ନୂଆପଡା, ସିଆରପିଏଫ 216 ବ୍ୟାଟିଲିୟାନ ତରଫରୁ ନୂଆପଡା ଜିଲ୍ଲାର ଖାରୁପାନୀ ରେ ଲୋକମାନଙ୍କୁ ସଚେତନତା ସୃଷ୍ଟି କରାଯାଉଛି। ସେଠାରେ ଲୋକମାନଙ୍କୁ ବିଭିନ୍ନ ସାନାଟାଇଜେସନ ସାମଗ୍ରୀ ମଧ୍ୟ ପ୍ରଦାନ…
ଫଟୋ ଖବର
ହାଇଦ୍ରାବାଦ, କରୋନା ମୁକାବିଲା ପାଇଁ ହାଇଦ୍ରାବାଦ ସାନିଟାଇଜେସନ୍ କର୍ମଚାରୀଙ୍କୁ କରାଯାଉଛି ଶପଥପାଠ
ଯାଜପୁର, ପୋଲିସ ବର୍ତ୍ତମାନ ସମସ୍ତଙ୍କ ପାଇଁ ଆବଶ୍ୟକ। ସେ ମଣିଷ ହୁଅନ୍ତୁ କି ପଶୁ। ଲକଡାଉନ ସମୟରେ ମାଙ୍କଡମାନେ ଭୋକିଲା ଥିବାରୁ ଯାଜପୁର ପୋଲିସ ଗାଡିକୁ ଘେରିଗଲେ…
କୋଲକାତା, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି କରୋନା ସଚେତନତା ପାଇଁ ନିଜେ ଅଣ୍ଟାଭିଡି ବାହାରକୁ ବାହାରିଛନ୍ତି। ମମତା ନିଜ ଗାଡିରେ ମାଇକ ଲଗାଇ ବିଭିନ୍ନ ସ୍ଥାନରେ…
ଯାଜପୁର, କରୋନା ପାଇଁ ବର୍ତ୍ତମାନ ତିନୋଟି ଜିଲ୍ଲା ସଂପୂର୍ଣ୍ଣ ସର୍ଟଡାଉନ ଘୋଷଣା କରାଯାଇଛି। ସେହି ତିନୋଟି ଜିଲ୍ଲା ହେଲା ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର। ସର୍ଟଡାଉନ ଘୋଷଣା…
ହାଇଦ୍ରାବାଦ, ଏକ ସ୍ବତନ୍ତ୍ର ଭଙ୍ଗୀରେ ପୂର୍ବତନ ମଡେଲ ତଥା ଦକ୍ଷିଣ ଭାରତୀୟ ଚଳଚିତ୍ରର ଚୁଲୁବୁଲି ନାୟିକା ପ୍ରିୟାମଣି
ଭୁବନେଶ୍ବର, ବର୍ତ୍ତମାନ ଲକ ଡାଉନ ପାଇଁ ସାରା ରାଜ୍ୟର ଜନଜୀବନ ଠପ ହୋଇଯାଇଛି। ରାସ୍ତାଘାଟ ଶୂନଶାନ। ଏପରି ପରିସ୍ଥିତିରେ ଚିତ୍ରକର ମାନେ ରାସ୍ତା ଉପରେ ବିଭିନ୍ନ କରୋନା…
ନୂଆଦିଲ୍ଲୀ, ଚାରିଆଡେ ଲକଡାଉନ ଥିବାରୁ ଲୋକମାନେ ଘରି ବାହାରି କୋଭିଡ19 ଟେଷ୍ଟ କରିବା ପାଇଁ ଉଚିତ ମଣୁ ନାହାଁନ୍ତି। ସେଥିପାଇଁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ମୋବାଇଲ କୋଭିଡ19…
ବର୍ତ୍ତମାନ ସାରା ଭାରତରେ ଲକ ଡାଉନ, ରାସ୍ତାଘାଟ ଶୂନଶାନ। କେଉଁଠି ବି ଗାଡିଟିଏ ଗଡିବା ଦେଖିବାକୁ ମିଳୁ ନାହିଁ। ଏପରି ପରିସ୍ଥିତିରେ ରାସ୍ତାଘାଟକୁ ଅକ୍ତିୟାର କରିଛନ୍ତି ଶିଶୁ।…
ଭୁବନେଶ୍ବର, ଓଡିଶାରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 61 ରେ ପହଁଚିବା ସହ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟର ସବୁଠାରୁ ଅଧିକ କରୋନା ରୋଗୀ ଖୋର୍ଦ୍ଧା ଜିଲ୍ଲାର…
ଭୁବନେଶ୍ବର, ବର୍ତ୍ତମାନ ଲକଡାଉନ ଯୋଗୁଁ ଚାରିଆଡେ ହୋଟେଲ ରେଷ୍ଟୁରାଣ୍ଟ ବନ୍ଦ ହୋଇ ପଡିଛି। ଏପରି କ୍ଷେତ୍ରରେ ବୁଲା ଗାଈଗୋରୁଙ୍କ ଖାଦ୍ୟ ସମସ୍ୟା ଜଟିଳ ହୋଇପଡିଛି। ଏହି ସମସ୍ୟାକୁ…
କୋଲକାତା, ବର୍ତ୍ତମାନ ସାରା ଦେଶରେ ଲକଡାଉନ ଚାଲିଥିବା ସହିତ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟ। ଏପରି ପରିସ୍ଥିତିରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି…
ଅମୃତସର, ପୋଲିସ କମିଶରନ ସୁଖଚେନ୍ ସିଂ କରୋନା ଭାରସ କବଳରୁ ମୁକ୍ତ ରହିବା ପାଇଁ ବ୍ୟବହୃତ ହେଉଥିବା ପିପିଇ ବା Personal Protective Equipment ବଣ୍ଟନ କରୁଛନ୍ତି।…
ବର୍ତ୍ତମାନ ଚାରିଆଡେ ଲକଡାଉନ ଚାଲିଛି। ରାସ୍ତାଘାଟ ଗାଡିମୋଟର ସବୁ ବନ୍ଦ। ହେଲେ ବିହାରର ପାଟନା ଅଟୋରିକ୍ସା ଚାଳକମାନେ ବିଭିନ୍ନ ଦାବୀନେଇ ରାସ୍ତାକୁ ଓହ୍ଲାଇଛନ୍ତି। ତେବେ ଏମାନେ ସାଧାରଣ…
ତେଲୁଗୁ ଚଳଚିତ୍ର “ଓରିୟା ବୁଜ୍ଜି ଗା” ର ଏକ ବିଶେଷ ଦୃଶ୍ୟରେ ଅଭିନେତା ଏବଂ ଅଭିନେତ୍ରୀ ଏକ ବିଶେଷ ଭଙ୍ଗିରେ
ନୂଆଦିଲ୍ଲୀ, ସମ୍ବାଧାନ ପ୍ରଣେତା ଡକ୍ଟର ବି,ଆର ଆମ୍ବେଦକରଙ୍କ ଜନ୍ମ ଦିବସ ଉପଲକ୍ଷେ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଏବଂ ତାଙ୍କ ଧର୍ମପତ୍ନ ଉଷାମ୍ମାଙ୍କ ଶ୍ରଦ୍ଧାଞ୍ଜଳୀ ପ୍ରଦାନ।
ନୂଆଦିଲ୍ଲୀ, ଲକଡାଉନ ଯୋଗୁଁ ଦୀର୍ଘଦିନ ଧରି ବନ୍ଦ ଥିବା ଶାସ୍ତ୍ରୀ ଭବନ ଏବେ ଖୋଲାଯାଇଛି। ତେବେ ଗାଡିଗୁଡିକ ସେ ଭିତରକୁ ଯିବା ପୂର୍ବରୁ ଚେକିଂ ସହିତ ସାନିଟାଇଜେସନ…
ନୂଆଦିଲ୍ଲୀ, ସମସ୍ତ କେନ୍ଦ୍ରମନ୍ତ୍ରୀ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ କରିବା ପରେ ନିଜ କାର୍ଯ୍ୟରେ ଯୋଗଦେଇଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର।…
ନୂଆଦିଲ୍ଲୀ, ସମସ୍ତ କେନ୍ଦ୍ରମନ୍ତ୍ରୀ ଆସି କାମ କରିବା ପାଇଁ ପ୍ରଧାନମନ୍ତ୍ରୀ ଆାହ୍ବାନ ଦେବା ପରେ ବର୍ତ୍ତମାନ ବିଭିନ୍ନ ମନ୍ତ୍ରୀ ସେମାନଙ୍କ କାର୍ଯ୍ୟାଳୟରେ ଯୋଗଦେବାରେ ଲାଗିଛନ୍ତି। ସେହିପରି ନର୍ଥବ୍ଲକ…
ନୂଆଦିଲ୍ଲୀ, ବର୍ତ୍ତମାନ ମାସ୍କ ସମସ୍ତଙ୍କ ପାଇଁ ଆବଶ୍ୟକ ହୋଇପଡିଛି। ହେଲେ ବର୍ତ୍ତମାନ ବଜାରରେ ଏହାର ଅଭାବ ପରିଲକ୍ଷିତ ହେଉଛି। ସେଥିପାଇଁ ସମସ୍ତେ ବର୍ତ୍ତମାନ ଘରେ ମାସ୍କ ତିଆରି…
ହାଇଦ୍ରାବାଦ, କରୋନା ଭାଇରସ ପାଇଁ ବର୍ତ୍ତମାନ ସଚେତନତା ହେଉଛି ମୁଖ୍ୟ କଥା। ସେଥିପାଇଁ ଚାରିଆଡେ ସଚେତନତା ବାର୍ତ୍ତା ପହଁଚିବାରେ ଲାଗିଛି। ସେହି ପରିପ୍ରେକ୍ଷୀରେ ହାଇଦ୍ରାବାଦ ପ୍ରଶାସନ କରୋନା…