ କର୍ମଚାରୀ ୬ ଘଣ୍ଟା ଯାଏଁ ଘଟଣାସ୍ଥଳରେ ନ ପହଞ୍ଚିବା ବଡ ବିଡମ୍ବନାର ବିଷୟ ।ଏପରି ଅଭାବନୀୟ […]
ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବାଦ୍ଶାହା ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକଟ କରିଛନ୍ତି । ବିଜୟଙ୍କ ଅଭିନୟର ଛାପ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ନବୀନ । ରାଷ୍ଟ୍ରୀୟ ମର୍ଯ୍ୟାଦାର […]
ଭୁବନେଶ୍ବର: ଓଲିଉଡ୍ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି। ୭୦ ବର୍ଷ ବୟସରେ ବିଜୟ ମହାନ୍ତି ପରଲୋକ ଗମନ କରିଛନ୍ତି। ଆଜି ସନ୍ଧ୍ୟାରେ ଗୁରୁତର ହେବାରୁ ତାଙ୍କୁ କେୟାର ହସ୍ପିଟାଲ ନିଆଯାଇଥିଲା। ଏଠାରେ ତାଙ୍କର ମୃତ୍ୟୁ ହୋଇଥିବାର କେୟାର ହସ୍ପିଟାଲ […]
ଭୁବନେଶ୍ବର, ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଗୁରୁତର ହୋଇଥିବାର ଖବର ମିଳିଛି। ଗୁରୁତର ହେବାରୁ ତାଙ୍କୁ ଘରୁ କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହାଇଦ୍ରାବାଦରୁ ଆସି କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥଲେ। ଆରୋଗ୍ୟ ଲାଭ କରିଥିବାରୁ ସେ ହସ୍ପିଟାଲରୁ ଘରକୁ ଫେରିଥିଲେ। […]
ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 457 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 118 ଜଣ ଆରୋଗ୍ୟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ନୟାଗଡ଼ରୁ 53, କଟକରୁ 44, ସୁନ୍ଦରଗଡ଼ରୁ 38, ଖୋର୍ଦ୍ଧାରୁ 32, ଗଜପତିରୁ […]
ଭୁବନେଶ୍ବର, ରାଜ୍ୟରେ ସବୁଠାରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଏବଂ ମୃତ୍ୟୁମୁଖରେ ପଡିଥିବା ଗଂଜାମ ଜିଲ୍ଲାରେ ଆସନ୍ତାକାଲିଠାରୁ ପ୍ଲାଜମା ଥେରାପି ଆରମ୍ଭ କରାଯିବ। ଗଞ୍ଜାମ ଜିଲ୍ଲାରେ କୋଭିଡ-19 ସ୍ଥିତିର ସମୀକ୍ଷା ପାଇଁ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି। […]
ଭୁବନେଶ୍ବର, ପରିବହନ କ୍ଷେତ୍ରରେ ପୁଣି ତିନି ମାସ ପାଇଁ ରିହାତି ଘୋଷଣା କରିଛନ୍ତି ରାଜ୍ୟ ସରକାର। ସାମୟିକ ଭାବେ କିଛି ନିର୍ଦ୍ଦିଷ୍ଟ ପରିବହନ ଉପରୁ ମୋଟରଯାନ ଟିକସ ଓ ଅତିରିକ୍ତ ଟିକସ ଛାଡ଼ ଘୋଷଣା କରାଯାଇଛି। ଷ୍ଟେଜ୍ ଓ କଣ୍ଟ୍ରାକ୍ଟ କ୍ୟାରେଜ […]