Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବ୍ରାହ୍ମଣ ସୁରକ୍ଷା ପରିଷଦ ପକ୍ଷରୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ
ଆଞ୍ଚଳିକ

ବ୍ରାହ୍ମଣ ସୁରକ୍ଷା ପରିଷଦ ପକ୍ଷରୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ

May 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା
କୁଜଙ୍ଗ : ବ୍ରାହ୍ମଣ ସୁରକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ଆଜି ସ୍ଥାନୀୟ ମହ୍ଲାସାହି ସ୍ଥିତ ଗ୍ରାମଦେବତୀ ମା କେନ୍ଦୁଳାଇ ମନ୍ଦିର ପରିସର ମଧ୍ୟରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜନ ସଚେତନତା କାର୍ଯ୍ୟକ୍ରମ ସହିତ ବ୍ରାହ୍ମଣ ମାନଙ୍କୁ ମାସ୍କ, ସାନିଟାଇଜର ଏବଂ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ମହ୍ଲାସାହି ବ୍ରାହ୍ମଣ ଶାସନର ମୁଖ୍ୟ ଉପଦେଷ୍ଟା ବଲ୍ଲଭଚରଣ ପାଣୀଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତ୍ୟେକ ପରିବାରକୁ ସାନିଟାଇଜର୍‌ ପ୍ରଦାନ କରାଯାଇଥିଲା । ଏହା ସହିତ ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେବା ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା ।

ଏହି ସଚେତନତା କାର୍ଯ୍ୟକ୍ରମରେ ଦିବାକର ପାଣି, ବଳରାମ ଦାଶ, ରବୀନ୍ଦ୍ରନାଥ ପାଣି, କୃପାସିନ୍ଧୁ ପାଣି, ଅଜୟ କୁମାର ଦାଶ, ମନୋଜ କୁମାର ପାଣି, ମନୋରଞ୍ଜନ ପଣ୍ଡା, ଶକ୍ତିଧର ମିଶ୍ର, ଅଭିମନ୍ୟୁ ଷଡଙ୍ଗୀ ଏବଂ ମାଧବ ଚରଣ ପାଣି ମୁଖ ସହଯୋଗ କରିଥିଲେ । ପରିଷଦର ସଭାପତି ବିଭୁରଞ୍ଜନ ନନ୍ଦ ଏବଂ ସମ୍ପାଦକ ଆଲୋକ କୁମାର ପଣ୍ଡା ଉପସ୍ଥିତ ବ୍ରାହ୍ମଣଙ୍କୁ ସଦ୍‌ଭାବନାର ଭେଟି ସ୍ବରୂପ ମାସ୍କ ଏବଂ ସାନିଟାଇଜର୍‌ ପ୍ରଦାନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ମହ୍ଲାସାହି , ବାଲିଆ, ଅରଖିଆ, ତେଣ୍ଟାଇକୁଦ, ଗୌରପଡାର ବ୍ରାହ୍ମଣ ମାନେ ଯୋଗ ଦେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

SHVR ୨୦୨୫-୨୬ ରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ମାନ୍ୟତା

June 23, 2026

ଭୁବନେଶ୍ୱରରେ ଦୁଇ ଦିନିଆ ‘ସଷ୍ଟେନେବଲ ମାଇନିଂ ସମିଟ୍-୨୦୨୬’ ଆରମ୍ଭ

June 23, 2026

ବିସ୍ତୃତ ରାଶିଫଳ: ଜୁନ ୨୩ରେ ପାଞ୍ଚୋଟି ରାଶିର ଲୋକେ ହେବେ ମାଲାମାଲ୍

June 23, 2026

ଶସ୍ତା ହେଲା ବିମାନ ଟିକେଟ୍ !

June 22, 2026

କତାରର ଶକ୍ତି କେନ୍ଦ୍ରରେ ଭୟଙ୍କର ବିସ୍ଫୋରଣ: ୧୩ ମୃତ, ୬୬ ଆହତ; ଭାରତୀୟ ଦୂତାବାସ ଜାରି କଲା ହେଲ୍ପଲାଇନ୍

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.