Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସାନ ଭାଇର ଆକ୍ରମଣରେ ବଡ଼ ଭାଇ ଓ ଭାଉଜଙ୍କ ମୃତ୍ୟୁ
ଅପରାଧ

ସାନ ଭାଇର ଆକ୍ରମଣରେ ବଡ଼ ଭାଇ ଓ ଭାଉଜଙ୍କ ମୃତ୍ୟୁ

November 14, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆସ୍କା ଥାନା ଅର୍ନ୍ତଗତ ଖଣ୍ଡଦେଉଳି ପଞ୍ଚାୟତ ସମାଇଗୁଡା ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ମାମଲା ସାମ୍ନାକୁ ଆସିଛି। ସାନ ଭାଇ ଓ ତାଙ୍କ ପରିବାରର ଆକ୍ରମଣରେ ବଡ଼ ଭାଇ ରାଜୁ ପାତ୍ର ଓ ଭାଉଜ ମଲା ପାତ୍ର ନିହତ ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଜଙ୍ଗଲ ଜମିରେ ଚାଷ କରିବାକୁ ନେଇ ସାନ ଭାଇ ଭୁବୁନି ପାତ୍ର ଓ ବଡ଼ ଭାଇ ରାଜୁ ପାତ୍ରଙ୍କ ସହ ବହୁ ଆଗରୁ ମନୋମାଳିନ୍ୟ ଥିଲା। ଗତକାଲି ରାଜୁ ପାତ୍ର ଓ ପତ୍ନୀ ମଲା ଜମିରେ ଚାଷ କରୁଥିବାବେଳେ ହଠାତ ଭୁବୁନି ଏକ କଟୁରୀ ଧରି ରାଜୁକୁ ଆକ୍ରମଣ କରିବାରୁ ଭାଉଜ ଅଟକାଇଥିଲେ। ରାଗରେ ଜର୍ଜରିତ ଭୁବୁନି ଭାଉଜକୁ ଆକ୍ରମଣ କରି ଜବରଦସ୍ତ ପାଟିରେ ବିଷ ପିଆଇଥିଲା। ଆହତ ଅବସ୍ଥାରେ ଭାଇ ଛଡ଼ାଇବାକୁ ଆସିବା ବେଳକୁ ଭୁବୁନିର ସ୍ତ୍ରୀ ରଞ୍ଜିତା ଓ ତାଙ୍କ ପୁଅ ମଧ୍ୟ ବିଲ ଭିତରେ ଗୋଡ଼ାଇ ଗୋଡ଼ାଇ ରାଜୁର ତଣ୍ଟିକୁ କଟୁରୀରେ କାଟି ହତ୍ୟା କରିଥିଲେ।

ଅନ୍ୟ ପଟେ ଭାଉଜର ବେକରେ ଛୁରୀରେ କାଟୁଥିବା ବେଳେ ରାଜୁର ପୁଅଙ୍କ ଚିତ୍କାର ଶୁଣି ନିକଟରେ ଉପସ୍ଥିତ କିଛି ଲୋକ ପହଞ୍ଚିଯିବାରୁ ଭୁବୁନି ତାର ସ୍ତ୍ରୀ ଓ ପୁଅ ଘଟଣାସ୍ଥଳରୁ ଚାଲି ଯାଇଥିଲେ। ନିହତ ରାଜୁର ଭାଇ ଠାରୁ ଖବର ପାଇ ଆସ୍କା ପୋଲିସ ଉପଖଣ୍ଡ ଅଧିକାରୀ, କୋଟିନଡା ଥାନା ଅଧିକାରୀ ଓ ଆସ୍କା ଥାନା ଅଧିକାରୀ ଅନ୍ୟାନ୍ୟ କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ରାଜୁର ଶବ ଓ ଗୁରୁତର ମଲାକୁ ଆସ୍କା ଡାକ୍ତରଖାନାକୁ ନେଇଥିଲେ। ଗୁରୁତର ମଲା ବାଟରେ ହିଁ ମୃତ୍ୟୁ ବରଣ କରିଥିଲେ।

ପୋଲିସ ଉଭୟଙ୍କ ମୃତ ଦେହ କୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛି।

ଆସ୍କା ଥାନା ବିଭତ୍ସ ହତ୍ୟାକାଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଚଏମ୍ ଭୁବନେଶ୍ୱରରେ ଶିଶୁ ସୁରକ୍ଷା ଅଧିକାରୀଙ୍କ ପାଇଁ କ୍ୟାରିଅର ସଚେତନତା କର୍ମଶାଳା

January 30, 2026

ପିଆଇବି ଓ ସିବିସି ଭୁବନେଶ୍ୱର ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ପଖୱାଡ଼ା ୨୦୨୬ ଉଦଯାପିତ

January 30, 2026

ସିପିଆଇ (ଏମ୍) ତରଫରୁ ଗାନ୍ଧିଜୀ ଙ୍କ ୭୮ ତମ ସହିଦ୍ ଦିବସ ପାଳିତ

January 30, 2026

ଖୋର୍ଦ୍ଧା ରୋଡ୍ ଡିଭିଜନର ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ବାତିଲ ହେଲା ଏହି ସବୁ ଟ୍ରେନ

January 30, 2026
Latest News

ଆଇଏଚଏମ୍ ଭୁବନେଶ୍ୱରରେ ଶିଶୁ ସୁରକ୍ଷା ଅଧିକାରୀଙ୍କ ପାଇଁ କ୍ୟାରିଅର ସଚେତନତା କର୍ମଶାଳା

January 30, 2026

ପିଆଇବି ଓ ସିବିସି ଭୁବନେଶ୍ୱର ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ପଖୱାଡ଼ା ୨୦୨୬ ଉଦଯାପିତ

January 30, 2026

ସିପିଆଇ (ଏମ୍) ତରଫରୁ ଗାନ୍ଧିଜୀ ଙ୍କ ୭୮ ତମ ସହିଦ୍ ଦିବସ ପାଳିତ

January 30, 2026

ବାଣପୁର ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ

January 30, 2026

ଖୋର୍ଦ୍ଧା ରୋଡ୍ ଡିଭିଜନର ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ବାତିଲ ହେଲା ଏହି ସବୁ ଟ୍ରେନ

January 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.