Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଜେଲ ଭିତରୁ ବ୍ରାଉନସୁଗାର ନେଟୱର୍କ ଘଟଣା: ପୁଣି ୯ ମୋବାଇଲ ଜବତ, ୭ ଗିରଫ
ଅପରାଧ

ଜେଲ ଭିତରୁ ବ୍ରାଉନସୁଗାର ନେଟୱର୍କ ଘଟଣା: ପୁଣି ୯ ମୋବାଇଲ ଜବତ, ୭ ଗିରଫ

March 12, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଜେଲ ଭିତରୁ ବ୍ରାଉନସୁଗାରର ନେଟୱର୍କ ଚାଲିଥିଲା। ମୋବାଇଲରେ ଅପରେଟିଂ ହେଉଥିଲା ଧଳା ଜହରର ବେପାର। ଜେଲ ଭିତରୁ ଏକ ମୋବାଇଲ ଧରପଡିବା ପରେ ପୁରା ଘଟଣାର ପର୍ଦ୍ଦାଫସ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଗତ ୫ ତାରିଖରେ ସେମାନଙ୍କୁ ହେପାଜତକୁ ଆଣି ପଚରାଉଚରା ପରେ ୬ ତାରିଖରେ ପୁଣି ଜେଲ ଭିତରୁ ୯ ଟି ମୋବାଇଲକୁ ପୋଲିସ ଜବତ କରିଥିଲା।

ବାହାରେ ରହି ଅପରେଟିଂ କରୁଥିବା ୭ ଜଣଙ୍କୁ ପୋଲିସ ଗିରଫ କଲା। ସେମାନଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ଜେଲ ଭିତରୁ ବ୍ରାଉନସୁଗାର ମାଫିଆ ସଂଜୁ, ମିକି ରହି ଚଳାଉଥିଲେ ସମ୍ପୂର୍ଣ୍ଣ ଧଳା ଜହରର ସାମ୍ରାଜ୍ୟ। ସେମାନଙ୍କ ଠାରୁ ସମୁଦାୟ ୨୦ ଟି ମୋବାଇଲକୁ ଜବତ କରିଛି ଖୋର୍ଦ୍ଧା ପୋଲିସ।

ଗିରଫ ୭ ଜଣ ମଧ୍ୟରେ କାଳୁ ଚରଣ ଭୁଇଁଆ, ପ୍ରମୋଦ କୁମାର ପଣ୍ଡା, ସୁମନ ସେଠି, ଦେବାଶିଷ ପଟ୍ଟନାୟକ, ପୁଷ୍ପା ନାୟକ, ଏସ ଏକ୍ରମ, ଅମିତ ସାହୁ ଙ୍କୁ ଜିରଫ କରିଛି ପୋଲିସ। କାଳୁ ଚରଣ ଭୁଇଁଆ ପୋଲସରା ଅଂଚଳର ହୋଇଥିବା ବେଳେ ଅନ୍ୟ ସମସ୍ତେ ଖୋର୍ଦ୍ଧା ଅଂଚଳର। ଏନେଇ ଖୋର୍ଦ୍ଧା ଏସଡିପିଓ ଦିଲୀପ ଦାସ ଏକ ପ୍ରେସ ମିଟ କରି ସୂଚନା ଦେଇଛନ୍ତି। ଆଗକୁ ଆହୁରି ଅନେକ ତଥ୍ୟ ବାହାରିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

ଖୋର୍ଦ୍ଧା ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026

ଏବେ ଜଖପୁରା ଷ୍ଟେସନରେ ରହଣି କରିବନାହିଁ ଏହି ଯାତ୍ରୀବାହୀ ଟ୍ରେନ୍‌: ଦେଖନ୍ତୁ ତାଲିକା

February 6, 2026

ଭୁବନେଶ୍ୱରରେ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଯୋଗଦାନ

February 6, 2026
Latest News

Tata Steel Result: ନିଟ୍ ଲାଭ ୧୩% ହ୍ରାସ ପାଇ ୨,୬୮୯ କୋଟି ଟଙ୍କାରେ ପହଞ୍ଚିଲା

February 6, 2026

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.