Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଟ୍ରେନ ଟିକଟ ଜାଲିଆତି: ୧ ଗିରଫ
ଅପରାଧ

ଟ୍ରେନ ଟିକଟ ଜାଲିଆତି: ୧ ଗିରଫ

February 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବେଆଇନ ରେଲୱେ ଟ୍ରିକେଟ୍ ବୁକ୍ ଆଇଡ଼ି ତିଆରି କରି ଭଂଜନଗରର ଜନୈକ ବ୍ୟକ୍ତିକୁ ଆଜି ରେଲୱେ ପୋଲିସ୍ ଗିରଫ କରିଛି।

ଘଟଣାରୁ ପ୍ରକାଶ, ଯେ ଭଂଜନଗର ଚମନ କମ୍ପ୍ୟୁଟର ସେଣ୍ଟର ନାମକ ଦୋକାନରୁ ସଂଦେହଜନକ ଆଇଡ଼ି ନେଇ ପ୍ରବଳ ଆପ୍ ମାଧ୍ୟମରେ ଖୋର୍ଦ୍ଧା ଜୋନ୍ ଆର୍‌ପିଏଫ୍‌କୁ ଖବର ଦେଇଥିଲା। ତତ୍‌କ୍ଷଣାତ୍ ଆର୍‌ପିଏଫ୍‌ର ସବ୍ ଇନିସ୍‌ପେକ୍ଟର ସିକେ ତିୱାରୀ ଏବଂ ଅନ୍ୟ ଅଧିକାରୀମାନେ ଭଂଜନଗର କମ୍ପ୍ୟୁଟର ଦୋକାନ ଉପରେ ଚଢ଼ାଉ କରିଥିଲେ। ବେଆଇନ ଭାବେ କମିଶନ ନେଇ ଟିକଟ୍ ସଂରକ୍ଷଣ କରୁଥିବା ଅଭିଯୋଗରେ ମାଲିକ କେ. ଶିଶିର କୁମାର ଦୋରାକୁ ଗିରଫ କରାଯାଇଛି। ସେ ବେଆଇନ ଭାବେ ୧୩ଟି ମଲ୍‌ଟିପଲ୍ ୟୁଜର ଆଇଡ଼ି ବିଭିନ୍ନ ଲୋକନାମରେ କରି ଟିକେଟ୍ ବୁକ୍ କରୁଥିଲା।

ଚଢ଼ଉରେ ତା’ ନିକଟରୁ ୩ଟି ଅଗ୍ରୀମ ଟିମ ଯାହାର ମୂଲ୍ୟ ୧୦୧୬୯.୯୭ ଟଙ୍କା ଏବଂ ୫୩ଟି ପୁରୁଣା ଟିକେଟ୍ ଯାହାର ମୂଲ୍ୟ ୧୧୨୪୩୨.୫୪ ସମୁଦାୟ ୧ଲକ୍ଷ ୨୨ହଜାର ୫୯୨.୫୧ ଟଙ୍କାର ବିଭିନ୍ନ ଟ୍ରେନରେ ବୁକ୍ ହୋଇଥିବା କିମ୍ବା ହୋଇଯାଇଥିବା ଜବତ କରାଯାଇଥିଲା। କେସ ନଂ ସି୩ସି/୧୪/୨୦୨୧ରେ ୟୁ/ଏସ୍ ୧୪୩ରେ ମାମଲା ରୁଜୁ ହୋଇ ଶିଶିରକୁ ଗିରଫ କରି କୋର୍ଟଚାଲଣ କରାଯାଇଥିବା ଆର୍‌ପିଏଫ୍ ଇନିସ୍‌ପେକ୍ଟର ଦିଲିପ ସାର ସୂଚନା ଦେଇଛନ୍ତି।

ଜାଲିଆତି ଟ୍ରେନ ଟିକଟ
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଲକ୍ଷ ଲକ୍ଷ ଏସଏସଜି ମହିଳା ସଦସ୍ୟଙ୍କ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ

August 7, 2025

ଏମ୍.ଏସ୍. ସ୍ୱାମୀନାଥନ୍‌ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

August 7, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ରେଡ୍ ରନ୍ (୩.୦) ମାରାଥନ

August 7, 2025

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ପାଳନ ହେଲା ବିଶ୍ଵ ସ୍ତନ୍ୟପାନ ସପ୍ତାହ

August 7, 2025
Latest News

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଲକ୍ଷ ଲକ୍ଷ ଏସଏସଜି ମହିଳା ସଦସ୍ୟଙ୍କ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ

August 7, 2025

ଏମ୍.ଏସ୍. ସ୍ୱାମୀନାଥନ୍‌ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

August 7, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ରେଡ୍ ରନ୍ (୩.୦) ମାରାଥନ

August 7, 2025

ନାଚୁଣୀ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସ: ଆଗାମୀ ଭବିଷ୍ୟତଙ୍କୁ ସମ୍ବୋଧିତ କଲେ ଆଇନ ମନ୍ତ୍ରୀ

August 7, 2025

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ପାଳନ ହେଲା ବିଶ୍ଵ ସ୍ତନ୍ୟପାନ ସପ୍ତାହ

August 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.