Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଲକ ଡାଉନରେ କାରନାମା, କ୍ଲାସ କରିବା ବାହାନାରେ ନଅ ଜଣ ଛାତ୍ରୀଙ୍କୁ ବଳତ୍କାର କଲେ ଶିକ୍ଷକ, ଗଲେ ଜେଲ
ଅପରାଧ

ଲକ ଡାଉନରେ କାରନାମା, କ୍ଲାସ କରିବା ବାହାନାରେ ନଅ ଜଣ ଛାତ୍ରୀଙ୍କୁ ବଳତ୍କାର କଲେ ଶିକ୍ଷକ, ଗଲେ ଜେଲ

December 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଲକ ଡାଉନରେ କାରନାମା, କ୍ଲାସ କରିବା ବାହାନାରେ ନଅ ଜଣ ଛାତ୍ରୀଙ୍କୁ ବଳତ୍କାର କଲେ ଶିକ୍ଷକ, ଗଲେ ଜେଲ

ତେଲଙ୍ଗାନା, ଲକଡାଉନ ଥିଲା ବେଳେ ଶିକ୍ଷକ ଅନ ଲାଇନରେ କ୍ଲାସ କରୁଥିଲେ। ହେଲେ ଯେଉଁମାନଙ୍କର ସ୍ମାଟ ଫୋନ ନ ଥିଲା ସେମାନଙ୍କୁ ଏକୁଟିଆ ସ୍କୁଲକୁ ଡାକି କରିଛନ୍ତି ବଳତ୍କାର। ଏପରି ଏକ ଘଟଣା ତେଲଙ୍ଗାନା ପ୍ରାଥମିକ ବିଦ୍ୟାଳୟରେ ଘଟିଛି। ଚାଳିଷ ବର୍ଷିୟ ଜଣେ ଶିକ୍ଷକ ଲକଡାଉନ ସମୟରେ  9 ଜଣ ଛାତ୍ରୀଙ୍କୁ ବଳତ୍କାର କରିଥିବାର ଜଣାପଡିଛି। ମାମଲା ଋଜୁ ହେବା ପରେ ପୋଲିସ ପକ୍ସୋ ଆଇନ ବଳରେ ଶିକ୍ଷକଙ୍କୁ ଗିରଫ କରି ଜେଲ ପଠାଇ ଦେଇଛନ୍ତି।

ଘଟଣାରୁ ଜଣାପଡିଛି ଯେ, ଶିକ୍ଷକ ଜଣଙ୍କ ଅନ ଲାଇନରେ କ୍ସାସ କରୁଥିଲେ। ହେଲେ ଯେଉଁମାନଙ୍କର ସ୍ମାର୍ଟଫୋନ ନ ଥିଲା ସେମାନଙ୍କୁ ସ୍କୁଲକୁ ଡାକି କ୍ଲାସ କରୁଥିଲେ। ସାରଙ୍କର ଏପରି ବଦାନ୍ୟତା ନେଇ ସମସ୍ତେ ବାହାଃ ବାହାଃ କରୁଥିଲେ। ହେଲେ ତା ଭିତରେ ଯେ କାମୁକ ଗୁଣ ଲୁଚି ରହିଛି କେହି ଜାଣିପାରିଲେ ନାହିଁ।

ତେବେ ଜଣେ ଛାତ୍ରୀ ବଳତ୍କାର ପରେ ଅସୁସ୍ଥ୍ୟ ହୋଇପଡି ହସପିଟାଲରେ ଭର୍ତି ହେବା ପରେ ଘଟଣାଟି ପଦାକୁ ଆସିଥିଲା। ଅସୁସ୍ଥ୍ୟ ଛାତ୍ରୀଙ୍କୁ  ଘଟଣା ସଂପର୍କରେ ପଚାରିବା ପରେ ସେ ଶିକ୍ଷକଙ୍କର କାରନାମା ସଂପର୍କରେ କହିଥିଲେ। ଫଳରେ ଛାତ୍ରୀଙ୍କ ପିତା ଏବଂ ଗାଁ ଲୋକେ ଏହା ଜାଣିବା ପରେ ଶିକ୍ଷକଙ୍କୁ ଧୂମ ପିଟିଲେ।

ପରେ ପୋଲିସ ଖବର ପାଇବା ପରେ ଶିକ୍ଷକଙ୍କୁ ଉଦ୍ଦାର କରି ଥାନାକୁ ନେଇଗଲେ। ସେଠାରେ ତାଙ୍କୁ ପଚାରିବା ପରେ ଆଉ 8 ଜଣ ଛାତ୍ରୀଙ୍କୁ ଏହିପରି ବଳତ୍କାର କରିଥିବା କହିଥିଲେ। ଏହି ଖବର ଜଣାପଡିବା ପରେ ସେହି ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ପୋଲିସ ପସ୍କୋ ଆଇନି ବଳରେ ଶିକ୍ଷକଙ୍କୁ ଗିରଫ କରି ଜେଲ ପଠାଇ ଦେଇଛନ୍ତି।

ଛାତ୍ରୀଙ୍କୁ ବଳତ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ ୭ ତାରିଖ ଗୁରୁବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

August 7, 2025

ଗଜପତିରେ ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଲେ ଆଇନ ମନ୍ତ୍ରୀ

August 6, 2025

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ରାଜ୍ୟ ବିଜେପି ସଭାପତିଙ୍କୁ ସ୍ମାରକପତ୍ର ପ୍ରଦାନ

August 6, 2025

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ବାଣିଜ୍ୟିକ ପ୍ରତିଷ୍ଠାନର ଫଳକରେ ଓଡ଼ିଆ ଲେଖାକୁ କଲେ ବାଧ୍ୟତାମୂଳକ

August 6, 2025
Latest News

ଆଜି ଅଗଷ୍ଟ ୭ ତାରିଖ ଗୁରୁବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

August 7, 2025

ଗଜପତିରେ ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଲେ ଆଇନ ମନ୍ତ୍ରୀ

August 6, 2025

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ରାଜ୍ୟ ବିଜେପି ସଭାପତିଙ୍କୁ ସ୍ମାରକପତ୍ର ପ୍ରଦାନ

August 6, 2025

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ବାଣିଜ୍ୟିକ ପ୍ରତିଷ୍ଠାନର ଫଳକରେ ଓଡ଼ିଆ ଲେଖାକୁ କଲେ ବାଧ୍ୟତାମୂଳକ

August 6, 2025

ଭାରତଠାରୁ ୫୦ ପ୍ରତିଶତ ଶୁଳ୍କ ଆଦାୟ କରିବ ଆମେରିକା: ଏହି କାରଣରୁ ଜରିମାନା ଲଗାଇଲେ ଡୋନାଲ୍ଡ ଟ୍ରମ୍ପ 

August 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.