Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଟ୍ରେନ ଟିକଟ ଜାଲିଆତି: ୧ ଗିରଫ
ଅପରାଧ

ଟ୍ରେନ ଟିକଟ ଜାଲିଆତି: ୧ ଗିରଫ

February 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
arrest
RSS କାର୍ଯ୍ୟାଳୟ ଉପରେ ଆକ୍ରମଣ ଘଟଣା: ଅଭିଯୁକ୍ତମାନଙ୍କ ପାକିସ୍ତାନ ଲିଙ୍କ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବେଆଇନ ରେଲୱେ ଟ୍ରିକେଟ୍ ବୁକ୍ ଆଇଡ଼ି ତିଆରି କରି ଭଂଜନଗରର ଜନୈକ ବ୍ୟକ୍ତିକୁ ଆଜି ରେଲୱେ ପୋଲିସ୍ ଗିରଫ କରିଛି।

ଘଟଣାରୁ ପ୍ରକାଶ, ଯେ ଭଂଜନଗର ଚମନ କମ୍ପ୍ୟୁଟର ସେଣ୍ଟର ନାମକ ଦୋକାନରୁ ସଂଦେହଜନକ ଆଇଡ଼ି ନେଇ ପ୍ରବଳ ଆପ୍ ମାଧ୍ୟମରେ ଖୋର୍ଦ୍ଧା ଜୋନ୍ ଆର୍‌ପିଏଫ୍‌କୁ ଖବର ଦେଇଥିଲା। ତତ୍‌କ୍ଷଣାତ୍ ଆର୍‌ପିଏଫ୍‌ର ସବ୍ ଇନିସ୍‌ପେକ୍ଟର ସିକେ ତିୱାରୀ ଏବଂ ଅନ୍ୟ ଅଧିକାରୀମାନେ ଭଂଜନଗର କମ୍ପ୍ୟୁଟର ଦୋକାନ ଉପରେ ଚଢ଼ାଉ କରିଥିଲେ। ବେଆଇନ ଭାବେ କମିଶନ ନେଇ ଟିକଟ୍ ସଂରକ୍ଷଣ କରୁଥିବା ଅଭିଯୋଗରେ ମାଲିକ କେ. ଶିଶିର କୁମାର ଦୋରାକୁ ଗିରଫ କରାଯାଇଛି। ସେ ବେଆଇନ ଭାବେ ୧୩ଟି ମଲ୍‌ଟିପଲ୍ ୟୁଜର ଆଇଡ଼ି ବିଭିନ୍ନ ଲୋକନାମରେ କରି ଟିକେଟ୍ ବୁକ୍ କରୁଥିଲା।

ଚଢ଼ଉରେ ତା’ ନିକଟରୁ ୩ଟି ଅଗ୍ରୀମ ଟିମ ଯାହାର ମୂଲ୍ୟ ୧୦୧୬୯.୯୭ ଟଙ୍କା ଏବଂ ୫୩ଟି ପୁରୁଣା ଟିକେଟ୍ ଯାହାର ମୂଲ୍ୟ ୧୧୨୪୩୨.୫୪ ସମୁଦାୟ ୧ଲକ୍ଷ ୨୨ହଜାର ୫୯୨.୫୧ ଟଙ୍କାର ବିଭିନ୍ନ ଟ୍ରେନରେ ବୁକ୍ ହୋଇଥିବା କିମ୍ବା ହୋଇଯାଇଥିବା ଜବତ କରାଯାଇଥିଲା। କେସ ନଂ ସି୩ସି/୧୪/୨୦୨୧ରେ ୟୁ/ଏସ୍ ୧୪୩ରେ ମାମଲା ରୁଜୁ ହୋଇ ଶିଶିରକୁ ଗିରଫ କରି କୋର୍ଟଚାଲଣ କରାଯାଇଥିବା ଆର୍‌ପିଏଫ୍ ଇନିସ୍‌ପେକ୍ଟର ଦିଲିପ ସାର ସୂଚନା ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଏଲପିଜି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପାନୀଗୁଡ଼ିକ ପାଇଁ ସ୍ଥିର କଲେ କୋଟା 

August 16, 2026

ଚାକିରୀରୁ ବିଦାୟ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଡିଜିପି ୱାଇ ବି ଖୁରାନିଆ

August 16, 2026

ବାଂଲାଦେଶର ଐତିହାସିକ ବିଜୟ: ଅଷ୍ଟ୍ରେଲିଆ ୯ ୱିକେଟ୍‌ରେ ପରାସ୍ତ

August 16, 2026

ଅଜୟ ଦେବଗନ ଏବଂ ଶାହରୁଖ ଖାନଙ୍କୁ ନୋଟିସ ଜାରି: ତମାଖୁ ପ୍ରଚାର ପାଇଁ ସ୍ପଷ୍ଟୀକରଣ ମାଗିଲା ଏଫଡିଏ

August 16, 2026
Latest News

ଏଲପିଜି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପାନୀଗୁଡ଼ିକ ପାଇଁ ସ୍ଥିର କଲେ କୋଟା 

August 16, 2026

ଦିଲ୍ଲୀ ପଦଯାତ୍ରା ଘୋଷଣା କଲେ କୃଷକ ସଂଗଠନ: ବିଳମ୍ବିତ ରାତିରେ ସିଲ୍ ହେଲା ସୀମା

August 16, 2026

ଚାକିରୀରୁ ବିଦାୟ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଡିଜିପି ୱାଇ ବି ଖୁରାନିଆ

August 16, 2026

ବାଂଲାଦେଶର ଐତିହାସିକ ବିଜୟ: ଅଷ୍ଟ୍ରେଲିଆ ୯ ୱିକେଟ୍‌ରେ ପରାସ୍ତ

August 16, 2026

ଅଜୟ ଦେବଗନ ଏବଂ ଶାହରୁଖ ଖାନଙ୍କୁ ନୋଟିସ ଜାରି: ତମାଖୁ ପ୍ରଚାର ପାଇଁ ସ୍ପଷ୍ଟୀକରଣ ମାଗିଲା ଏଫଡିଏ

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.