Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଲକ ଡାଉନରେ କାରନାମା, କ୍ଲାସ କରିବା ବାହାନାରେ ନଅ ଜଣ ଛାତ୍ରୀଙ୍କୁ ବଳତ୍କାର କଲେ ଶିକ୍ଷକ, ଗଲେ ଜେଲ
ଅପରାଧ

ଲକ ଡାଉନରେ କାରନାମା, କ୍ଲାସ କରିବା ବାହାନାରେ ନଅ ଜଣ ଛାତ୍ରୀଙ୍କୁ ବଳତ୍କାର କଲେ ଶିକ୍ଷକ, ଗଲେ ଜେଲ

December 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ତେଲଙ୍ଗାନା, ଲକଡାଉନ ଥିଲା ବେଳେ ଶିକ୍ଷକ ଅନ ଲାଇନରେ କ୍ଲାସ କରୁଥିଲେ। ହେଲେ ଯେଉଁମାନଙ୍କର ସ୍ମାଟ ଫୋନ ନ ଥିଲା ସେମାନଙ୍କୁ ଏକୁଟିଆ ସ୍କୁଲକୁ ଡାକି କରିଛନ୍ତି ବଳତ୍କାର। ଏପରି ଏକ ଘଟଣା ତେଲଙ୍ଗାନା ପ୍ରାଥମିକ ବିଦ୍ୟାଳୟରେ ଘଟିଛି। ଚାଳିଷ ବର୍ଷିୟ ଜଣେ ଶିକ୍ଷକ ଲକଡାଉନ ସମୟରେ  9 ଜଣ ଛାତ୍ରୀଙ୍କୁ ବଳତ୍କାର କରିଥିବାର ଜଣାପଡିଛି। ମାମଲା ଋଜୁ ହେବା ପରେ ପୋଲିସ ପକ୍ସୋ ଆଇନ ବଳରେ ଶିକ୍ଷକଙ୍କୁ ଗିରଫ କରି ଜେଲ ପଠାଇ ଦେଇଛନ୍ତି।

ଘଟଣାରୁ ଜଣାପଡିଛି ଯେ, ଶିକ୍ଷକ ଜଣଙ୍କ ଅନ ଲାଇନରେ କ୍ସାସ କରୁଥିଲେ। ହେଲେ ଯେଉଁମାନଙ୍କର ସ୍ମାର୍ଟଫୋନ ନ ଥିଲା ସେମାନଙ୍କୁ ସ୍କୁଲକୁ ଡାକି କ୍ଲାସ କରୁଥିଲେ। ସାରଙ୍କର ଏପରି ବଦାନ୍ୟତା ନେଇ ସମସ୍ତେ ବାହାଃ ବାହାଃ କରୁଥିଲେ। ହେଲେ ତା ଭିତରେ ଯେ କାମୁକ ଗୁଣ ଲୁଚି ରହିଛି କେହି ଜାଣିପାରିଲେ ନାହିଁ।

ତେବେ ଜଣେ ଛାତ୍ରୀ ବଳତ୍କାର ପରେ ଅସୁସ୍ଥ୍ୟ ହୋଇପଡି ହସପିଟାଲରେ ଭର୍ତି ହେବା ପରେ ଘଟଣାଟି ପଦାକୁ ଆସିଥିଲା। ଅସୁସ୍ଥ୍ୟ ଛାତ୍ରୀଙ୍କୁ  ଘଟଣା ସଂପର୍କରେ ପଚାରିବା ପରେ ସେ ଶିକ୍ଷକଙ୍କର କାରନାମା ସଂପର୍କରେ କହିଥିଲେ। ଫଳରେ ଛାତ୍ରୀଙ୍କ ପିତା ଏବଂ ଗାଁ ଲୋକେ ଏହା ଜାଣିବା ପରେ ଶିକ୍ଷକଙ୍କୁ ଧୂମ ପିଟିଲେ।

ପରେ ପୋଲିସ ଖବର ପାଇବା ପରେ ଶିକ୍ଷକଙ୍କୁ ଉଦ୍ଦାର କରି ଥାନାକୁ ନେଇଗଲେ। ସେଠାରେ ତାଙ୍କୁ ପଚାରିବା ପରେ ଆଉ 8 ଜଣ ଛାତ୍ରୀଙ୍କୁ ଏହିପରି ବଳତ୍କାର କରିଥିବା କହିଥିଲେ। ଏହି ଖବର ଜଣାପଡିବା ପରେ ସେହି ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ପୋଲିସ ପସ୍କୋ ଆଇନି ବଳରେ ଶିକ୍ଷକଙ୍କୁ ଗିରଫ କରି ଜେଲ ପଠାଇ ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.