Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପାରିବାରିକ ହିଂସା ରେ ଦୁଇ ଭଉଣୀ ଗୁରୁତର ଆହତ
ଅପରାଧ

ପାରିବାରିକ ହିଂସା ରେ ଦୁଇ ଭଉଣୀ ଗୁରୁତର ଆହତ

December 13, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅର୍ନ୍ତଗତ ଝରିପଦର ଗ୍ରାମର ଗୋବିନ୍ଦ ସେଠୀ ପୁଅ ଦେବେନ୍ଦ୍ରକୁ ସବୁ ସମ୍ପତ୍ତି ହସ୍ତାନ୍ତର କରିଦେଇଛନ୍ତି। କିନ୍ତୁ ପୁଅ ଦେବେନ୍ଦ୍ର ପିତା ଗୋବିନ୍ଦର କୌଣସି ଭଲମନ୍ଦ ବୁଝେ ନାହଁ। ଯାହା ଫଳରେ ଗୋବିନ୍ଦ ନିଜ ବାହା ହୋଇଥିବା ଗୋଟିଏ ଝିଅ ଘରେ ରହିଛନ୍ତି। ଏହା ମଧ୍ୟରେ କୁଳ ବୈଠକରେ ସମାଧାନ ହୋଇଥଲେ ମଧ୍ୟ ଦେବେନ୍ଦ୍ର ଗୁରୁତ୍ବ ଦେଉନାହିଁ।

ପରବର୍ତ୍ତୀ ସମୟରେ ମାମି ଓ ରଶ୍ମିତା ଦେବେନ୍ଦ୍ର ନିକଟରେ ଆପତ୍ତି କରିବାରୁ ଦେବେନ୍ଦ୍ର ନିଜର ଅନ୍ୟ ଜଣେ ଜ୍ୱାଇଁ ବଳରାମ ସହ ମିଶି ଉକ୍ତ ଦୁଇ ଭଉଣୀକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଗୋଟିଏ କୋଦାଳ ଆଣି ଦୁଇ ଭଉଣୀକୁ ଆକ୍ରମଣ କରିବାରୁ ସେମାନେ ଗୁରୁତର ଆହତ ଅବସ୍ଥାରେ ଦିଗପହଣ୍ଡି ଥାନାରେ ଏତଲା ଦାଖଲ କରିଥିଲେ।

ପୋଲିସ ଏତଲା ଗ୍ରହଣ କରି ୪୯୦/୨୪ ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଦିଗପହଣ୍ଡି ଥାନା ପାରିବାରିକ ହିଂସା
Share. Facebook Twitter LinkedIn Email WhatsApp Copy Link

Related Posts

ଚାଣକ୍ୟ ନୀତି: ଏହି ଶ୍ରେଣୀର ଲୋକଙ୍କୁ ଆପଣ ବେଶୀ ବିଶ୍ବାସ କରନ୍ତି କି?, ତାହେଲେ ହୋଇଯା’ନ୍ତୁ ସାବଧାନ

January 31, 2026

ଚା’ରେ ଚିନି ବଦଳରେ ଗୁଡ଼ ବ୍ୟବହାର କରନ୍ତୁ, ଶରୀରକୁ ମିଳିବ ଅନେକ ଲାଭ

January 31, 2026

ବଦଳିବ ସହରାଞ୍ଚଳ ପାର୍କର ରୂପରେଖ: ସମୀକ୍ଷା କଲେ ମନ୍ତ୍ରୀ

January 31, 2026

ସମୟଭିତ୍ତିକ ସାର ଯୋଗାଣ ପାଇଁ ରେଳବାଇ ତତ୍ପର: ଚାଷୀ ତଥା ଖାଦ୍ୟ ସୁରକ୍ଷାକୁ ସମର୍ଥନ  

January 31, 2026
Latest News

ଚାଣକ୍ୟ ନୀତି: ଏହି ଶ୍ରେଣୀର ଲୋକଙ୍କୁ ଆପଣ ବେଶୀ ବିଶ୍ବାସ କରନ୍ତି କି?, ତାହେଲେ ହୋଇଯା’ନ୍ତୁ ସାବଧାନ

January 31, 2026

ଚା’ରେ ଚିନି ବଦଳରେ ଗୁଡ଼ ବ୍ୟବହାର କରନ୍ତୁ, ଶରୀରକୁ ମିଳିବ ଅନେକ ଲାଭ

January 31, 2026

ବଦଳିବ ସହରାଞ୍ଚଳ ପାର୍କର ରୂପରେଖ: ସମୀକ୍ଷା କଲେ ମନ୍ତ୍ରୀ

January 31, 2026

ସମୟଭିତ୍ତିକ ସାର ଯୋଗାଣ ପାଇଁ ରେଳବାଇ ତତ୍ପର: ଚାଷୀ ତଥା ଖାଦ୍ୟ ସୁରକ୍ଷାକୁ ସମର୍ଥନ  

January 31, 2026

ଏମ.କେ.ସି.ଜି. ମେଡିକାଲ କଲେଜରେ ୧୦୦ଟି ସ୍ନାୟୁଶଲ୍ୟ ସଫଳ ଅସ୍ତ୍ରୋପଚାର

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.