Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବିଷ ଖାଇ ୪ କୃଷକଙ୍କ ଆତ୍ମହତ୍ୟା ଉଦ୍ୟମ: ବିଜେପି ବିଧାୟକଙ୍କ ଉପରେ ଲଗାଇଲେ ଏଭଳି ଅଭିଯୋଗ
ଅପରାଧ

ବିଷ ଖାଇ ୪ କୃଷକଙ୍କ ଆତ୍ମହତ୍ୟା ଉଦ୍ୟମ: ବିଜେପି ବିଧାୟକଙ୍କ ଉପରେ ଲଗାଇଲେ ଏଭଳି ଅଭିଯୋଗ

June 16, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
poison
poison

ହାଭେରୀ: ଉତ୍ତର କର୍ଣ୍ଣାଟକର ହାଭେରୀରେ କିଛି ଚାଷୀଙ୍କ ପରିବାର ସଦସ୍ୟ କୀଟନାଶକ ବ୍ୟବହାର କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, ବିଜେପି ବିଧାୟକମାନେ ଜମିରେ ଭାଗ ନେବାକୁ ଦାବି କରି ସେମାନଙ୍କୁ ହଇରାଣ କରୁଛନ୍ତି। କିନ୍ତୁ ସେହି ଚାରି ଜଣଙ୍କ ଉପରେ ପୋଲିସ ଏଫ୍ଆଇଆର୍ ପଞ୍ଜୀକୃତ କରିଥିଲା, ଯେଉଁମାନେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ଏଥି ସହ ହାଭେରୀ ପୋଲିସ ଅଧୀକ୍ଷକ ହନୁମାନ ରାୟ କହିଛନ୍ତି ଯେ, ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ବିବୃତ୍ତି ଆଧାରରେ ଏକ ମାମଲା ରୁଜୁ ହୋଇଛି। ତିନି କିମ୍ବା ଚାରି ଜଣ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଆମେ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛୁ। କେବଳ ଅନୁସନ୍ଧାନ ପରେ, ମାମଲାଟି ସ୍ପଷ୍ଟ ହେବ, ପ୍ରକୃତ କାରଣ କ’ଣ?

ବିଜେପି ବିଧାୟକ ନେହେରୁ ଓଲେକର କହିଛନ୍ତି ଯେ, ଆମକୁ କାହାର ଜମି ଦରକାର ନାହିଁ। ଲୋକଙ୍କ ଉନ୍ନତି ପାଇଁ ଆମେ ଜମି ଚାହୁଁ।

ଏଥିସହିତ ଲୋକମାନେ ପ୍ରଶ୍ନ ଉଠାଉଛନ୍ତି ଯେ, କୃଷକମାନେ ବିନା କାରଣରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବେ କାହିଁକି? ଏଥିସହ ସେମାନେ ପୋଲିସର ବହୁ ଚାପରେ ଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଏହି ପ୍ରସଙ୍ଗରେ ଉଭୟ ପକ୍ଷ ପରସ୍ପର ଉପରେ ଅଭିଯୋଗ ଆଣିଛନ୍ତି। ଏଭଳି ପରିସ୍ଥିତିରେ ପୋଲିସ ଯେତେବେଳେ ତଦନ୍ତ ଶେଷ କରି କୌଣସି ସିଦ୍ଧାନ୍ତରେ ପହଞ୍ଚିବ, ଘଟଣାର ସତ୍ୟାସତ୍ୟ ମିଳିବ।

ଆତ୍ମହତ୍ୟା ଉଦ୍ୟମ କୀଟନାଶକ ବିଜେପି ବିଧାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Latest News

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.