ପୋଲିସ ଭରସା, ଲକଡାଉନ ସମୟରେ ଖାଦ୍ୟ ପାଇଁ ଯାଜପୁର ପୋଲିସ ଗାଡିକୁ ଘେରିଲେ ମାଙ୍କଡ

Published: Apr 25, 2020, 8:06 pm IST

ଯାଜପୁର, ପୋଲିସ ବର୍ତ୍ତମାନ ସମସ୍ତଙ୍କ ପାଇଁ ଆବଶ୍ୟକ। ସେ ମଣିଷ ହୁଅନ୍ତୁ କି ପଶୁ। ଲକଡାଉନ ସମୟରେ ମାଙ୍କଡମାନେ ଭୋକିଲା ଥିବାରୁ ଯାଜପୁର ପୋଲିସ ଗାଡିକୁ ଘେରିଗଲେ ମାଙ୍କଡ

Related posts