ସୀତାରାମ ଅଗ୍ରଓ୍ବାଲ ବାଣପୁର: ଆଜି ବାଣପୁର ଗମ୍ଭାରୀମୁଣ୍ଡା ସ୍ଥିତ ପର୍ଶୁରାମ ଜୁନିଅର ମହାବିଦ୍ୟାଳୟଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଦ୍ୱାରା ଏକ ସ୍ଵଚ୍ଛ କ୍ୟାମ୍ପସ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଏବିଭିପି କ୍ୟାମ୍ପସ ୟୁନିଟ ସଭାପତି ସୁଜିତ ଜେନା ଓ ସମ୍ପାଦକ […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ: ଏରସମାବ୍ଳକ ଅନ୍ତର୍ଗତ ତ୍ରିଲୋଚନପୁର-ଢିଙ୍କିଆ କଂକ୍ରିଟ ରୋଡ଼ର ଶିଳାନ୍ୟାସ ଉତ୍ସବ ଗତକାଲି ତ୍ରିଲୋଚନପୁରଠାରେ ଅନୁଷ୍ଠିତ ହୋଇ ଯାଇଛି। ଢିଙ୍କିଆ ପଂଚାୟତର ସରପଂଚ କିଶୋର କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦୁଇଦିନ ଧରି ଖଲିକୋଟ କଲେଜ ଖେଳପଡ଼ିଆରେ ଚାଲିଥିବା ଓଡ଼ିଶା ସାଂସ୍କୃତିକ ମହୋତ୍ସବ-୨୦୨୦ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଦିବସରେ ମୁଖ୍ୟଅତିଥି ରୂପେ ଗୃହ, ଶକ୍ତି, ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିଲେ […]
କୃଷ୍ଣଚନ୍ଦ୍ର ସୁଆଁସିଆ ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁର ବାଦିଆମ୍ବଗାଁରେ ମା ରାଉତରାୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି । 11 ଦିନ ବ୍ୟାପୀ ଏହି ଟୁର୍ଣ୍ଣାମେଣ୍ଟରେ ପାଓ୍ବାର ଇଲେଭେନ୍ ଦଳ ଚାମ୍ପିୟନ୍ ହୋଇଛି । 16ଟି ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଭୋଜିଭାତ ଋତୁରେ ବ୍ରହ୍ମପୁର ମହାନଗରରେ କଲ୍ୟାଣ ମଣ୍ଡପଗୁଡ଼ିକର ବ୍ୟବସାୟିକ ଋତୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ସହରର ପ୍ରତି ଗଳିକନ୍ଦିରେ ଛତୁ ଫୁଟିଲା ପରି ଖୋଲା ହୋଇଛି ବିବାହ ମଣ୍ଡପ କଲ୍ୟାଣ ମଣ୍ଡପ। ମାତ୍ରାଧିକ […]
ରମେଶ ମହାନ୍ତି ଜଗତସିଂହପୁର: ଓଡିଶାର ବାଣୀକ୍ଷେତ୍ର ଭାବେ ପରିଚିତ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀଙ୍କ ଦର୍ଶନ କରିଛନ୍ତି ଓଡ଼ିଶା ଦୁର୍ନୀତି ବିଭାଗର ମହାନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ। ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ଶନିବାର ସନ୍ଧ୍ୟାରେ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ସ୍ଥାନୀୟ ଶ୍ରୀ ଶ୍ରୀ ରଙ୍କନାଥଦେବ ମନ୍ଦିର ପ୍ରାଙ୍ଗଣରେ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି, ବାଣପୁର ତରଫରୁ ଦୀର୍ଘ ଚାରି ଦିନ ବ୍ୟାପି ଚାଲିଥିବା ମହାଯଜ୍ଞର ପୂର୍ଣ୍ଣାହୁତି ଶନିବାର ପ୍ରାତଃ ୫ ଘଟିକାରେ ସମ୍ପନ୍ନ ହୋଇଯାଇଛି। ମଙ୍ଗଳବାରଠାରୁ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ନାବାର୍ଡ଼ ଦ୍ୱାରା ଶଙ୍କର ଭବନ ସଭାଗୃହ ପରିସରରେ କେନ୍ଦ୍ର ପ୍ରାୟୋଜିତ ଯୋଜନା କୃଷି ଚିକତ୍ସା ଏବଂ କୃଷି ବ୍ୟବସାୟ ତତ୍ସହିତ ଦୁଗ୍ଧ ଉଦ୍ୟୋଗ ବିକାଶ ଯୋଜନା ସମ୍ବନ୍ଧୀୟ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ସାଂସ୍କୃତିକ ମହୋତ୍ସବ ଗତକାଲି ଖଲିକୋଟ କଲେଜ ଖେଳପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି । ବ୍ରହ୍ମପୁରର ଅନ୍ୟତମ ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ଅଭିଷେକ କ୍ରିଏସନ୍ ଆନୁକୂଲ୍ୟରେ ଏହି […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଭାରତୀୟ ବକ୍ସିଂ ଫେଡ଼େରେସନ ଦ୍ୱାରା ଅନୁଷ୍ଠିତ ହେଉଥିବା ଅନ୍ତଃ ଜିଲ୍ଲା ବକ୍ସିଂରେ ଭାଗନେବା ସକାଶେ, ଗଞ୍ଜାମ ଜିଲ୍ଲା ବକ୍ସିଂର ଚୟନ ପ୍ରକ୍ରିୟା ଆସନ୍ତା ୨୩ ତାରିଖରେ ବ୍ରହ୍ମପୁର ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହେବ। ଏଥିରେ ୨୦୦୬ ଏବଂ […]
ବବୁଲୁ ସାହୁ କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ କେନ୍ଦୁଘଟିଠାରେ ଏକ ଦୁର୍ଘଟଣା ହୋଇଛି । ଲାଞ୍ଜିଗଡ ରୁ କଟକ ଯାଉଥିବା ନାଇଟ କୋଚ ସାରଳା ବସ କେନ୍ଦୁଘଟି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରତି ଦିନ ପରି ଗତକାଲି ମଧ୍ୟ […]
ସମୀକ୍ଷା ବ୍ୟୁରୋ ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଧୁରୁଆଡ଼ିହି ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଟିଭି ଫାଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ବାମୀ ଓ କନ୍ୟା ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ : କୁଜଙ୍ଗଥାନା ଅନ୍ତର୍ଗତ ଜିଲ୍ଲାନାସୀ ପଂଚାୟତର ମହାନଦୀରୁ ବେଆଇନଭାବେ ବାଲିଉଠାଣକୁ କେନ୍ଦ୍ରକରି ଆଜି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ସରପଂଚଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତାଙ୍କର ଜେସିବି ଏବଂ ଟ୍ରାକ୍ଟର ଜରିଆରେ ପ୍ରତ୍ୟେକ ସରକାରୀ ଛୁଟିଦିନରେ ଏହିପରିଭାବେ ବେଆଇନଭାବେ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ୧୭ ତାରିଖରେ ନୂଆବସ୍ଷ୍ଟାଣ୍ଡ ରୋଡ଼୍ ନିକଟରେ ଥିବା ଗୁରୁଦେବ ହସ୍ପିଟାଲ୍ର ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ମହିଳାଙ୍କ ଅକାଳ ମୃତ୍ୟୁକୁ ନେଇ ପ୍ରଶାସନ ତତ୍ପର ହୋଇ କ୍ଲିନିକାଲ୍ ଆକ୍ଟ ଅନୁସାରେ ଏହାର ସମସ୍ତ କାଗଜପତ୍ର […]
ସୀତାରାମ ଅଗ୍ରଓ୍ବାଲ ବାଣପୁର : ବିରଜାଇ ମଣ୍ଡଳ ତରଫରୁ ମଣ୍ଡଳସ୍ତରୀୟ ସାଙ୍ଗଠନିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଭେଟେଶ୍ବର, ଦାମିଆ, ତୁମୁରାପୁଟ, ନିଳାଦ୍ରୀ, ଭବାନୀପୁରର ପଞ୍ଚାୟତର ଓ୍ବାର୍ଡମେମ୍ବର, ଜିଲ୍ଲାସ୍ତରୀୟ ପ୍ରତିନିଧି ରାଜ୍ୟସ୍ତରୀୟ ପ୍ରତିନିଧିମାନେ ଯୋଗଦେଇଥିଲେ। ଏହି କର୍ମଶାଳାରେ ସାଙ୍ଗଠନିକ ଦକ୍ଷତା […]
କନ୍ଦର୍ପ ବେହେରା ରେଢାଖୋଲ: ସରକାର ଗରିବ ଲୋକଙ୍କ ପାଇଁ କେତେ ଯେ ଯୋଜନା ପ୍ରଣୟନ କରିଛନ୍ତି ତାର ହିସାବ ନାହଁ। ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଗରିବ ସାଥିରେ ଆମେ ଅଛୁ ବୋଲି ସରକାର ଡିଣ୍ଡିମ ମଧ୍ୟ […]
ରଞ୍ଜିତ୍ ପଣ୍ଡା ତିର୍ତ୍ତୋଲ୍: ସରକାର ଯୋଜନା କରୁଛନ୍ତି ସତ। କିନ୍ତୁ ଯୋଜନା କେତେ ଦୂର କାର୍ଯ୍ୟକାରୀ ହେଉଛି, ସେନେଇ କାହାରି ନିଘା ନାହିଁ। ସେପଟେ କେଉଁଠି ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ପଡୁଥିବା ବେଳେ ଅଯୋଗ୍ୟ ହିତାଧିକାରୀ ମାଲେମାଲ୍ ହେଉଛନ୍ତି । […]
କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲ ସ୍ଥିତ ଭୀମଭୋଇ ମହାବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷ ଅକ୍ଷୟ କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ୍ ଉପଦେଷ୍ଟା ଅଧ୍ୟାପକ ଅଞ୍ଜନ କୁମାର […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ବ୍ରହ୍ମପୁରରେ ଆସନ୍ତା ୨୨ ଓ ୨୩ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶା ସାଂସ୍କୃତିକ ମହୋତ୍ସବ । ବ୍ରହ୍ମପୁରର ଅନ୍ୟତମ ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଖଣ୍ଡର ସମସ୍ତ ତହସିଲ୍ଦାର, ଅତିରିକ୍ତ ତହସିଲ୍ଦାର ଓ ରାଜସ୍ୱ ପର୍ଯ୍ୟବେକ୍ଷକଙ୍କୁ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ପୂର୍ବରୁ କୌଣସି ସୂଚନା ନଥାଇ ପରୀକ୍ଷାରେ ନିର୍ଦ୍ଧାରିତ ୨ ଘଣ୍ଟା ୩୦ ମିନିଟ୍ ସମୟକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ସଂକ୍ଷିପ୍ତ ପାଇଁ ୧ ଘଣ୍ଟା […]