ଦୁବାଇ: ଶେଷରେ ଟି୨୦ ବିଶ୍ବକପ୍ ଅଷ୍ଟ୍ରେଲିଆ ହାସଲ କରିଛି। ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ବିଶ୍ବକପ୍ ଫାଇନାଲରେ ୮ ଓ୍ବିକେଟରେ ହରାଇ ହୋଇଛି ଚାମ୍ପିଅନ । ୧୭୩ ରନ ବିଜୟ ଲକ୍ଷ୍ୟକୁ ୭ଟି ବଲ ବାକି ଥାଇ ୨ ଓ୍ବିକେଟ ହରାଇ ଅଷ୍ଟ୍ରେଲିଆ ବିଜୟ […]
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୨୧ ବର୍ଷ ପାଇଁ କ୍ରୀଡ଼ା ଓ ଦୁଃସାହସିକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆଜି (ନଭେମ୍ବର ୧୩, ୨୦୨୧)ରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ମେଜର ଧ୍ୟାନ ଚାନ୍ଦ ଖେଳ […]
ନୂଆଦିଲ୍ଲୀ: ରାଷ୍ଟ୍ରମଣ୍ଡଳ ଖେଳ-୨୦୨୨ ର ମହିଳା କ୍ରିକେଟ୍ ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ। ଅଗଷ୍ଟ ୭ ତାରିଖରେ ଫାଇନାଲ ଖେଳାଯିବ। ଆଜି ଆୟୋଜକମାନେ ଏହି ଘୋଷଣା କରିଛନ୍ତି। ରାଷ୍ଟ୍ରମଣ୍ଡଳ ଖେଳରେ ମହିଳା କ୍ରିକେଟ୍ ଟି-୨୦ […]
ଦୁବାଇ: ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ୨୦୨୧ ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ଦଳ ପ୍ରଥମେ ବ୍ୟାଟିଂ କରିବ। ଟୁର୍ଣ୍ଣାମେଣ୍ଟରେ ସମସ୍ତ ମ୍ୟାଚ୍ […]
ମୁମ୍ବାଇ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଝିଅକୁ ଦୁଷ୍କର୍ମ କରିବାକୁ ଧମକ ଦେଇଥିବା ବ୍ୟକ୍ତିକୁ ମୁମ୍ବାଇ ପୋଲିସ ଗିରଫ କରିଛି। ଏହି ଅଭିଯୁକ୍ତକୁ ହାଇଦ୍ରାବାଦରୁ ମୁମ୍ବାଇକୁ ଅଣାଯାଉଛି। ପୋଲିସ କହିଛି ଯେ, ୨୩ ବର୍ଷୀୟ ରାମନାଗେଶ ଆଲିବେଥିନିଙ୍କୁ ମୁମ୍ବାଇ ପୋଲିସ […]
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିରୋଧ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଦଳର କମାନ ରୋହିତ ଶର୍ମାଙ୍କୁ ଦିଆଯାଇଛି। ଷ୍ଟାର ଓପନର୍ କେ.ଏଲ୍ ରାହୁଲ ଦଳର ଉପ-ଅଧିନାୟକ ହେବେ। ଭେଙ୍କଟେଶ ଆୟର ଏବଂ ହର୍ଷଲ ପଟେଲ ଦଳର ନୂଆ […]
ଦୁବାଇ: ଗତକାଲି ରାତିରେ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ନାମିବିଆ ମ୍ୟାଚ୍ ଅଧିନାୟକ ଭାବରେ ବିରାଟ କୋହଲିଙ୍କ ଶେଷ ଟି -୨୦ ମ୍ୟାଚ୍ ଥିଲା। ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ୯ ୱିକେଟ୍ ଜିତି କୋହଲିଙ୍କ ଅଧିନାୟକତ୍ୱ ବିଜୟ ସହ ସମାପ୍ତ […]
ଦୁବାଇ: ରବିବାର ରାତିରେ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଇଥିବା ନ୍ୟୁଜିଲ୍ୟାଣ୍ଡ-ଆଫଗାନିସ୍ତାନ ମ୍ୟାଚ ପରେ ସେମିଫାଇନାଲ ପାଇଁ ଚାରିଟି ଦଳ ନିଷ୍ପତ୍ତି ହୋଇଯାଇଛି। ଗ୍ରୁପ୍-୧ ରୁ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିସାରିଛନ୍ତି। ରବିବାର ଦିନ ନ୍ୟୁଜିଲ୍ୟାଣ୍ଡର ବିଜୟ ସହିତ […]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ୩୩ ବର୍ଷିୟ ଅନୁଭବୀ ବ୍ୟାଟ୍ସମ୍ୟାନ୍ ତଥା ବର୍ତ୍ତମାନ ଅଧିନାୟକ ବିରାଟ କୋହଲି ଆଇସିସି ପୁରୁଷ ଟି -୨୦ ବିଶ୍ୱକପ୍ ୨୦୨୧ ଶେଷ ହେବା ପରେ ଟି-୨୦ ଫର୍ମାଟ୍ ରୁ ଅଧିନାୟକ ପଦରୁ ବିଦାୟ ନେବେ। ଟି […]
ନୂଆଦିଲ୍ଲୀ: ଆଜି ଆଇସିସି ଟି-୨୦ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ଦଳ ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲ୍ୟାଣ୍ଡର ବିଜୟ ଭାରତୀୟ ଦଳ ପାଇଁ ଏକ ବଡ ଝଟକା ଦେଇଛି ଏବଂ ଟିମ୍ ଇଣ୍ଡିଆ ବିଶ୍ୱକପରୁ ବାଦ ପଡିଛି। […]
ଦୁବାଇ: ସ୍କଟଲ୍ୟାଣ୍ଡ ଉପରେ ୮୧ ଟି ବଲ ବାକି ଥାଇ ଏକ ବଡ଼ ବିଜୟ ପଞ୍ଜିକରଣ କରିବା ପରେ ଆଫଗାନିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ସହିତ ଗ୍ରୁପ-୨ରୁ ସେମିଫାଇନାଲ ସ୍ଥାନ ପାଇଁ ଭାରତ ଆଶା କରୁଛି। ଏହି ବଡ ବିଜୟ ଦଳର ନେଟ୍ […]
ଭୁବନେଶ୍ୱର: ଆଜି ସକାଳେ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନର ସ୍ମାରକୀ ପବିତ୍ର ବିଜୟ ମଶାଲକୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ହକି କମ୍ପେ୍ଲକ୍ସକୁ ଅଣାଯାଇଥିଲା । ଏହାକୁ ଭାରତୀୟ ହକି ଦଳର ପୂର୍ବତନ ଅଲିମ୍ପିକ୍ ଖେଳାଳି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ତଥା ଲାଜାରସ୍ […]
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ରେ ଏକପାଖିଆ ଭାବେ ଟିମ୍ ଇଣ୍ଡିଆ ଉଭୟ ମ୍ୟାଚ୍ ହାରିଛି। ଗତକାଲି ରାତିରେ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତ ହେବା ପରେ ଟିମ୍ ଇଣ୍ଡିଆର ଘରକୁ ଫେରିବା ପ୍ରାୟ ନିଶ୍ଚିତ ବୋଲି ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ […]
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ପରାଜୟ ପରେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିବା ପ୍ରାୟ ଅସମ୍ଭବ ହୋଇପଡିଛି। କାରଣ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ର ଅଧା ମୁକାବିଲା ହୋଇସାରିଛି ଏବଂ ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହେଉଛି ତାହା […]
ଦୁବାଇ: ୟୁଏଇରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍ରେ ଦୁବାଇ ଏବଂ ଶାରଜା ପଡ଼ିଆରେ ଟସ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯଦି ଆମେ ପରିସଂଖ୍ୟାନକୁ ଦେଖିବା, ଦୁବାଇ ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ମୋଟ ୧୫ ଟି ମ୍ୟାଚ୍ ଖେଳାଯାଇଛି, ସେଥିମଧ୍ୟରୁ ୧୪ ଟି […]
ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପରେ ଏପର୍ଯ୍ୟନ୍ତ ଭାରତ କେବଳ ଗୋଟିଏ ମ୍ୟାଚ୍ ଖେଳିଛି। ଏହି ମ୍ୟାଚରେ ହାରିବା ପରଠାରୁ ଅନେକ କ୍ରିକେଟ୍ ସମୀକ୍ଷକଙ୍କ ଭାରତୀୟ ଦଳକୁ ନେଇ ଭବିଷ୍ୟବାଣୀ କରିଛନ୍ତି। କେଉଁ ଦଳ ରହିବ ଆଉ କେଉଁ ଦଳ ବାଦ ପଡିବ, ତାହାକୁ […]
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ଖରାପ ଆରମ୍ଭ ହୋଇଥିଲା। ପ୍ରଥମ ମ୍ୟାଚ୍ରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ଭାରତ ୧୦ ୱିକେଟ୍ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ସେମିଫାଇନାଲକୁ ଯିବାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରୁ ଟିମ୍ […]
କୋଲକାତା: ଭାରତର ଟେନିସ୍ ଖେଳାଳି ଲିଆଣ୍ଡର ପେସ୍ ଟିଏମସିରୁ ନିଜର ରାଜନୈତିକ ଇନିଂସ ଆରମ୍ଭ କରିଛନ୍ତି। ଆଜି ଗୋଆରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଲିଆଣ୍ଡର୍ ତ୍ରୂଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଟେନିସ୍ କୋର୍ଟ ପରେ, ବର୍ତ୍ତମାନ ଲିଆଣ୍ଡର୍ ରାଜନୀତି […]
ଭୁବନେଶ୍ବର: ଓଡିଶାରେ ଜୁନିଅର ହକି ବିଶ୍ଵକପ ଆୟୋଜନ ହେବ। ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। କୋଭିଡ କଟକଣା ଭିତରେ ଜୁନିଅର ହକି ବିଶ୍ଵକପ ଆୟୋଜନ ହେବ। ଖେଳାଳି ଓ ଖେଳାପ୍ରେମୀଙ୍କ ନିରାପତ୍ତା ପାଇଁ କୋଭିଡ କଟକଣାରେ ଏହି ଟୁର୍ଣ୍ଣାମେଣ୍ଟ […]
ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିଛନ୍ତି। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାହୁଲ ଦ୍ରାବିଡ ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ […]
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ପ୍ରସିଦ୍ଧ ଟି-୨୦ କ୍ରିକେଟ୍ ଲିଗ୍ ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ରେ ଆଉ ଦୁଇଟି ନୂତନ ଦଳ ଯୋଡି ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ ୮ ଟି ଦଳ ମଧ୍ୟରେ ମ୍ୟାଚ୍ ହୋଇଥିଲା। ଦୁଇଟି ନୂତନ […]