Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଜଟଣୀ ମ୍ୟୁନ୍ସିପାଲଟି ଅଧିକାରୀଙ୍କ ୧୦ ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ
ଅପରାଧ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଜଟଣୀ ମ୍ୟୁନ୍ସିପାଲଟି ଅଧିକାରୀଙ୍କ ୧୦ ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ

March 25, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ପୁଣି ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ମ୍ୟୁନ୍ସିପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି। ବାବୁ ଜଣକ ହେଉଛନ୍ତି ସୂର୍ଯ୍ୟମଣି ପାଟ୍ଟଯୋଶୀ।

ଆଜି ସକାଳୁ ସୂର୍ଯ୍ୟମଣୀଙ୍କ ବାସଭବନ ସମେତ ନଅଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ କରାଯାଉଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମ୍ୟୁନ୍ସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଜଟଣୀ କାର୍ଯ୍ୟାଳୟ ସମେତ।

ଭୁବନେଶ୍ୱର ଜାଗମରା, ଖାରବେଳ ନଗରରେ ଥିବା ଘର, ଗଞ୍ଜାମ ସୋରଡ଼ା ସ୍ଥିତ ବାସ ଭବନ, ବ୍ରହ୍ମପୁର ସହରର ଦୁଇଟି ସ୍ଥାନ, ଜଟଣୀ ସରକାରୀ ବାସଭବନ, ସମ୍ପର୍କୀୟଙ୍କ ଘର ଭଳି ୧୦ ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ। ଭୁ

ବନେଶ୍ୱର ସ୍ପେଶାଲ ଜଜ ଭିଜିଲାନ୍ସଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉରେ ଭିଜିଲାନ୍ସର ୯ ଡ଼ିଏସପି, ୪ ଇନ୍ସପେକ୍ଟର, ୧୩ ଏଏସଆଇ ଓ ଅନ୍ୟ ସହଯୋଗୀ କର୍ମଚାରୀ ଚଢ଼ାଉ ଜାରି ରଖିଥିବା ଭିଜିଲାନ୍ସ ପକ୍ଷରୁ ଜଣାପଡିଛି।

ଆୟ ବହିର୍ଭୁତ ସମ୍ପତ୍ତି ଜଟଣୀ ମ୍ୟୁନ୍ସିପାଲଟି ଅଧିକାରୀ ଭିଜିଲାନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ସମର୍ଥନ ଦ୍ୱାରା ଭାରତରେ ରେକର୍ଡ ନିବେଶ ଆକର୍ଷିତ କରୁଛନ୍ତି ସେମିକଣ୍ଡକ୍ଟର ଷ୍ଟାର୍ଟଅପ୍

July 24, 2025

ଏକାଥରେ 34 ଜଣ ଓଏଫଏସ ଙ୍କର ହେଲା ଅଦଳବଦଳ, 14 ଜଣ ଡିଏଫଓ ଙ୍କ ବଦଳି, ଜାଣନ୍ତୁ କିଏ କେଉଁଠାକୁ ଗଲେ

July 24, 2025

ଆସନ୍ତା ୨୮ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି: ଆସନ୍ତାକାଲିଠୁ ଅନଲାଇନ ପଞ୍ଜୀକରଣ

July 24, 2025

ପୁଣି ଆଇଏଏସ ଅଦଳବଦଳ, ପୂର୍ବରୁ କରିଥିବା ଭୁଲୁକୁ ସୁଧାରିଲେ ସରକାର, ଚାରି ବରିଷ୍ଠଙ୍କୁ ନୁଆ ଦାୟିତ୍ବ

July 24, 2025
Latest News

ସରକାରଙ୍କ ସମର୍ଥନ ଦ୍ୱାରା ଭାରତରେ ରେକର୍ଡ ନିବେଶ ଆକର୍ଷିତ କରୁଛନ୍ତି ସେମିକଣ୍ଡକ୍ଟର ଷ୍ଟାର୍ଟଅପ୍

July 24, 2025

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

July 24, 2025

ରାଷ୍ଟ୍ର ନିର୍ମାଣରେ ଆୟକରର ଗୁରୁତ୍ବପୂର୍ଣ୍ଣ ଯୋଗଦାନ

July 24, 2025

ଏକାଥରେ 34 ଜଣ ଓଏଫଏସ ଙ୍କର ହେଲା ଅଦଳବଦଳ, 14 ଜଣ ଡିଏଫଓ ଙ୍କ ବଦଳି, ଜାଣନ୍ତୁ କିଏ କେଉଁଠାକୁ ଗଲେ

July 24, 2025

ଆସନ୍ତା ୨୮ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି: ଆସନ୍ତାକାଲିଠୁ ଅନଲାଇନ ପଞ୍ଜୀକରଣ

July 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.