Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବେଆଇନ ଭାବେ ଭାରତରେ ପ୍ରବେଶ କରୁଥିବା ବେଳେ ୧୦ ରୋହିଙ୍ଗ୍ୟାଙ୍କ ସମେତ ୧୬ ଗିରଫ
ଅପରାଧ

ବେଆଇନ ଭାବେ ଭାରତରେ ପ୍ରବେଶ କରୁଥିବା ବେଳେ ୧୦ ରୋହିଙ୍ଗ୍ୟାଙ୍କ ସମେତ ୧୬ ଗିରଫ

February 19, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ୟୁପିରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ: ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଏଟିଏସ୍
ୟୁପିରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ: ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଏଟିଏସ୍

ନୂଆଦିଲ୍ଲୀ: ଭାରତରେ ବେଆଇନ ଭାବେ ପ୍ରବେଶ ଅଭିଯୋଗରେ ରେଳବାଇ ପୋଲିସ ଫୋର୍ସ (ଆରପିଏଫ) ଅଗରତାଲା ରେଳ ଷ୍ଟେସନରେ ୧୨ ଜଣ ବିଦେଶୀ ନାଗରିକଙ୍କ ସମେତ ୧୬ ଜଣଙ୍କୁ ଅଟକ ରଖିଛି। ଅଧିକାରୀମାନେ ରବିବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ରାଜକୀୟ ରେଳ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ରାଣା ଚାଟାର୍ଜୀ କହିଛନ୍ତି ଯେ, ଏକ ଇନପୁଟ୍ ଆଧାରରେ ଆରପିଏଫ ଷ୍ଟେସନରୁ ତିନି ପିଲାଙ୍କ ସମେତ ମୋଟ ୧୬ ଜଣଙ୍କୁ ଅଟକ ରଖିଛି। ଏଥିରେ ୧୨ ଜଣ ବିଦେଶୀ ନାଗରିକ, ଦୁଇ ଜଣ ବାଂଲାଦେଶୀ ଏବଂ ୧୦ ଜଣ ରୋହିଙ୍ଗ୍ୟା ଅଛନ୍ତି।

ପୋଲିସ କହିଛି ଯେ, ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ମଧୁପୁରର ଅଭିଜିତ୍ ଦେବ ନାମକ ଜଣେ ମଧ୍ୟସ୍ଥି ମଧ୍ୟ ସାମିଲ ଅଛନ୍ତି। ପୋଲିସର ସୂଚନାନୁସାରେ, ସମସ୍ତେ ବାଂଲାଦେଶରୁ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲେ। ସମସ୍ତେ ଅଗରତାଲା ରେଳ ଷ୍ଟେସନରୁ ସକାଳ ୮.୦୫ ରେ କଞ୍ଚନଜଙ୍ଘା ଏକ୍ସପ୍ରେସ ଦ୍ୱାରା କୋଲକାତା ଯାଉଥିଲେ।

କୋର୍ଟରେ ହାଜର ହେବା ପୂର୍ବରୁ ଅଭିଯୁକ୍ତଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ବିରୋଧରେ ଏକ ସ୍ୱତନ୍ତ୍ର ମାମଲା ମଧ୍ୟ ପଞ୍ଜିକୃତ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ଏବଂ ସେମାନଙ୍କ ବେଆଇନ ଅନୁପ୍ରବେଶର ରାସ୍ତା ଖୋଜିବାକୁ ଚେଷ୍ଟା କରୁଛି। ଏହି ଘଟଣାରେ ଅଧିକ ଅନୁସନ୍ଧାନ କରାଯାଉଛି।

ଗିରଫ ବେଆଇନ ଭାରତ ରୋହିଙ୍ଗ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ଭୋଟ ଦେଉଛି ତାମିଲନାଡୁ

April 23, 2026

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

April 23, 2026

ଆପଣ ମାତ୍ରାଧିକ ପେନକିଲର ସେବନ କରୁଛନ୍ତି କି, ଜାଣନ୍ତୁ ଏହାର ଭଲ ଓ ମନ୍ଦ ବିଷୟରେ

April 23, 2026

ମୂଳାଙ୍କ ୪, ୮ ଏବଂ ୯ ଥିବା ଲୋକଙ୍କର ବିଶେଷ ଶକ୍ତି ସମ୍ପର୍କରେ ଜାଣନ୍ତୁ

April 23, 2026
Latest News

ଭୋଟ ଦେଉଛି ତାମିଲନାଡୁ

April 23, 2026

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

April 23, 2026

ଆପଣ ମାତ୍ରାଧିକ ପେନକିଲର ସେବନ କରୁଛନ୍ତି କି, ଜାଣନ୍ତୁ ଏହାର ଭଲ ଓ ମନ୍ଦ ବିଷୟରେ

April 23, 2026

ମୂଳାଙ୍କ ୪, ୮ ଏବଂ ୯ ଥିବା ଲୋକଙ୍କର ବିଶେଷ ଶକ୍ତି ସମ୍ପର୍କରେ ଜାଣନ୍ତୁ

April 23, 2026

ଆଜି ଏପ୍ରିଲ ୨୩ ତାରିଖ ଗୁରୁବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଜାଣନ୍ତୁ ରାଶିଫଳ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.