Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଆରବ ସାଗରରେ ୪୮୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ, ୬ ଗିରଫ
ଅପରାଧ

ଆରବ ସାଗରରେ ୪୮୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ, ୬ ଗିରଫ

March 12, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ବିରୋଧରେ ଗୁଜରାଟ ପୋଲିସର ଏକ ବଡ ଅପରେସନ୍ ସଫଳ ହୋଇଛି। ଆରବ ସାଗରରେ ପୋରବନ୍ଦରରୁ ମିଳିତ ଅପରେସନ୍ ବେଳେ ଏଟିଏସ୍, ଗୁଜୁରାଟ ପୋଲିସ୍, ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଏବଂ କୋଷ୍ଟଗାର୍ଡ ଏକ ବଡ ଅପରେସନରେ ପ୍ରାୟ ୪୮୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରିଛନ୍ତି।

ସୂଚନାନୁସାରେ, ମାର୍ଚ୍ଚ ୧୧ ତାରିଖ ରାତିରେ ଏକ ଗୁପ୍ତ ତଥ୍ୟକୁ ଆଧାର କରି ମିଳିତ ଅପରେସନରେ ଏକ ପାକିସ୍ତାନୀ ଡଙ୍ଗା ସମୁଦ୍ରରେ ଧରାଯାଇଥିଲା, ଯେଉଁଥିରେ ପ୍ରାୟ ୪୮୦ କୋଟି ଟଙ୍କା ମୂଲ୍ୟର ନିଶା ସାମଗ୍ରୀ ଜବତ କରାଯାଇଥିଲା।

ଏହି ଅପରେସନରେ ଆଇସିଜି ଜାହାଜ ଏବଂ ଡୋର୍ନିୟରର ସହାୟତା ନିଆଯାଇଥିଲା। ଡୋର୍ନିଅର୍ ବିମାନକୁ ସ୍କାନିଂ ଏବଂ ସମ୍ଭାବ୍ୟ ଅଞ୍ଚଳରେ ଡଙ୍ଗା ଖୋଜିବା ଦାୟିତ୍ଵ ଦିଆଯାଇଥିଲା।

ଏହି ଅପରେସନରେ ଆଇସିଜି, ଏନସିବି ଏବଂ ଏଟିଏସ୍ ଗୁଜୁରାଟ ମଧ୍ୟରେ ଭଲ ସମନ୍ୱୟ ଦେଖିବାକୁ ମିଳିଥିଲା। ଏଜେନ୍ସି ୬ ଜଣ ଚାଳକଙ୍କୁ ମଧ୍ୟ ଗିରଫ କରିଛି ଏବଂ ଅଧିକ ତଦନ୍ତ ଚାଲିଛି।

Gujarat Police
Share. Facebook Twitter LinkedIn Email WhatsApp Copy Link

Related Posts

ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲେ ଉପମୁଖ୍ୟମନ୍ତ୍ରୀ

April 13, 2026

ଆଜି ଏପ୍ରିଲ ୧୩ ତାରିଖ ସୋମବାରରେ ଏହି ପାଞ୍ଚଟି ରାଶିର ଲୋକେ ହେବେ ଭାଗ୍ୟଶାଳି

April 13, 2026

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026
Latest News

ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲେ ଉପମୁଖ୍ୟମନ୍ତ୍ରୀ

April 13, 2026

ଆଜି ଏପ୍ରିଲ ୧୩ ତାରିଖ ସୋମବାରରେ ଏହି ପାଞ୍ଚଟି ରାଶିର ଲୋକେ ହେବେ ଭାଗ୍ୟଶାଳି

April 13, 2026

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.