Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଫେରାର ଥିବା ଦୁର୍ଦ୍ଦାନ୍ତ ଅପରାଧି କାଲା ହତଖଣ୍ଡିକୁ ଗିରଫ କଲା ଖୋର୍ଦ୍ଧା ପୋଲିସ
ଅପରାଧ

ଫେରାର ଥିବା ଦୁର୍ଦ୍ଦାନ୍ତ ଅପରାଧି କାଲା ହତଖଣ୍ଡିକୁ ଗିରଫ କଲା ଖୋର୍ଦ୍ଧା ପୋଲିସ

October 23, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ବିଭିନ୍ନ ଅପରାଧିକ ଘଟଣାରେ ଜଡିତ ଥାଇ ଦୀର୍ଘ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିବା ଦୁର୍ଦ୍ଦାନ୍ତ ଅପରାଧି କାଲା ହତଖଣ୍ଡି ଓରଫ ମହମଦ ଶେଖବତକୁ ଖୋର୍ଦ୍ଧା ପୋଲିସ ଆଜି ଭୁବନେଶ୍ବରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ କୋର୍ଟରେ ହାତଖଣ୍ଡିର ଜାମିନ ନାମଞ୍ଜୁର ହୋଇଯିବାରୁ ତାକୁ ଖୋର୍ଦ୍ଧା ଉପକାରଗାରକୁ ପଠାଇ ଦିଆଯାଇଛି।

ପୋଲିସ ସୂଚନା ମୁତାବକ ହାତଖଣ୍ଡି ଗତ ୨୦୧୭ ମସିହା ଅକ୍ଟୋବର ୧୬ ତାରିଖରେ ଦେଉଳଟାଙ୍ଗି ଗ୍ରାମର କାଲା ହତଖଣ୍ଡି ଓରଫ ମହମଦ ଶେଖବତ ତାର ସାବତ ଭାଇ ଏମଡି ସବିତକୁ ତୋଟାପଡ଼ା ଛକରେ ଥିବା ଦୋକାନ ଉପରେ ଗୁଳି ଚଳାଇ ହତ୍ୟା କରିଥିଲା। ଏନେଇ ଏମଡି ଗୋରା ଥାନାରେ ଅଭିଯୋଗ କରିଥିଲା ତେବେ ଗୋରାର ଅଭିଯୋଗ କ୍ରମେ ଖୋର୍ଦ୍ଧା ଥାନା ପୋଲିସ କେଶ ନଂ ୪୧୩/୧୭ ଦଫା ୩୦୨ ଆଇପିସି ୨୫/୨୭ ଆର୍ମସ ଆକ୍ଟରେ ଏକ କେସ ହୋଇ ତଦନ୍ତ କରଯାଇଥିଲା।

ଉକ୍ତ କେସରେ କାଲା ହାତଖଣ୍ଡି ନାମରେ ଖୋର୍ଦ୍ଧା କୋର୍ଟରୁ ଏକ ଏନବିଡବ୍ଲୁ ଆସିଥିଲା।  ସେହିପରି ୨୦୦୧ ମସିହାରେ ମଧ୍ୟ ଏକ ଛିନତାଇ କେସରେ ତା ନାମରେ ମଧ୍ୟ ଏନବିଡବ୍ଲୁ ଖୋର୍ଦ୍ଧା କୋର୍ଟରୁ ଆସିଥିଲା। ସେ ଦୀର୍ଘ ଦିନ ହେବ ପୁଲିସକୁ ଚକମା ଦେଇ ଫେରାର ହୋଇ ବୁଲୁଥିଲା। ଖୋର୍ଦ୍ଧା ଏସପିଙ୍କ ନେତୃତରେ ଗୋଟିଏ ଟିମ ଗଠନ କରାଯାଇ ଅଭିଯୁକ୍ତ କାଲା ହାତଖଣ୍ଡିକୁ ଧରିବା ପାଇଁ ଚାରିଆଡେ ଚଢଉ କରାଯାଉଥିଲା। ଆଜି ଫେରାର ଅଭିଯୁକ୍ତ କାଲା ହତଖଣ୍ଡିକୁ ଉକ୍ତ ଟିମ ଧରିବାରେ ସକ୍ଷମ ହୋଇଥିଲା।

ତେବେ ସଦର ଥାନା ଆଇଆଇସି ଅନିତା ସାହୁଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଯେଉଁଥିରେ ଏସଆଇ ଦିଗବିଜୟ ବିଶ୍ୱାଳ ଏବଂ ସ୍ପେଶାଲ ସ୍କ୍ବାର୍ଡ ସାମିଲ ଥିଲେ।

ଖୋର୍ଦ୍ଧା ପୋଲିସ ଫେରାର ଥିବା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026

ବୋମା ବିସ୍ଫୋରଣରେ ଦୁଇ ନାବାଳକ ଗୁରୁତର

April 6, 2026
Latest News

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

କଣ୍ଢଲ ଆଶ୍ରମ ବିଦ୍ୟାଳୟରେ ସ୍ବତନ୍ତ୍ର ମାର୍ଗଦର୍ଶନ ଓ ପରାମର୍ଶ ଶିବିର

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.