Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ହାତରେ ଔରଙ୍ଗଜେବ ଏବଂ ଟିପୁ ସୁଲତାନଙ୍କ ଫଟୋ ଧରି କରୁଥିଲେ ନାଚ, ୮ ଜଣଙ୍କ ବିରୋଧରେ ମାମଲା ରୁଜୁ
ଅପରାଧ

ହାତରେ ଔରଙ୍ଗଜେବ ଏବଂ ଟିପୁ ସୁଲତାନଙ୍କ ଫଟୋ ଧରି କରୁଥିଲେ ନାଚ, ୮ ଜଣଙ୍କ ବିରୋଧରେ ମାମଲା ରୁଜୁ

January 16, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ମହାରାଷ୍ଟ୍ରର ୱାଶିମ୍ ଜିଲ୍ଲାରେ ରବିବାର ରାତିରେ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ କିଛି ଲୋକ ମୋଗଲ ଶାସକ ଔରଙ୍ଗଜେବଙ୍କ ଫଟୋ ଧରି ନାଚୁଥିଲେ। ଭାଇରାଲ ଭିଡିଓକୁ ନେଇ ହିନ୍ଦୁ ସଂଗଠନ ବିରୋଧ କରିଥିଲେ। ବର୍ତ୍ତମାନ ପୋଲିସ ନାଚୁଥିବା ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୂଚନାନୁସାରେ, ଜାନୁଆରୀ ୧୪ ତାରିଖ ରାତିରେ ଦାଦା ହୟାତ୍ କଲନ୍ଦର ସାହେବଙ୍କ ସନ୍ଦଲ ଶୋଭାଯାତ୍ରା ଜିଲ୍ଲାର ମଙ୍ଗ୍ରୁଲପିରରେ ନିଆଯାଇଥିଲା।

ଶୋଭାଯାତ୍ରାରେ ନୃତ୍ୟଶିଳ୍ପୀଙ୍କ ଭିଡରେ ଦୁଇଟି ବିରାଟ ଫଟୋଗ୍ରାଫ୍ ପ୍ରଦର୍ଶିତ କରାଯାଇଥିଲା, ଗୋଟିଏ ଟିପୁ ସୁଲତାନ ଏବଂ ଅନ୍ୟଟି ଔରଙ୍ଗଜେବ। ଭିଡିଓ ଭାଇରାଲ ହେବା ପରେ ପୋଲିସ ମୋଟ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାର ପ୍ରତିବାଦରେ ସହରର ସ୍ଥାନୀୟ ହିନ୍ଦୁ ସଂଗଠନ ଔରଙ୍ଗଜେବଙ୍କ ଚିତ୍ର ପୋଡି ଦେଇଥିଲେ। କୌଣସି ଅଘଟଣକୁ ଏଡାଇବା ପାଇଁ ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଏହାପୂର୍ବରୁ କିଛି ଦିନ ତଳେ ମହାରାଷ୍ଟ୍ରରେ ଔରଙ୍ଗଜେବଙ୍କୁ ନେଇ ଏକ ବିବାଦ ଦେଖାଦେଇଥିଲା। ଏନସିପି ବିଧାୟକ ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ଆହ୍ଵାଡ କହିଛନ୍ତି ଯେ, ଔରଙ୍ଗଜେବ ନିଷ୍ଠୁର କିନ୍ତୁ ହିନ୍ଦୁ ବିରୋଧୀ ନୁହଁନ୍ତି।

ଔରଙ୍ଗଜେବ ଟିପୁ ସୁଲତାନ ମହାରାଷ୍ଟ୍ର ମାମଲା ରୁଜୁ
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍: ଇଟାଲୀର ମାତ୍ର ୯ ୱିକେଟ ପତନ ସତ୍ତ୍ୱେ ଜିତିଲା ସ୍କଟଲାଣ୍ଡ, କିନ୍ତୁ କେମିତି?

February 9, 2026

ପାକିସ୍ତାନକୁ ବଡ଼ ଝଟକା ଦେଲା ଆଇସିସି: ପ୍ରତ୍ୟାଖ୍ୟାନ କଲା ସମସ୍ତ ଦାବି

February 9, 2026

ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ, ପୁଣେ ହସ୍ପିଟାଲରେ ଭର୍ତ୍ତି

February 9, 2026

13,000 ଟଙ୍କା ମହଙ୍ଗା ହେଲା ରୂପା: ଜାଣନ୍ତୁ ସୁନାର ମୂଲ୍ୟ

February 9, 2026
Latest News

ଟି-୨୦ ବିଶ୍ୱକପ୍: ଇଟାଲୀର ମାତ୍ର ୯ ୱିକେଟ ପତନ ସତ୍ତ୍ୱେ ଜିତିଲା ସ୍କଟଲାଣ୍ଡ, କିନ୍ତୁ କେମିତି?

February 9, 2026

ପାକିସ୍ତାନକୁ ବଡ଼ ଝଟକା ଦେଲା ଆଇସିସି: ପ୍ରତ୍ୟାଖ୍ୟାନ କଲା ସମସ୍ତ ଦାବି

February 9, 2026

ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ, ପୁଣେ ହସ୍ପିଟାଲରେ ଭର୍ତ୍ତି

February 9, 2026

ପ୍ରଭୃ ଲିଙ୍ଗରାଜଙ୍କ ଜାଗର ପାଇଁ ବସିଲା ସମନ୍ବୟ ବୈଠକ, ଠିକ୍ ସମୟରେ ନୀତି କରିବାକୁ ମନ୍ତ୍ରୀଙ୍କ ପରାମର୍ଶ

February 9, 2026

13,000 ଟଙ୍କା ମହଙ୍ଗା ହେଲା ରୂପା: ଜାଣନ୍ତୁ ସୁନାର ମୂଲ୍ୟ

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.