ନୂଆଦିଲ୍ଲୀ: ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଅନଭିଜ୍ଞ ନେଦରଲ୍ୟାଣ୍ଡ ବିପକ୍ଷରେ ୨୪୬ ରନ୍ର ଟାର୍ଗେଟକୁ ପୂରଣ କରିବାରେ ବିଫଳ ହୋଇଛି। ଏବଂ ଏହି ମେଗା ଇଭେଣ୍ଟରେ ଆଉ ଏକ ବଡ ବିପର୍ଯ୍ୟୟ ହୋଇଛି। ଦକ୍ଷିଣ ଆଫ୍ରିକା […]
ଭୁବନେଶ୍ୱର: ନିକଟରେ ଚାଇନାର ହାଙ୍ଗଜୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ […]
ନୂଆଦିଲ୍ଲୀ: ମୁମ୍ବାଇ ଠାରେ ଆଇଓସିର ୧୪୧ତମ ଅଧିବେଶନ ପୂର୍ବରୁ ବିଶ୍ୱର ବିଭିନ୍ନ କ୍ରୀଡ଼ା ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ଅନେକ ସଦସ୍ୟ ମାନଙ୍କ ସହ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର […]
ନୂଆଦିଲ୍ଲୀ: ୨୦୨୩ ବିଶ୍ୱକପ୍ରେ ଭାରତ-ପାକ୍ ମ୍ୟାଚ୍ ପରେ ପାକିସ୍ତାନୀ ଦଳର ନିର୍ଦ୍ଦେଶକ ମିକି ଆର୍ଥର୍ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ କହିଥିଲେ ଯେ, ଏହା ବିଶ୍ୱକପ ନୁହେଁ ବରଂ ବିସିସିଆଇ ଇଭେଣ୍ଟ। ଭାରତୀୟ ଭିସା ପାଇବାରେ ପାକିସ୍ତାନୀ କ୍ରିକେଟ୍ ପ୍ରଶଂସକମାନେ […]
ମୁମ୍ବାଇ: ଲସ୍ ଏଞ୍ଜେଲସ ୨୦୨୮ ଅଲିମ୍ପିକ୍ସ କ୍ରୀଡା ନିମନ୍ତେ କ୍ରୀଡା କାର୍ଯ୍ୟସୂଚୀରେ କ୍ରିକେଟକୁ ସାମିଲ କରାଯିବା ଏକ ସ୍ୱାଗତଯୋଗ୍ୟ ବିଷୟ ଯାହାର ବିଶ୍ୱର ନୂତନ ଭୌଗୋଳିକ ଅଞ୍ଚଳଗୁଡିକରେ ଅଲିମ୍ପିକ ଆନ୍ଦୋଳନ ପାଇଁ ନୂତନ ଆଗ୍ରହ ଏବଂ ସୁଯୋଗ ସୃଷ୍ଟି କରିବାର ସାମର୍ଥ୍ୟ […]
ନୂଆଦିଲ୍ଲୀ: ଏହି ବିଶ୍ୱକପରେ ଆଫଗାନିସ୍ତାନ ପ୍ରଥମ ବଡ ପରିବର୍ତ୍ତନ ସୃଷ୍ଟି କରିଛି। ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ପରାସ୍ତ କରି ଏହି ଦଳ ସମଗ୍ର ବିଶ୍ୱକୁ କହିଛି ଯେ, ଏହା ଯେକୌଣସି ଦଳକୁ ପରାସ୍ତ କରିପାରିବ। ଏହି ମ୍ୟାଚ୍ ଜିତିବା ଦ୍ୱାରା ଆଫଗାନିସ୍ତାନ […]
ନୂଆଦିଲ୍ଲୀ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ପାକିସ୍ତାନ ବିଶ୍ୱକପ କ୍ରିକେଟ୍ ମ୍ୟାଚ୍ ବେଳେ “ଜୟ ଶ୍ରୀ ରାମ” ସ୍ଲୋଗାନ ଲାଗିଥିଲା। ଏନେଇ ତାମିଲନାଡୁ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଡିଏମକେ ନେତା ଉଦୟାନିଧି ଷ୍ଟାଲିନଙ୍କ ପ୍ରତିକ୍ରିୟା ଆସିଛି। […]
ନୂଆଦିଲ୍ଲୀ: ଏଫ୍ଆଇଡିଇ ବିଶ୍ୱ ଜୁନିଅର ରାପିଡ୍ ଚେସ୍ ଚାମ୍ପିଅନସିପ୍ ୨୦୨୩ରେ ଉଲ୍ଲେଖନୀୟ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୌନକ ସାଧୱାନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ X ରେ ପୋଷ୍ଟରେ ଲେଖିଛନ୍ତି ଯେ, “ଏଫ୍ଆଇଡିଇ ବିଶ୍ୱ ଜୁନିଅର ରାପିଡ୍ ଚେସ୍ ଚାମ୍ପିଅନସିପ୍ […]
ନୂଆଦିଲ୍ଲୀ: ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲୋନ୍ ଆଜି ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ବିଜୟରେ ଖୁସି ବ୍ୟକ୍ତ କରିଛନ୍ତି। ଏହି ସମୟରେ ସେ ପାକିସ୍ତାନୀ ଦଳକୁ ମଧ୍ୟ କଟାକ୍ଷ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି […]
ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତୀୟ ବୋଲରଙ୍କ ଆଗରେ ପାକିସ୍ତାନ ଆତ୍ମସମର୍ପଣ କରିଛି। ବ୍ୟାଟ୍ସମ୍ୟାନ୍ ଙ୍କୁ ସହାୟକ ଦେଉଥିବା ଏହି ପିଚ୍ରେ ଭାରତୀୟ ବୋଲରମାନେ ସଠିକ୍ ଲାଇନ୍ ରେ ବୋଲିଂ କରି ପୁରା ପାକିସ୍ତାନୀ ଦଳକୁ ୧୯୧ ରନ୍ ରେ […]
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିଶ୍ୱକପ ମ୍ୟାଚ୍ ଆରମ୍ଭ ହୋଇଛି। ଗତ ଚାରି ବର୍ଷ ଧରି ସାରା ବିଶ୍ୱରେ କ୍ରିକେଟ୍ ପ୍ରଶଂସକମାନେ ଏହି ମ୍ୟାଚ୍ ପାଇଁ ଅପେକ୍ଷା କରିଥିଲେ। ବର୍ତ୍ତମାନ ଶେଷରେ ଏହି ମ୍ୟାଚ୍ ଆରମ୍ଭ ହୋଇଛି। ଇଣ୍ଡିଆ ଅଧିନାୟକ […]
ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ୱକପ୍ର ମହାମୁକାବିଲା ଅର୍ଥାତ୍ ଭାରତ-ପାକିସ୍ତାନ ମ୍ୟାଚ୍ ଆରମ୍ଭ ହେବାକୁ ମାତ୍ର କିଛି ଘଣ୍ଟା ବାକି ଅଛି। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶ ବିଷୟରେ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ରହିଛି, ଶୁବମାନ ଗିଲ ଖେଳିବେ କି […]
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ ମଧ୍ୟରେ ବିଶ୍ୱକପ ମ୍ୟାଚ୍ ଆରମ୍ଭ ହୋଇଛି। ଚେନ୍ନାଇର ଚେପାକ୍ ସ୍ଥିତ ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଏଠାରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି […]
ମୁମ୍ବାଇ: ମୁମ୍ବାଇରେ ଗୁରୁବାର ଆରମ୍ଭ ହୋଇଥିବା ଆନ୍ତର୍ଜାତିକ ଅଲିମ୍ପିକ୍ କମିଟି (ଆଇଓସି)ର କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକର ଉଦ୍ଘାଟନ ଅବସରରେ ସମ୍ବୋଧିତ କରି ଆଇଓସିର ସଭାପତି ଥୋମାସ୍ ବାକ୍ ରିଲାଏନ୍ସ ଫାଉଣ୍ଡେସନ ଓ ଏହାର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନିଙ୍କୁ ଭୁୟଶୀ ପ୍ରଶଂସା […]
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ୧୩୪ ରନ୍ ବ୍ୟବଧାନରେ ପରାସ୍ତ କରିଛି। ଏହିପରି ଦକ୍ଷିଣ ଆଫ୍ରିକା ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଏଥିସହ ପାଟ କମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲୀୟ ଦଳକୁ କ୍ରମାଗତ ଦ୍ୱିତୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। […]
ଭୁବନେଶ୍ଵର: କ୍ରୀଡା ଆଉ କ୍ରୀଡାବୀତମାନଙ୍କୁ ଉତ୍ସାହିତ କରିବା ପାଇଁ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଅନ୍ତର୍ଗତ ଗ୍ରାମାଞ୍ଚଳ ଠାରୁ ସାହାରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ଯୁବ କ୍ରୀଡାବୀତଙ୍କ ନିକଟରେ ପହଞ୍ଚିବା ପାଇଁ ସାଂସଦ ଅପରାଜିତା […]
ନୂଆଦିଲ୍ଲୀ: ଦିଲ୍ଲୀରେ ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ କରିଛି। ବିଶ୍ୱକପ୍-୨୦୨୩ ର ୯ ମ ମ୍ୟାଚ୍ ରେ ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଏହି ମ୍ୟାଚରେ ରୋହିତ ଶର୍ମା ଏକ ଶତକ ହାସଲ କରିଥିଲେ। ଯେତେବେଳେ […]
ନୂଆଦିଲ୍ଲୀ: ଅଧିନାୟକ ରୋହିତ ଶର୍ମାଙ୍କ ଧୂଆଁଧାର ଶତକ ବଳରେ ଆଫଗାନିସ୍ତାନ ବିପକ୍ଷରେ ଭାରତ ୮ ୱିକେଟ୍ ରେ ମ୍ୟାଚ ଜିତିନେଇଛି। ଏହି ମ୍ୟାଚରେ ରୋହିତ ଦିନିକିଆ ବିଶ୍ୱକପ୍ରେ ଭାରତ ପାଇଁ ସବୁଠୁ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ହାସଲ କରିଛନ୍ତି। […]
ନୂଆଦିଲ୍ଲୀ: ଯଦି ଭାରତରେ ପାକିସ୍ତାନ ସ୍ଲୋଗାନ ଉଠାଇବା ଆରମ୍ଭ ହୁଏ ତେବେ ଏହା ନିଶ୍ଚିତ ଭାବେ ଏକ ବଡ ପ୍ରସଙ୍ଗ ହୋଇଯିବ। ପାକିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ୍ର ଅଷ୍ଟମ ମ୍ୟାଚ୍ରେ ଏଭଳି ଏକ ଘଟଣା ଘଟିଛି। ହାଇଦ୍ରାବାଦର ରାଜୀବ ଗାନ୍ଧୀ […]
ନୂଆଦିଲ୍ଲୀ: ଆଜି ଯେତେବେଳେ ଭାରତୀୟ ଦଳ ୨୦୨୩ ବିଶ୍ୱକପ୍ରେ ଆଫଗାନିସ୍ତାନ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବେ, ସେତେବେଳେ ଟିମ ଇଣ୍ଡିଆର ଖେଳାଳି ଏକାଦଶରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଟିମ୍ ଇଣ୍ଡିଆ ଶାର୍ଦ୍ଦୁଲ ଠାକୁରଙ୍କୁ ଆର ଅଶ୍ୱିନଙ୍କ ସ୍ଥାନରେ ସାମିଲ କରିପାରେ। […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନୂଆଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଷ୍ଟାଡିୟମରେ ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ମାନଙ୍କୁ ସମ୍ବୋଧିତ କରିଛନ୍ତି। ସେ କ୍ରୀଡ଼ାବିତ୍ଙ୍କ ସହ ମତ ବିନିମୟ କରିଥିଲେ। ଭାରତ ଚଳିତ ବର୍ଷ ଏସୀୟ କ୍ରୀଡ଼ା […]