ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରାଟ କୋହଲି ପ୍ରଥମ କ୍ରିକେଟର ଭାବେ ୫୦ ଦିନିକିଆ ଅନ୍ତର୍ଜାତୀୟ ଶତକ ହାସଲ କରିଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘’ଆଜି ବିରାଟ କୋହଲି କେବଳ ତାଙ୍କର ୫୦ତମ ଦିନିକିଆ […]
ନୂଆଦିଲ୍ଲୀ: ଦେଶରେ କ୍ରିକେଟ୍ ବିଶ୍ୱକପ୍ ଚାଲିଛି ଏବଂ ସମସ୍ତେ ଏହାକୁ ନେଇ ପାଗଳ। ବିଶ୍ୱକପରେ ଭାରତୀୟ ଦଳ ଅପରାଜୟ ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟ ଧାରା ଜାରି ରହିଛି। ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି […]
ମୁମ୍ବାଇ: ଭାରତୀୟ ଦଳ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ୨୦୨୩ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ଭାରତର ଏହି ଐତିହାସିକ ବିଜୟରେ ବିରାଟ କୋହଲି, ଶ୍ରେୟସ୍ ଆୟର ଏବଂ ମହମ୍ମଦ ଶାମିଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। କୋହଲି ଏବଂ […]
ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ୫୦ ତମ ଏକଦିବସୀୟ ଶତକ ଏବଂ ଶ୍ରେୟାସ ଆୟରଙ୍କ ଉଜ୍ଜ୍ୱଳ ଶତକ ଯୋଗୁଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଭାରତୀୟ ଦଳ ୫୦ ଓଭରରେ ୪ ୱିକେଟ ହରାଇ ୩୯୭ ରନ ସ୍କୋର କରିଛି। ଏହି […]
ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ରୋହିତ ଶର୍ମା ବିଶ୍ୱକପରେ ଛକାର ଅର୍ଦ୍ଧଶତକ ହାସଲ କରିଛନ୍ତି। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଉଥିବା ବିଶ୍ୱକପର ସେମିଫାଇନାଲ ମ୍ୟାଚରେ ରୋହିତ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ୫୦ତମ ଛକା ସହ ରୋହିତ ଶର୍ମା କିମ୍ବଦନ୍ତୀ […]
ନୂଆଦିଲ୍ଲୀ: କ୍ରିକେଟ୍ ୱାର୍ଲ୍ଡ କପ୍ ସେମି-ଫାଇନାଲର ପ୍ରଥମ ମ୍ୟାଚ୍ ଆଜି ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବା। ଏହି ମ୍ୟାଚ୍ ସମ୍ବନ୍ଧରେ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି ଏବଂ ଏହାକୁ ଦେଖିବା ପାଇଁ ଉତ୍ସାହର […]
ନୂଆଦିଲ୍ଲୀ: ଆଜି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏଥି ସହିତ ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୨ ଟାରୁ ଆରମ୍ଭ ହେବ। ଏହି ଗ୍ରାଉଣ୍ଡରେ ଟସ୍ […]
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚ୍ ଫୁଟବଲ ଖେଳାଳିମାନଙ୍କୁ ମଧ୍ୟ ରଙ୍ଗ ଲଗେଇବା ଆରମ୍ଭ କରିଛି। ସୋମବାର ଦିନ ଜର୍ମାନ ଫୁଟବଲର୍ ଥୋମସ୍ ମୁଲର ଟିମ୍ ଇଣ୍ଡିଆର ଜର୍ସି ପିନ୍ଧିଥିବା ଏକ ଭିଡିଓ ସେୟାର କରିଥିବାବେଳେ ବର୍ତ୍ତମାନ […]
ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ଅଧିନାୟକ କିଏ ହେବା ଉଚିତ ବୋଲି ପ୍ରଶ୍ନର ଉତ୍ତର ଦେଇଛନ୍ତି ଗୌତମ ଗମ୍ଭୀର। ସ୍ପୋର୍ଟସ୍ କ୍ରିଡା ସହିତ କଥାବାର୍ତ୍ତା ବେଳେ ଗମ୍ଭୀର ଏହାର ଉତ୍ତର ଦେଇଛନ୍ତି। ବାସ୍ତବରେ, ଗମ୍ଭୀର ଏହି ପ୍ରଶ୍ନର ଏପରି ଉତ୍ତର ଦେଇଛନ୍ତି ଯାହା […]
ଭୁବନେଶ୍ୱର: ଗୋଆରେ ଅନୁଷ୍ଠିତ ଜାତୀୟ କ୍ରୀଡା ୨୦୨୩ରେ ରିଲାଏନ୍ସ ଫାଉଣ୍ଡେସନ୍ର ଆଥଲେଟମାନେ ଚମତ୍କାର ପ୍ରଦର୍ଶନ କରିବା ସହିତ ସାତଟି ବିଭିନ୍ନ କ୍ରୀଡାରେ ମୋଟ ୩୦ ପଦକ ହାସଲ କରିଛନ୍ତି। ଚୂଡାନ୍ତ ପଦକ ତାଲିକା ମଧ୍ୟରେ ୧୫ଟି ସ୍ୱର୍ଣ୍ଣ, ୮ ରୌପ୍ୟ ଏବଂ […]
ନୂଆଦିଲ୍ଲୀ: ODI ବିଶ୍ୱକପ ର ଲିଗ୍ ମ୍ୟାଚ୍ ସମାପ୍ତ ହୋଇଛି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍ ନଭେମ୍ବର ୧୫ ତାରିଖ ବୁଧବାର ଦିନ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଆଇସିସି […]
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ଅଧିନାୟକ ମିସବାହ ଉଲ ହକ ୨୦୨୩ ବିଶ୍ୱକପର ଫାଇନାଲ ବିଷୟରେ ପୂର୍ବାନୁମାନ କରିଛନ୍ତି। ମିସବାହ ସେହି ଦୁଇ ଦଳର ନାମ ଘୋଷଣା କରିଛନ୍ତି ଯାହା ଏଥର ବିଶ୍ୱକପ୍ ର ଫାଇନାଲ୍ ଖେଳିପାରନ୍ତି। ଏସ୍ପୋର୍ଟ୍ସକୁ ମିସବାହ […]
ଭୁବନେଶ୍ଵର: ରୋହିତ ଶର୍ମାଙ୍କ ନେତୃତ୍ଵରେ ଟିମ୍ ଇଣ୍ଡିଆ ବିଶ୍ୱକପ୍-୨୦୨୩ ରେ ନିଜର ବିଜୟ ଧାରା ଜାରି ରଖି କ୍ରମାଗତ ୯ ତମ ବିଜୟ ହାସଲ କରିଛି। ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚ୍ ରେ ଭାରତୀୟ ଦଳ ନେଦରଲ୍ୟାଣ୍ଡକୁ ୧୬୦ ରନ୍ ରେ […]
ଭୁବନେଶ୍ବର: ବିଶ୍ଵକପ-୨୦୨୩ ର ଅନ୍ତିମ ଲିଗ ମ୍ୟାଚ ଆଜି ଭାରତ-ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪୧୦ ରନ ବିଶାଳ ସ୍କୋର କରିଛି। ନେଦରଲ୍ୟାଣ୍ଡ ପାଇଁ ୪୧୧ ରନର ଲକ୍ଷ୍ୟ। ଭାରତ ପକ୍ଷରୁ ଆଜି […]
ନୂଆଦିଲ୍ଲୀ: ଆଜି ବିଶ୍ୱକପରେ ଭାରତ ଏବଂ ନେଦରଲ୍ୟାଣ୍ଡ ଦଳ ମଧ୍ୟରେ ସଂଘର୍ଷ ହେବ। ଏହା ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚ୍। ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅପରାହ୍ନ ୨ ଟାରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ପଡିଆ ଗତ କିଛି […]
ନୂଆଦିଲ୍ଲୀ: ବିଶ୍ୱକପ ପୂର୍ବରୁ ଭାରତର ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ବିଶେଷକରି କେ.ଏଲ୍ ରାହୁଲ ଏବଂ ଶ୍ରେୟସ୍ ଆୟରଙ୍କ ବିଷୟରେ କିଛି ଚିନ୍ତା ଥିଲା, କିନ୍ତୁ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏପର୍ଯ୍ୟନ୍ତ ପ୍ରଦର୍ଶନ ଉପରେ ଖୁସି ବ୍ୟକ୍ତ କରିଛନ୍ତି। ଆଘାତରୁ ସୁସ୍ଥ […]
ଭୁବନେଶ୍ବର: ପ୍ରତ୍ୟେକ ଶିଶୁ ନିକଟରେ କିଛି ନା କିଛି କ୍ରୀଡା ପ୍ରତିଭା ଲୁଚି ରହିଛି। ଏହି କ୍ରୀଡା ପ୍ରତିଭାର ବିକାଶ ନିମନ୍ତେ ମହିଳା ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ପ୍ରତିବର୍ଷ ପରି ଏହି ବର୍ଷ […]
ଭୁବନେଶ୍ବର: ଓଡ଼ିଶାର ବିଶ୍ୱପ୍ରସିଦ୍ଧ କଳିଙ୍ଗ ଷ୍ଟାଡିୟମରେ ମହିଳା ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଆନୁଷ୍ଠାନିକ ଭାବେ ଆରମ୍ଭ ହେଇଯାଇଛି ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉତ୍ସବ ‘ଉତ୍ସାହ’। ଏହି ଉତ୍ସବରେ ମିଶନ ଶକ୍ତି, ମହିଳା […]
ନୂଆଦିଲ୍ଲୀ: ଆଜି ମୁମ୍ବାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଆଫଗାନିସ୍ତାନ ଦଳ ବ୍ୟାଟିଂ ଜାରି ରଖିଛି। ଆଫଗାନିସ୍ତାନ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି। ସେମାନେ ଶେଷ ତିନୋଟି ମ୍ୟାଚ୍ ଜିତିଛନ୍ତି। କିନ୍ତୁ ଏଠାରେ ଜିତିବା ତାଙ୍କ ପାଇଁ କଷ୍ଟକର ହେବ। ବିଶ୍ୱକପ୍ ୨୦୨୩ ର […]
ନୂଆଦିଲ୍ଲୀ: ଚଳିତ କ୍ରିକେଟ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ବିରାଟ କୋହଲି ଖେଳିଥିବା ଏକ ସୁନ୍ଦର ଇନିଂସ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ […]
ନୂଆଦିଲ୍ଲୀ: ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ୍ ସମୟରେ ଏପରି କିଛି ଘଟିଛି, ଯାହା କ୍ରିକେଟ୍ ର ୧୪୬ ବର୍ଷର ଇତିହାସରେ କେବେ ହୋଇ ନଥିଲା। ବାସ୍ତବରେ ଶ୍ରୀଲଙ୍କାର ଖେଳାଳି ଆଞ୍ଜେଲୋ ମାଥ୍ୟୁସଙ୍କୁ ଟାଇମ ଆଉଟ ଘୋଷଣା କରାଯାଇଥିଲା। ଆଜି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ଏହିପରି […]