ଲକଡାଉନରେ ସବୁ ଲୋକ ଘର ଭିତରେ ଥିବା ବେଳେ ମୁମ୍ବାଇ ଗଳିକନ୍ଦିରେ ବୁଲିଲେ ମୟୁର

Published: Apr 2, 2020, 1:13 pm IST

ମୁମ୍ବାଇ, ଚାରିଆଡେ ଲକଡାଉନ ଚାଲିଥିବାବେଳେ ସମସ୍ତେ ବର୍ତ୍ତମାନ ଘରେ ବସିଛନ୍ତି। ରାସ୍ତାଘଟ ଶୂନଶାନ। ଏପରି ସମୟରେ ରାସ୍ତାକୁ ଓହ୍ଲାଇଛନ୍ତି ପଶୁପକ୍ଷୀ। ଏହି ଦୃଶ୍ୟ ହେଉଛି ମୁମ୍ବାଇର ପାର୍ସି କଲୋନୀ ଯେଉଁଠାରେ ରାସ୍ତାରେ ମୟୁର ଭ୍ରମଣ କରିବାରେ ଲାଗିଛନ୍ତି.

Related posts