ନୂଆଦିଲ୍ଲୀ: ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ଏବଂ ଶ୍ରୀଲଙ୍କା ସମାନ ସ୍ଥିତିରେ ରହିଛନ୍ତି। ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ଆଜି ରାଜକୋଟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହୋଇପାରେ। ସିରିଜ୍ ବଞ୍ଚାଇବାକୁ […]
ନୂଆଦିଲ୍ଲୀ: ଭାରତର ତାରକା ଟେନିସ୍ ଖେଳାଳି ସାନିଆ ମିର୍ଜା ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ସହ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ। ସେମାନଙ୍କ ଛାଡପତ୍ର ଖବର ମଧ୍ୟ ଦୀର୍ଘ ସମୟ […]
ନୂଆଦିଲ୍ଲୀ: ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ କରାଚି ଟେଷ୍ଟ ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ତେବେ ଏହି ଟେଷ୍ଟ ସିରିଜ୍ ପରେ ଯଦି ଆମେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲକୁ ଦେଖିବା ତେବେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ଯଥାକ୍ରମେ […]
ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତା ୧୧ତାରିଖରେ କଟକ ବାରବାଟୀ ଷ୍ଟାଡିଅମ ଠାରେ ମୁଖ୍ୟମନ୍ତ୍ରୀ ହକି ବିଶ୍ୱକପ ୨୦୨୩ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବାକୁ ଥିବାବେଳେ ୧୩ ତାରିଖରୁ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିଅମରେ ଉକ୍ତ ବିଶ୍ୱକପ ଆରମ୍ଭ […]
ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ସିରିଜରେ ଭାରତୀୟ ଓପନର୍ ବ୍ୟାଟ୍ସମ୍ୟାନ୍ ଏପର୍ଯ୍ୟନ୍ତ ବିଫଳ ହୋଇଛନ୍ତି। ଏଥିରେ ଓପନର୍ ଇଶାନ୍ କିଶାନ୍ ପ୍ରଥମ ମ୍ୟାଚ୍ ରେ ୩୭ ରନ୍ ସଂଗ୍ରହ କରିଥିଲେ। ଏହା ପରେ ଦ୍ୱିତୀୟ ମ୍ୟାଚରେ ସେ […]
ରାଉରକେଲା: ବିଶ୍ଵ କପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳିଙ୍କୁ ଏକ କୋଟି ଟଙ୍କା ଲେଖାଏଁ ଦିଆଯିବ। ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ରାଉରକେଲାରେ ମୁଖ୍ୟମନ୍ତ୍ରୀ ସର୍ବବୃହତ୍ତ ହକି ଷ୍ଟାଡିୟମ ଉଦଘାଟନ କରି ସେ ଏହା କହିଛନ୍ତି। ଉପସ୍ଥିତ […]
ରାଉରକେଲା: ସାରା ଓଡିଶା ପାଇଁ ଆଜି ଆନନ୍ଦ ଓ ଉତ୍ସବର ଦିନ। ଖୁସିର ଦିନ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲାଠାରେ ସର୍ବବୃହତ ହକି ଷ୍ଟାଡିଅମ, ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। […]
ସମ୍ବଲପୁର: ସାରା ରାଜ୍ୟରେ ବିଶ୍ବକପ ହକି ଟ୍ରଫିକୁ ସ୍ବାଗତ କରାଯାଉଛି। ବିଭିନ୍ନ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ସଂସ୍ଥା ଏହାକୁ ସ୍ବାଗତ କରୁଛନ୍ତି। ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟର ଛାତ୍ରୀଛାତ୍ରୀ ମଧ୍ୟ ଏହାକୁ ବିପୁଳ ସଂଖ୍ୟାରେ ସ୍ବାଗତ କରିଛନ୍ତି। ସେଠାରେ ଟ୍ରଫି […]
ପୁଣେ: ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରୁ ଟିମ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ବାଦ୍ ପଡିଛନ୍ତି। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ସମୟରେ ବାଉଣ୍ଡରୀ ନିକଟରେ ବଲ ଧରିବାକୁ ଚେଷ୍ଟା କରୁଥିବାବେଳେ ସାମସନ୍ ତାଙ୍କ […]
ପୁଣେ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ପୁଣେରେ ଖେଳାଯିବ। ଟିମ୍ ଇଣ୍ଡିଆ ପ୍ରଥମ ଟି-୨୦ ମ୍ୟାଚ୍ ଜିତି ସିରିଜ ୧-୦ ରେ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଟି-୨୦ […]
Hockey Worldcup Anthem: ଓଡ଼ିଶାର ପୁଣି ଥରେ ଟେକ ରଖିଛନ୍ତି ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରେମ୍ ଆନନ୍ଦ୍। ନିଜ କ୍ୟାରିୟରରେ ଟ୍ରାଇବାଲ ଆନ୍ଥେମ ପ୍ରସ୍ତୁତ ସହ ୭୦ରୁ ଅଧିକ ଓଡ଼ିଆ ସିନେମା ଏବଂ ହିନ୍ଦୀ, ମରାଠୀ, ବେଙ୍ଗଲୀର ପ୍ରାୟ ଦଶଟି ଫିଲ୍ମର […]
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ରାଉରକେଲା ଗସ୍ତରେ ଯାଉଛନ୍ତି। ସେ ସେଠାରେ ବହୁ ପ୍ରତୀକ୍ଷିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଉଦଘାଟନ କରିବେ। ଏହି ହେଉଛି ଏକ ବୃହତ୍ତ ହକି ଷ୍ଟାଡିୟମ। ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନ ୪ଟା ୨୦ […]
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯିବେ। ସେ ଆଜି ଦିନ ୧୧ଟା ୨୦ ମିନିଟ୍ରେ ନିବାସରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯିବେ। ସେଠାରୁ ସାଢ଼େ ୧୧ଟାରେ ସ୍ବତନ୍ତ୍ର ଏୟାରକ୍ରାଫ୍ଟରେ ରାଉରକେଲା ଅଭିମୁଖେ ବାହାରିବେ। ନବୀନ ଅପରାହ୍ନ […]
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ବାର୍ଷିର୍କ କ୍ରୀଡା ଉତ୍ସବ ‘ସୋଆ କପ୍’ ଆଜି ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ୨ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଠାରେ ଉଦ୍ଘାଟିତ ହୋଇଯାଇଛି। ୨୬ ଦିନ ଧରି ଚାଲିବାକୁ ଥିବା ଏହି ସୋଆ କପ୍ରେ ୧୨ ରୁ […]
ଭୁବନେଶ୍ୱର: ଆଜି ରାଜଭବନ ଠାରେ ପ୍ରିମୀୟର ମିଡ଼ିଆ ଓ ଏଷ୍ଟେର୍ଣ ବୟ ମିଳିତ ସହଯୋଗରେ ହକି ବିଶ୍ଵ କପ ପାଇଁ ପ୍ରସ୍ତୁତ କରାଯାଇଥିବା ସଙ୍ଗୀତ “ଏକ ନୈଇ କାହାନୀ ଲିଖିହେ ଓଡ଼ିଶା” ର ପୋଷ୍ଟର ଓ ପ୍ରମୋ କୁ ଓଡ଼ିଶାର ମହାମହିମ […]
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଆୟୋଜିତ ଜାତୀୟ କିକ୍ବକ୍ସିଂ ଚାମ୍ପିଅନ୍ସିପ୍ ର ସବ୍ ଜୁନିୟର ଓ ଜୁନିୟର ବର୍ଗରେ ଓଡିଶା ଚାମ୍ପିଅନ୍ ହୋଇଛି । ସିନିୟର ବର୍ଗରେ ଓଡିଶା କୁ ରନର୍ସ ଅପ୍ ହୋଇଛି। ସୋଆ ବିଶ୍ୱବିଦ୍ୟାଳୟ ର […]
ମୁମ୍ବାଇ: ଆଇପିଏଲ୍-୨୦୨୨ ରେ ନିଜର ଗତି ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଟିମ୍ ଇଣ୍ଡିଆରେ ସ୍ଥାନ ସୃଷ୍ଟି କରିଥିବା ଭାରତୀୟ ବୋଲର ଉମରନ୍ ମଲିକ୍ ପୁଣି ଥରେ ତାଙ୍କ ଗତିର ଯାଦୁ ଦେଖାଇଛନ୍ତି। ଗତକାଲି ୱାନଖେଡେ ଠାରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ […]
ମୁମ୍ବାଇ: ଶିବମ ମାଭିଙ୍କ ମାରାତ୍ମକ ବୋଲିଂ ଏବଂ ଦୀପକ ହୁଡା ଓ ଅକ୍ସର ପଟେଲଙ୍କ ବିସ୍ଫୋରକ ବ୍ୟାଟିଂ ହେତୁ ଟିମ୍ ଇଣ୍ଡିଆ ମୁମ୍ବାଇର ୱାନଖେଡେ ଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ରେ ଶ୍ରୀଲଙ୍କାକୁ ୨ ରନ୍ ରେ ପରାସ୍ତ କରିଛି। ଏହା […]
ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ଟି ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ୍ ଆଜି ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯିବ। ଏଥି ସହିତ, ଏହି ଟି-୨୦ ସିରିଜ୍ ପରେ ଦିନିକିଆ ସିରିଜ୍ ଖେଳାଯିବ। ତେବେ ଶ୍ରୀଲଙ୍କା […]
ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ କ୍ରିକେଟ୍ ଦଳ ତାର ଖେଳାଳିଙ୍କୁ ତାଲିକାଭୁକ୍ତ କରିଛି। ରବିବାର ଦିନ ଏକ ବିସିସିଆଇ ସମୀକ୍ଷା ବୈଠକ ହୋଇଥିଲା ଯେଉଁଥିରେ ୨୦ ଜଣ ସମ୍ଭାବ୍ୟ ଖେଳାଳି ବିଶ୍ୱକପ ପାଇଁ ତାଲିକାଭୁକ୍ତ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଏଫ୍ ଆଇ ଏଚ ପୁରୁଷ ବିଶ୍ଵକପ ହକି ଟ୍ରଫିକୁ କଳାହାଣ୍ଡି ଜିଲ୍ଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ସ୍ବାଗତ କରାଯାଇଛି। ଦିବା ୧୨.୦୦ ଘ ସମୟରେ ଜିଲ୍ଲା ସିମା ଆମପାଣି ଠାରେ ବିଶ୍ଵକପ ଟ୍ରଫିକୁ […]