Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»କୋଲକାତାରୁ ମିଳିଲା ମଡେଲଙ୍କ ମୃତଦେହ, ଗତ ୧୩ ଦିନ ମଧ୍ୟରେ ୩ ବଙ୍ଗୀୟ ଅଭିନେତ୍ରୀଙ୍କର ମୃତ୍ୟୁ
ଅପରାଧ

କୋଲକାତାରୁ ମିଳିଲା ମଡେଲଙ୍କ ମୃତଦେହ, ଗତ ୧୩ ଦିନ ମଧ୍ୟରେ ୩ ବଙ୍ଗୀୟ ଅଭିନେତ୍ରୀଙ୍କର ମୃତ୍ୟୁ

May 27, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

କୋଲକାତା: ପଶ୍ଚିମବଙ୍ଗରୁ ଆଜି ଆଉ ଏକ ଦୁଃଖଦ ଖବର ଆସିଛି। ଆଜି କୋଲକାତାର ସହରର ପାଟୁଲି ଅଞ୍ଚଳରେ ଥିବା ବାସଭବନରୁ ଅନ୍ୟ ଏକ ମଡେଲଙ୍କ ମୃତଦେହ ମିଳିଛି, ଯାହା ତିନି ଦିନ ମଧ୍ୟରେ ଦ୍ୱିତୀୟ ଘଟଣା। ଏଥି ସହିତ, ଗତ ୧୫ ଦିନ ମଧ୍ୟରେ ୩ ଜଣ ଅଭିନେତ୍ରୀ ଏବଂ ମଡେଲ ଆତ୍ମହତ୍ୟା କରିଛନ୍ତି। ସୂଚନା ପାଇବା ପରେ ପୋଲିସ ଘଟଣାର ତଦନ୍ତ କରୁଛି।

ମୃତ ଅଭିନେତ୍ରୀ ମଞ୍ଜୁଶା ନିୟୋଗୀ ବୋଲି ଜଣାପଡିଛି। ମଞ୍ଜୁଶାଙ୍କ ମା’ କହିଛନ୍ତି ଯେ, ତାଙ୍କ ଘନିଷ୍ଠ ବନ୍ଧୁ ତଥା ମଡେଲ ବିଦିଶା ଡି ମଜୁମଦାରଙ୍କ ମୃତ୍ୟୁ ପରେ ସେ ଦୁଇ ଦିନ ପୂର୍ବରୁ ଡିପ୍ରେସନରେ ଯାଇଥିଲେ। ବୁଧବାର ସନ୍ଧ୍ୟାରେ କୋଲକାତାର ଦମଦମ୍ ଅଞ୍ଚଳରେ ଥିବା ଭଡାଘରେ ଆପାର୍ଟମେଣ୍ଟରେ ଲୋକପ୍ରିୟ ମଡେଲ ବିଦିଶା ମଜୁମଦାରଙ୍କ ମୃତଦେହ ମିଳିଥିଲା।

ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ନିୟୋଗୀଙ୍କ ମୃତଦେହକୁ ଫୋରେନସିକ୍ ପରୀକ୍ଷା ପାଇଁ ଡାକ୍ତରଖାନାକୁ ପଠାଯାଇଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।

ଏହା ପୂର୍ବରୁ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ପଲବୀ ଦେ ମଧ୍ୟ କୋଲକାତାର ଗରଫା ଅଞ୍ଚଳରେ ଥିବା ତାଙ୍କ ଭଡା ଘରେ ୧୫ ମଇରେ ମୃତ୍ୟୁବରଣ କରିଥିଲେ। ତାଙ୍କ ମୃତଦେହ ରଶିରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ପଲ୍ଲବୀଙ୍କ ପରିବାର ହତ୍ୟାକାଣ୍ଡ ଅଭିଯୋଗ କରିଥିଲେ, ଏହା ପରେ ପୋଲିସ ଲାଇଭ-ଇନ୍‌ରେ ରହୁଥିବା ତାଙ୍କ ପ୍ରେମିକକୁ ଗିରଫ କରିଥିଲା।

କୋଲକାତା ପଶ୍ଚିମବଙ୍ଗ ବଙ୍ଗୀୟ ଅଭିନେତ୍ରୀ ମୃତଦେହ
Share. Facebook Twitter LinkedIn Email WhatsApp Copy Link

Related Posts

ହୋଲି ଅବସରରେ ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ୍‌

February 16, 2026

କୃମି ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

February 16, 2026

ମୁମ୍ବାଇରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ‌ଙ୍କୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

February 16, 2026

ସାରା ବିଶ୍ୱରେ ହ୍ରାସ ପାଉଛି ଏହି ଧର୍ମର ଜନସଂଖ୍ୟା: ହିନ୍ଦୁମାନଙ୍କର ସ୍ଥିତି କ’ଣ?

February 16, 2026
Latest News

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026

ହୋଲି ଅବସରରେ ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ୍‌

February 16, 2026

କୃମି ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

February 16, 2026

ମୁମ୍ବାଇରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ‌ଙ୍କୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

February 16, 2026

ସାରା ବିଶ୍ୱରେ ହ୍ରାସ ପାଉଛି ଏହି ଧର୍ମର ଜନସଂଖ୍ୟା: ହିନ୍ଦୁମାନଙ୍କର ସ୍ଥିତି କ’ଣ?

February 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.