ନୂଆଦିଲ୍ଲୀ, ଗ୍ରେଟର ନୋଇଡାରେ କୋଭିଡ19 ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ସଫେଇ କାମ। ମଶା ଘଉଡାଇବା ଧୂଆ ପ୍ରଦାନ ଯନ୍ତ୍ର…
ଫଟୋ ଖବର
ସିମିଲା, ବର୍ତ୍ତମାନ ସାରା ବିଶ୍ବ କରୋନା ବିରୋଧରେ ସଂଘର୍ଷ କରିବାରେ ଲାଗିଛନ୍ତି। ଏ କ୍ଷେତ୍ରରେ ସାରା ଦେଶରେ ଥିବା ଏସଏଚଜି ସଦସ୍ୟାମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।…
ବାଙ୍ଗାଲୁରୁ, ସାରା ଦେଶରେ ଲକ ଡାଉନ ଚାଲିଥିବାରୁ ବହୁଦିନ ଧରି ସମସ୍ତ ଯାତ୍ରୀବାହି ବିମାନ ଚଳାଚଳକୁ ବନ୍ଦ କରିଦିଆଯାଇଛି। ଫଳରେ ବର୍ତ୍ତମାନ ବିମାନ ବନ୍ଦରରେ ଏହି ବିମାନ…
ଗଂଜାମ, କରୋନା ମୁକାବିଲା ପାଇଁ ଗଂଜାମ ଜିଲ୍ଲାର ଗୋରାପଲ୍ଲୀ ଟୋଲ ଗେଟକୁ ସିଲ କରି ଦିଆଯାଇଛି। ଘରୋଇ ଗାଡିକୁ ଛାଡି ଦିଆଯାଉ ନାହିଁ। ଦିନରାତି ପୋଲିସ ତରଫରୁ…
ଭୁବନେଶ୍ବର, ଲକଡାଉନ ସମୟରେ ସାରା ରାଜ୍ୟ ଶୂନଶାନ, ଏପରି ସମୟରେ ନା ଅଛି କୋଳାହଳ ନା ଅଛି ଗାଡିର ବିକଟାଳ ଶଦ୍ଦ। ଏପରି ଶାନ୍ତ ସମୟରେ ଆକାଶ…
କଟକ, ବର୍ତ୍ତମାନ ଘରୁ କେହି ବାହାରି ପାରୁ ନ ଥିବା ବେଳେ କଟକର ଆଶା କର୍ମିମାନେ ସେମାନଙ୍କ ଦୈନିକ କାମ ବଜାଇ ରଖିଛନ୍ତି। ସେମାନେ ଘରକୁ ଘର…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ନୂଆଦିଲ୍ଲୀ ବାସଭବନରେ ପରିବାର ସହ ଦୀପ ଜାଳୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆଦିଲ୍ଲୀ ବାସିନ୍ଦା ଭାରତ ମାନଚିତ୍ରର ଏକ ଦୀପାଳି ତିଆରି କରିଛନ୍ତି, ଯାହା ଲୋକଙ୍କୁ ବେଶ୍ ଆକର୍ଷିତ କରିଛି।
ନୂଆଦିଲ୍ଲା, ପ୍ରଧାନମନ୍ତ୍ରୀଙ୍କ ଆହ୍ନାନ କ୍ରମେ ସାରା ଦେଶ 9 ମିନଟ ପାଇଁ ଦୀପ ଜାଳି କରୋନାକୁ ମୁକାବିଲା କରିବା ପାଇଁ ଶକ୍ତି ସଞ୍ଚୟ କରାଯାଇଛି। ଏଥିରେ ସାମିଲ…
କଟକ, ଜିଲ୍ଲାରେ ଏକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଖୋଜିବାରେ ଲାଗିଛନ୍ତି ଜିଲ୍ଲା ପ୍ରଶାସନ।
ପୁରୀ, ବର୍ତ୍ତମାନ ଚାରିଆଡେ ଲକଡାଉନ ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଘୋଷଣା ମୁତାବିକ ସରକାରୀ ଅଧିକାରୀମାନେ ଘରକୁ ଘର ବୁଲି ପିଡିଏସ ସାମଗ୍ରୀ ପ୍ରଦାନ କରୁଛନ୍ତି। ଏହା…
ଭଦ୍ରକ, ବର୍ତ୍ତମାନ ଚାରିଆଡେ ଲକଡାଉନ ଚାଲିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଭତ୍ତା ଟଙ୍କା ଠିକ୍ ଭାବେ ବଣ୍ଟନ ଚାଲିଛି। ଏହା ହେଉଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର…
ଯାଜପୁର, ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ମିଳିବା ପରେ ଯାଜପୁର ଟାଉନକୁ ସଟ୍ ଡାଉନ ଘୋଷଣା କରାଯାଇଛି। ସେଠାରେ ସ୍ଥିତି କିପରି ଅଛି ତାହାର ତଦାରଖ କରିବା…
ଭୁବନବେଶ୍ବର, ଗତକାଲି ରାଜ୍ୟ ସରକାର ଭୁବନେଶ୍ବରକୁ ସଂପୂର୍ଣ୍ଣ ସର୍ଟଡାଉନ ଘୋଷଣା କରିବା ପରେ ଏହା ହେଉଛି ଆକାଶ ମାର୍ଗରୁ ଭୁବନେଶ୍ବରର ଦୃଶ୍ୟ।
ବାରିପଦା, ମୟୁରଭଂଜ ଜିଲ୍ଲାର ବାରିପଦାରେ ଥିବା କଚେରୀ ବଜାରରେ ସବୁବେଳେ ଗହଳି ଚହଳି ଲାଗି ରହିଥାଏ। କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସେଠାରେ ଜିଲ୍ଲା ପ୍ରଶାସନ…
ହାଇଦ୍ରାବାଦ, ବର୍ତ୍ତମାନ ଚାରିଆଡେ ଲକଡାଉନ ହୋଇଥିବାରୁ ଲୋକେ ଘରୁ ବାହରିପାରୁ ନାହାଁନ୍ତି। ଫଳରେ ପ୍ରତିଦିନ ରୋଗୀଙ୍କୁ ଯେଉଁ ରକ୍ତର ଆବଶ୍ୟକତା ରହିଥାଏ ତାହା ଆଉ ହୋଇପାରୁ ନାହିଁ।…
ମୁମ୍ବାଇ, ଚାରିଆଡେ ଲକଡାଉନ ଚାଲିଥିବାବେଳେ ସମସ୍ତେ ବର୍ତ୍ତମାନ ଘରେ ବସିଛନ୍ତି। ରାସ୍ତାଘଟ ଶୂନଶାନ। ଏପରି ସମୟରେ ରାସ୍ତାକୁ ଓହ୍ଲାଇଛନ୍ତି ପଶୁପକ୍ଷୀ। ଏହି ଦୃଶ୍ୟ ହେଉଛି ମୁମ୍ବାଇର ପାର୍ସି…
ଭୁବନେଶ୍ବର- ଆମିଷ ବାରରେ ସାଧାରଣତଃ ଆମିଷ ବଜାରରେ ବିଡ ଜମିଥାଏ। ହେଲେ କୋରନା ଘଟଣା ଆସିବା ଦିନଠାରୁ ଚାରିଆଡେ ସାମାଜିକ ଦୂରତା ରଖାଯାଉଥିଲେ ମଧ୍ୟ ଆମିଷ ବଜାରରେ…
ଭୁବନେଶ୍ବର, ଚୈତ୍ରମାସ ମଙ୍ଗଳବାର ହେଉଛି ମା ମଙ୍ଗଳା ବ୍ରତଧାରୀଙ୍କ ବଡ ପର୍ବ। ଏହି ଦିନ ଗଂଜାମ ଜିଲ୍ଲାରେ ମାତାରାତାରିଣୀଙ୍କ ପିଠରେ ପ୍ରବଳ ଭିଡ ହୁଏ। ହେଲେ କରୋନା…
ଯାଜପୁର, ଓଡିଶାର ଯାଜପୁର ଜିଲ୍ଲା ପୋଲିସ ବର୍ତ୍ତମାନ ସହର ଛାଡି ଗାଁରେ କରୋନା ସହିତ ମୁକାବିଲା କରିବା ପାଇଁ ସଚେତନାତ ସୃଷ୍ଟି କରିବାରେ ଲାଗିଛନ୍ତି। ସେମାନେ ଘରକୁ…
ଲକ୍ଡାଉନ୍ ଡାଏରୀ : ଦେଶରେ ଲକ୍ ଡାଉନ ଜାରି ହୋଇଥିବାବେଳେ ଲୋକଙ୍କୁ ଫିଟ୍ ଓ ସୁସ୍ଥ ରଖିବା ପାଇଁ ଫିଟିନେସ୍ ରୁଟିନ୍ ଓ ଯୋଗ ଭିଡିଓ ସେୟାର କଲେ…