Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଅସଦୁଦ୍ଦିନ ଓୱାଇସିଙ୍କ ବଡ ଅଭିଯୋଗ: କାର ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୃତ୍ତ
ଅପରାଧ

ଅସଦୁଦ୍ଦିନ ଓୱାଇସିଙ୍କ ବଡ ଅଭିଯୋଗ: କାର ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୃତ୍ତ

February 3, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଲକ୍ଷ୍ନୌ: ଅଲ ଇଣ୍ଡିଆ ମଜଲିସ୍-ଇ-ଇତ୍ତେହାଦୁଲ ମୁସଲିମନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଦାବି କରିଛନ୍ତି ଯେ, ମେରଠରୁ ଫେରୁଥିବା ସମୟରେ ତାଙ୍କ ଗାଡି ଉପରକୁ ଗୁଳି ଚଳାଯାଇଛି। ଗାଡିରେ ଲାଗିଥିବା ଗୁଳି ଚିହ୍ନକୁ ସାର୍ବଜନୀନ କରି ସେ କହିଛନ୍ତି ଯେ, କିଛି ସମୟ ପରେ ମୋ ଗାଡି ଛିଜାରସୀ ଟୋଲ୍ ଗେଟ୍ ଠାରେ ତାଙ୍କ ଗାଡି ଉପରକୁ ଗୁଳି ଚଳାଯାଇଛି। ତାଙ୍କ କାର ଉପରକୁ ୪ ରାଉଣ୍ଡ ଗୁଳି ଚଳାଯାଇଯାଇଥିଲା। ଅସାଦୁଦ୍ଦିନ ଓୱାଇସି ଆହୁରି ମଧ୍ୟ କହିଛନ୍ତି ଯେ, ଆକ୍ରମଣକାରୀଙ୍କ ମଧ୍ୟରେ ୩ ରୁ ୪ ଜଣ ଲୋକ ସମ୍ପୃକ୍ତ ଥିଲେ। ସମସ୍ତେ ଅସ୍ତ୍ରଶସ୍ତ୍ର ଛାଡି ସେଠାରୁ ଫେରାର ହୋଇଯାଇଥିଲେ। ମୋ କାର୍ ର ଟାୟାରରୁ ପଞ୍ଚର ହୋଇଯାଇଥିଲା। କିନ୍ତୁ ମୁଁ ଅନ୍ୟ ଏକ କାରରେ ବସି ସେଠାରୁ ବାହାରିଲି। ଆମେ ସମସ୍ତେ ଏବେ ସୁରକ୍ଷିତ ଅଛୁ।

କାରରେ ଗୁଳି ଚଳାଇବାର ସୂଚନା ପାଇବା ମାତ୍ରେ ଏକ ବ୍ୟାଚ୍ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଇଜି ମେରଠଙ୍କ ଅନୁଯାୟୀ ଟୋଲ ପ୍ଲାଜାରେ ଓୱାଇସି ସମର୍ଥକଙ୍କ ସହ କଳହ ସମ୍ପର୍କରେ ସୂଚନା ମିଳିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟ ହେବାର କୌଣସି ଘଟଣା ସାମ୍ନାକୁ ଆସିନାହିଁ। ଯାହା ଦାବି ହେଉଛି ସେ ସମ୍ବନ୍ଧରେ ଆମେ ସିସିଟିଭି କ୍ୟାମେରା ଯାଞ୍ଚ କରୁଛୁ। ତଦନ୍ତ ପରେ ସତ୍ୟତା ହିଁ ଜଣା ପଡିବ।

ଅସଦୁଦ୍ଦିନ ଓୱାଇସି
Share. Facebook Twitter LinkedIn Email WhatsApp Copy Link

Related Posts

Tata Steel Result: ନିଟ୍ ଲାଭ ୧୩% ହ୍ରାସ ପାଇ ୨,୬୮୯ କୋଟି ଟଙ୍କାରେ ପହଞ୍ଚିଲା

February 6, 2026

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026
Latest News

Tata Steel Result: ନିଟ୍ ଲାଭ ୧୩% ହ୍ରାସ ପାଇ ୨,୬୮୯ କୋଟି ଟଙ୍କାରେ ପହଞ୍ଚିଲା

February 6, 2026

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.