Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ
ଖେଳ

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏସିଆ କପର ଖୁସି ମଧ୍ୟରେ ଭାରତୀୟ ଖେଳାଳିଙ୍କ ପାଇଁ ଦୁଃଖ: ଦଣ୍ଡିତ କଲା ଆଇସିସି
ଏସିଆ କପର ଖୁସି ମଧ୍ୟରେ ଭାରତୀୟ ଖେଳାଳିଙ୍କ ପାଇଁ ଦୁଃଖ: ଦଣ୍ଡିତ କଲା ଆଇସିସି

ନୂଆଦିଲ୍ଲୀ: ଭାରତ ମହିଳା ଦଳ ୨୦୨୬ ଏସିଆ କପ୍ ଜିତିଛି। ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଦଳ ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଛି। ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୮୩ ରନର ବିଶାଳ ସ୍କୋର କରିଥିଲା। ଶେଫାଲି ବର୍ମା ଏବଂ ସ୍ମୃତି ମନ୍ଧାନା ୧୨୯ ରନର ରେକର୍ଡ ଓପନିଂ ପାର୍ଟନରସିପ୍ ଭାଗୀଦାରି କରିଥିଲେ। ୧୮୩ ରନର ଡିଫେଣ୍ଡେସନ୍ କରି ଶ୍ରୀ ଚରଣୀ ସର୍ବାଧିକ ୪ ୱିକେଟ୍ ନେଇଥିଲେ ଏବଂ ଦୀପ୍ତି ଶର୍ମା ୩ ୱିକେଟ୍ ନେଇଥିଲେ।

ଭାରତ ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା

୨୦୦୪ ମସିହାରେ ପ୍ରଥମ ସଂସ୍କରଣର ବିଜେତା ଭାରତୀୟ ମହିଳା ଦଳ ଏବେ ମୋଟ ୮ଟି ମହିଳା ଏସିଆ କପ୍ ଟାଇଟଲ୍ ପାଇଛି। ଭାରତ ପୂର୍ବ ସଂସ୍କରଣର ପ୍ରତିଶୋଧ ନେଇଛି। ଫାଇନାଲରେ ଭାରତକୁ ପରାସ୍ତ କରି ଶ୍ରୀଲଙ୍କା ପୂର୍ବ ସଂସ୍କରଣରେ ଚାମ୍ପିଅନ୍ ଥିଲା।

IND Vs SL Women Indian Women Cricket Team Shafali Verma Women's Asia Cup Final
Share. Facebook Twitter LinkedIn Email WhatsApp Copy Link

Related Posts

FD ଉପରେ ବ୍ୟାଙ୍କର ମନମାନି ଚଳିବନି! ସୁଧ ହାର ହ୍ରାସକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ

October 7, 2026

ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ହେଲେ ଆଶୁତୋଷ ଦୀକ୍ଷିତ

October 7, 2026

ସ୍ମୃତି ମନ୍ଧାନା ଭାରତୀୟ ମହିଳା କ୍ରିକେଟ୍ ଦଳର ନୂଆ ଅଧିନାୟିକା

October 7, 2026

Chintan Shivir: ଗୁଜରାଟ ଚିନ୍ତନ ଶିବିରର ଶେଷ ଦିବସରେ ଅଧ୍ୟକ୍ଷତା କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

October 7, 2026
Latest News

ଚିଲିକା ମଝିରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି, ୫୦ରୁ ଅଧିକ ଯାତ୍ରୀ ଫସିଥିବା ସୂଚନା

October 7, 2026

ୟୁରିକ୍ ଏସିଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଜାଣନ୍ତୁ କେଉଁ ଖାଦ୍ୟ ଖାଇବେ ଓ କାହାଠାରୁ ଦୂରେଇ ରହିବେ

October 7, 2026

FD ଉପରେ ବ୍ୟାଙ୍କର ମନମାନି ଚଳିବନି! ସୁଧ ହାର ହ୍ରାସକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ

October 7, 2026

ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

October 7, 2026

୪୮୦ କିଲୋୱାଟ୍ ପିକ୍ ରୁ ଅଧିକ ସୌର ଶକ୍ତି କ୍ଷମତାର ବ୍ୟବହାରକୁ ସୁଦୃଢ଼ କରୁଛି ପୂର୍ବ ତଟ ରେଳପଥ 

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.