Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସିନେମା ଷ୍ଟାଇଲରେ ମାଉଜର ଦେଖାଇ ଦୁଇ ଭାଇଙ୍କୁ ଅପହରଣ
ଅପରାଧ

ସିନେମା ଷ୍ଟାଇଲରେ ମାଉଜର ଦେଖାଇ ଦୁଇ ଭାଇଙ୍କୁ ଅପହରଣ

July 22, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଥାନା ନିକଟସ୍ଥ ପୁଇଁତଳା ଗ୍ରାମ ଛକରେ ଥିବା ଏକ ଢ଼ାବା ପାଖରୁ ଚା’ ପାନ ଦୋକାନ କରିଥିବା ଦୁଇ ଭାଇ ପଞ୍ଚାନନ ସାହୁ ଓ କୃଷ୍ଣ ଚନ୍ଦ୍ର ସାହୁଙ୍କୁ କିଛି ଯୁବକ ମାଉଜର ଦେଖାଇ ଅପହରଣ କରିନେଇଛନ୍ତି। ଚାରିଜଣ ଯୁବକ ଦୁଇଟି କାର୍ ରେ ଆସି ଉକ୍ତ ଦୋକାନ ସମ୍ମୁଖରେ ପହଞ୍ଚି ଥିଲେ ଓ କିଛି କଥାବାର୍ତ୍ତା ନକରି ଦୁଇ ଭାଇଙ୍କ ମୁଣ୍ଡରେ ମାଉଜର ଲଗାଇ ଗାଡ଼ିରେ ବସିବାକୁ କହି ଅପହରଣ କରି ନେଇଥିବା ଜଣାପଡିଛି।

ଅପହରଣର କାରଣ ଜଣାପଡୁନାହିଁ। ଏହି ଘଟଣା ପରେ ସ୍ଥାନୀୟ ଅଂଚଳର କିଛି ଲୋକ ଓ ଦୋକାନୀ ଆସି ମିଳିତ ଭାବେ ୧୬ ନଂ ଜାତୀୟ ରାଜପଥ ଅବରୋଧ କରି କ୍ଷୋଭ ପ୍ରକାଶ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଟିମ୍ ଗଠନ କରି ଅପହରଣ ହୋଇଥିବା ଦୁଇ ଭାଇ ଙ୍କ ଅନୁସନ୍ଧାନ ଆରମ୍ଭ କରିଛନ୍ତି।

ଗଞ୍ଜାମ ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭା ଆସନ ସଂଖ୍ୟା ବଢିବ !

April 14, 2026

‘ପେଟ୍ରୋଲ ୧୮ ଏବଂ ଡିଜେଲ ୩୫ ଟଙ୍କା ମହଙ୍ଗା ହେବ’!: ଏହି ରିପୋର୍ଟରେ ଦାବି

April 14, 2026

ଆଜି ଚେନ୍ନାଇ ଏବଂ କୋଲକାତା ମଧ୍ୟରେ ଲଢେଇ: ଜାଣନ୍ତୁ କାହାର ପଲ୍ଲା ଭାରି?

April 14, 2026

ନୀତିଶ କୁମାରଙ୍କ ଶେଷ କ୍ୟାବିନେଟ ବୈଠକ!: ଜାଣନ୍ତୁ କ’ଣ କହିଲେ ବିହାର ମୁଖ୍ୟମନ୍ତ୍ରୀ?

April 14, 2026
Latest News

ଲୋକସଭା ଆସନ ସଂଖ୍ୟା ବଢିବ !

April 14, 2026

‘ପେଟ୍ରୋଲ ୧୮ ଏବଂ ଡିଜେଲ ୩୫ ଟଙ୍କା ମହଙ୍ଗା ହେବ’!: ଏହି ରିପୋର୍ଟରେ ଦାବି

April 14, 2026

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ସମ୍ରାଟ ଚୌଧୁରୀ: ଆସନ୍ତାକାଲି ଶପଥଗ୍ରହଣ

April 14, 2026

ଆଜି ଚେନ୍ନାଇ ଏବଂ କୋଲକାତା ମଧ୍ୟରେ ଲଢେଇ: ଜାଣନ୍ତୁ କାହାର ପଲ୍ଲା ଭାରି?

April 14, 2026

ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର 

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.