Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବିପୁଳ ପରିମାଣର ଗଞ୍ଜେଇ ଜବତ ଓ ଚାଲାଣକାରି ଗିରଫ
ଅପରାଧ

ବିପୁଳ ପରିମାଣର ଗଞ୍ଜେଇ ଜବତ ଓ ଚାଲାଣକାରି ଗିରଫ

April 29, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ମୋହନା ପୋଲିସକୁ ବଡ ସଫଳତା ମିଳିଛି। ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ପୋଲିସ ସଫଳ ହୋଇଛି।

ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଥାନା କର୍ମଚାରୀମାନେ ମୋହନା ବଡଗଡ ରାସ୍ତାର କେଶୁରା ଛକରେ ପଇଁତରା ମାରୁଥିଲେ। ଠିକ ସେତିକି ବେଳେ ରାସ୍ତାରେ ଯାଉଥିବା ଏକ ମହିନ୍ଦ୍ରା ପିକ୍ଅପ୍ ଗାଡ଼ିକୁ ପୋଲିସ ଅଟକାଇ ଯାଞ୍ଚ କରିଥିଲେ। ଯେଉଁଥିରୁ ୬ ଶହ କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇଥିଲା। ଏବଂ ଚାଲାଣକାରୀ ଯୁବକ ଫିରୋଜ ମଳିକକୁ ଥାନାକୁ ଆଣି ଜେରା କରଯାଇଥିଲା। ତେବେ ସେ ଉକ୍ତ ଗଞ୍ଜେଇକୁ ଏହି ଗଜପତି ଜିଲ୍ଲାରୁ ବାହାରକୁ ଚାଲାଣ କରୁଥିବା ରାଜି ହୋଇଥିଲା।

ପୋଲିସ ପକ୍ଷରୁ ଉକ୍ତ ଗଞ୍ଜେଇ ଓ ଗାଡିକୁ ଜବତ କରିବା ସହ କେଶ୍ ନଂ ୫୬/୨୩ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

ଗଞ୍ଜେଇ ଜବତ
Share. Facebook Twitter LinkedIn Email WhatsApp Copy Link

Related Posts

ଚିନି ଶସ୍ତା ହୋଇଛି, ତଥାପି କାହିଁକି ଦୋକାନରେ ମୂଲ୍ୟ ଅଧିକ?

September 3, 2026

ରେଳବାଇର ‘ଫୁଲ ଟୁର୍ ପ୍ୟାକେଜ୍’ କାଶ୍ମୀରରୁ କନ୍ୟାକୁମାରୀ: ଶୀଘ୍ର କରନ୍ତୁ ବୁକ୍

September 3, 2026

ଚେସରେ ଇତିହାସ ରଚିଲେ ୪ ବର୍ଷୀୟା ଏଲିନା ମିଶ୍ର: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

September 3, 2026

ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ସହ ଆଧ୍ୟାତ୍ମିକତାର ମିଳନ: କୋରାପୁଟର ପ୍ରସିଦ୍ଧ ଶୈବପୀଠ ‘ବାବା ଗୁପ୍ତେଶ୍ୱର’

September 3, 2026
Latest News

ଚିନି ଶସ୍ତା ହୋଇଛି, ତଥାପି କାହିଁକି ଦୋକାନରେ ମୂଲ୍ୟ ଅଧିକ?

September 3, 2026

ତୁର୍କୀରେ ଭୟଙ୍କର ଜାହାଜ ଦୁର୍ଘଟଣା: କାର୍ଗୋ ସିପ୍ ବୁଡ଼ି ୧୦ ନାବିକ ନିଖୋଜ

September 3, 2026

ଇଣ୍ଡିଆନ୍ ଆଥ୍‌ଲେଟିକ୍ସ ସିରିଜ୍: ମିଜୋ ଚାକୋଙ୍କୁ ସ୍ୱର୍ଣ୍ଣ

September 3, 2026

ଆଜି ବସୁଛି ବିସିସିଆଇ ସମୀକ୍ଷା ବୈଠକ: ୨୦୨୭ ବିଶ୍ବକପ୍ ପ୍ରସ୍ତୁତି ନେଇ ହେବ ଆଲୋଚନା

September 3, 2026

ରେଳବାଇର ‘ଫୁଲ ଟୁର୍ ପ୍ୟାକେଜ୍’ କାଶ୍ମୀରରୁ କନ୍ୟାକୁମାରୀ: ଶୀଘ୍ର କରନ୍ତୁ ବୁକ୍

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.